Latest Odisha News

BREAKING NEWS

ନୂଆବର୍ଷରେ ରିଲିଜ ହେବ ଫିଲ୍ମ ବଜେଟରେ ପ୍ରସ୍ତୁତ ସର୍ଟ ମୁଭି ‘ଜାନିୟା’

ଭୁବନେଶ୍ବର: ନୂଆବର୍ଷରେ ରିଲିଜ ହେବାକୁ ଯାଉଛି ନିହାର ନମନ ଫିଲ୍ମସର ମ୍ୟୁଜିକାଲ ସର୍ଟ ମୁଭି ‘ଜାନିୟା’ । ଏହା ଓଲିଉଡରେ ସବୁଠୁ ବ୍ୟୟ ବହୁଳ ସର୍ଟ ମୁଭି । ବର୍ତମାନ ସମୟରେ ଗୋଟିଏ ଚଳଚ୍ଚିତ୍ର ନିର୍ମାଣ ପାଇଁ ଯେତିକି ବ୍ୟୟ ବରାଦ ହେଉଛି ଏହି ମ୍ୟୁଜିକାଲ ସର୍ଟ ମୁଭି ପାଇଁ ତା’ଠୁ ଢେର ଗୁଣା…

୨୪ ଘଣ୍ଟାରେ ଦେଶରୁ ୨୦ ହଜାର ସଂକ୍ରମିତ, ୨୭୯ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୭ଲକ୍ଷ ୧୫ ହଜାର କୋଭିଡ୍ ଟେଷ୍ଚ ହୋଇଛି । ଚିହ୍ନଟ ହୋଇଛନ୍ତି ୨୦ହଜାର ୨୧ ନୂଆ ଆକ୍ରାନ୍ତ । ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୨ଲକ୍ଷ ୭ହଜାର ୮୭୧କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସୁସ୍ଥ ହୋଇଛନ୍ତି ୨୧ହଜାର ୧୩୧…

ଆମେରିକା ଏକାସାଙ୍ଗେ ୪ଟି ଐତିହାସିକ ସଙ୍କଟ ଦେଇ ଗତି କରୁଛି; ଜୋ ବାଇଡେନ୍‌

ନୂଆଦିଲ୍ଲୀ: ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ରବିବାର କହିଛନ୍ତି ଯେ ତାଙ୍କ ଦେଶ ଏକାସାଙ୍ଗରେ ଚାରୋଟି ଐତିହାସିକ ସଙ୍କଟ ଦେଇ ଗତି କରୁଛି ଏବଂ ସମୟ ସୀମାକୁ ମୁକାବିଲା କରିବା ପାଇଁ ତାଙ୍କ ଦଳ କଠିନ ପରିଶ୍ରମ କରୁଛି। “କୋଭିଡ୍-୧୯ ଆରମ୍ଭ କରି ଅର୍ଥନୀତି, ଜଳବାୟୁ…

ଓଡ଼ିଶା ପୋଲିସକୁ ଆଜି ଗୁରୁମନ୍ତ୍ର ଦେବେ ସିଡିଏସ୍ ଜେନାରାଲ ବିପିନ ରାଓ୍ୱତ

ଭୁବନେଶ୍ୱର: ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀର ଆଜି ଦ୍ୱିତୀୟ ଦିନ । ଆଜି ସମ୍ମିଳନୀରେ ପୋଲିସ ଅଧିକାରୀଙ୍କୁ ଗୁରୁମନ୍ତ୍ର ଦେବେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ବା ସିଡିଏସ୍ ଜେନେରାଲ୍ ବିପିନ ରାଓ୍ୱତ । ଭର୍ଚୁଆଲରେ ଉଦବୋଧନ ଦେବେ ଜେନେରାଲ୍‌ ରାଓ୍ଵତ । ଦେଶର ସୁରକ୍ଷା ଦୃଷ୍ଟିକୋଣ,…

ଆଜି ୧୦୦ ତମ ‘କିସାନ ରେଳ ସେବା’ ଉଦ୍‌ଘାଟନ କରିବେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ସୋମବାର ଦିନ ୧୦୦ ତମ କିସାନ ରେଳ ସେବା ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୪.୩୦ରେ ଏହାର ଶୁଭାରମ୍ଭ କରିବେ। ଯାହାକି ମହାରାଷ୍ଟ୍ରର ସାଙ୍ଗୋଲାଠାରୁ ପଶ୍ଚିମବଙ୍ଗର ଶାଲିମାରକୁ ଯିବ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବେ…

ଆଜିଠୁ ଖୋଲିଲା ଖଣ୍ଡାଧାର ଜଳପ୍ରପାତ, ଭୋଜିକୁ ବାଦ୍‌ ଦେଇ ପର୍ଯ୍ୟଟକମାନଙ୍କୁ କେବଳ ଭ୍ରମଣ ଅନୁମତି

ସୁନ୍ଦରଗଡ : ଆଜିଠୁ ଖୋଲିଲା ସୁନ୍ଦରଗଡ ଜିଲ୍ଲା ବଣେଇ ଉପଖଣ୍ଡର ଖଣ୍ଡାଧାର ଜଳପ୍ରପାତ । ନୂଆବର୍ଷ ପୂର୍ବରୁ ପୁଣି ଥରେ ପର୍ଯ୍ୟଟକଙ୍କ ପାଇଁ ଏହା ଖୋଲିଛି ।  କୋଭିଡ୍‌ ପାଇଁ ଦୀର୍ଘ ୯ ମାସ ହେଲା ବନ୍ଦ ରହିଥିଲା ଏହି ପର୍ଯ୍ୟଟନସ୍ଥଳୀ । କୋଭିଡ୍ କଟକଣା ଭିତରେ ଖଣ୍ଡାଧାର ଜଳପ୍ରପାତ ବୁଲାବୁଲି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ ତା ୨୮-୧୨-୨୦୨୦ ସୋମବାର *-ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ମୋବାଇଲ ନମ୍ବର :୯୪୩୭୨୨୫୪୩୪ ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଡିସେମ୍ବର ତା ୨୮ ରିଖ ସୋମବାର ଧନୁ ୧୪ ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର…

ଆଜି ବର୍ଷର ଶେଷ କ୍ୟାବିନେଟ ବୈଠକ, ୧୨ ପ୍ରସ୍ତାବରେ ବାଜିପାରେ ମୋହର

ଭୁବନେଶ୍ୱର: ଆଜି ବସୁଛି ରାଜ୍ୟ କ୍ୟାବିନେଟ୍ ବୈଠକ । ସନ୍ଧ୍ୟା ସାଢେ଼ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ କ୍ୟାବିନେଟ୍ ବୈଠକ ବସିବ । ଆଜିର ବୈଠକରେ ବିଭିନ୍ନ ବିଭାଗତ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିପାରେ । ବର୍ଷର ଶେଷ କ୍ୟାବିନେଟ…

“ବାଏ୍‌ ୱାନ୍‌ ଗେଟ୍‌ ୱାନ୍‌ ଫ୍ରି” ଖାଦ୍ୟ ପ୍ରମୋସନ୍‌କୁ ଆଉ ଅନୁମତି ନାହିଁ; ବ୍ରିଟେନ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୨ ଏପ୍ରିଲ୍‌ଠାରୁ ବ୍ରିଟେନ “ବାଏ୍‌ ୱାନ୍‌ ଗେଟ୍‌ ୱାନ୍‌ ଫ୍ରି” ଖାଦ୍ୟ ପ୍ରମୋସନ୍‌ ଉପରେ ପ୍ରତିବନ୍ଧକ ଲଗାଇବ ବୋଲି ବିଟ୍ରେନ୍‌ ସରକାର ସୋମବାର ଦିନ କହିଛନ୍ତି। ଏଭଳି ଏକ ପଦକ୍ଷେପ ଗ୍ରହଣ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ଅତ୍ୟଧିକ ମୋଟାପଣର…

ଆଜିଠୁ ଖୋଲିଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର

ଭଦ୍ରକ: ଦୀର୍ଘ ୯ ମାସ ପରେ ଖୋଲିଲା ଭଦ୍ରକର ପ୍ରସିଦ୍ଧ ଆରଡି ଆଖଣ୍ଡଳମଣି ମନ୍ଦିର । ଆଜି ଓ କାଲି ସେବାୟତ ଓ ତାଙ୍କ ପରିବାର ପ୍ରଭୁଙ୍କୁ ଦର୍ଶନ କରିବେ । ୩୦ ଓ ୩୧ରେ ନିକଟ ୪ଟି ପଞ୍ଚାୟତ ଆରଡି, ନାନ୍ଦପୁର, ଓଳଗ, ସୁନ୍ଦରପୁର ଶ୍ରଦ୍ଧାଳୁ ବାବାଙ୍କୁ ଦର୍ଶନ କରିବେ । କୋଭିଡ୍ କଟକଣା ନିୟମ ମାନି…