Latest Odisha News

BREAKING NEWS

ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ମାଓ ତାଣ୍ଡବ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ଦେଖିବାକୁ ମିଳିଲା ମାଓ ତାଣ୍ଡବ। ଛତିଶଗଡ଼ ନାରାୟଣପୁର ଜିଲ୍ଲାର ଆମଦାଇ ଖଣି ନିକଟ ପ୍ଲାଣ୍ଟରେ ନିୟୋଜିତ ଥିବା ଚାରଟି ଗାଡିକୁ ପୋଡିବା ସହ ଆଇଡି ମଧ୍ୟ ବ୍ଲାଷ୍ଟ କରିଛନ୍ତି ଏଥିରେ ନିକୋପ୍ଲାଣ୍ଟର ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା…

ଟେଲି ଅଭିନେତା ପ୍ରାଚୀନ ଚୌହାନ ଗିରଫ

ମୁମ୍ବାଇ: ଗିରଫ ହେଲେ ଟେଲିଭିଜନ ଅଭିନେତା ପ୍ରାଚୀନ ଚୌହାନ। ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ମୁମ୍ବାଇ ପୋଲିସା ତାଙ୍କୁ ଆଜି ଗିରଫ କରିଥିବା ଜଣାପଡ଼ିଛି। ମହିଳାଙ୍କ ଅଭିଯୋଗ ପରେ ପ୍ରାଚୀନଙ୍କୁ ଗିରଫ କରାଯାଇଛି। ପୋଲିସ ଅଧିକାରୀ କହିଛନ୍ତି ଯେ ଧାରା  ୩୫୪ ଆଧାରରେ ପ୍ରାଚୀନଙ୍କୁ…

ଆସନ୍ତାକାଲି ବନ୍ଦ ରହିବ ଏସ୍‌ବିଆଇ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍ ସେବା

ନୂଆଦିଲ୍ଲୀ: ଆସନ୍ତାକାଲି ‌ସମଗ୍ର ଦେଶରେ ଏସ୍‌ବିଆଇର ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍ ସେବା ବନ୍ଦ ରହିବ। ଏ ନେଇ ବ୍ୟାଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ ଏହାର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ଜୁଲାଇ ୪ ତାରିଖ ଦିନ ୨ ଘଣ୍ଟା ୨୫ ମିନିଟ୍‌ ପର୍ଯ୍ୟନ୍ତ ଉପଲବ୍ଧ ହେବ ନାହିଁ।…

ଲାଞ୍ଚ ନେବା ବେଳେ ଭିଜିଲାନ୍ସର ସ୍ୱତନ୍ତ୍ର ସରକାରୀ ଓକିଲଙ୍କୁ ଧରିଲା ଭିଜିଲାନ୍ସ

ଭବାନୀପାଟଣା: ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଭିଜିଲାନ୍ସର ସ୍ୱତନ୍ତ୍ର ସରକାରୀ ଓକିଲ । ପୁରୁଣା ମାମଲା ରଫାଦଫା ପାଇଁ ଲାଞ୍ଚ ନେଉଥିଲେ । ଭବାନୀପାଟଣା ଭିଜିଲାନ୍ସର ସ୍ୱତନ୍ତ୍ର ସରକାରୀ ଓକିଲ ଆଶୁତୋଷ ମିଶ୍ରଙ୍କୁ ଧରିଛି କଟକର ସ୍ୱତନ୍ତ୍ର ଭିଜିଲାନ୍ସ ଟିମ୍ ।…

ବିବାହର ୧୫ ବର୍ଷ ପରେ ପତ୍ନୀଙ୍କୁ ଛାଡପତ୍ର ଦେବେ ଅଭିନେତା ଅମୀର ଖାନ

ନୂଆଦିଲ୍ଲୀ: ବିବାହର ୧୫ ବର୍ଷ ପରେ ଛାଡପତ୍ର ନେବେ ବଲିଉଡ୍‌ ଅଭିନେତା ଅମୀର ଖାନ ଏବଂ ପତ୍ନୀ କିରଣ ରାଓ। ଏ ନେଇ ଅମୀର ଖାନ ଏବଂ କିରଣ ରାଓ ଆଜି ଏକ ମିଳିତ ବିବୃତ୍ତି ପ୍ରଦାନ କରିଛନ୍ତି। ବିବୃତ୍ତି ଅନୁଯାୟୀ, “ଏହି ୧୫ ଧରି ସମ୍ପର୍କ ମଧ୍ୟରେ ଆମେ ଆମ ଜୀବନରେ ସୁନ୍ଦର ଅନୁଭୂତି, ଆନନ୍ଦ…

କୁଳାଙ୍ଗାର ଉବାଚ : ତେଲ ଦରବୃଦ୍ଧି ଗେଲ

ଦେଶବାସୀ ସାଧାରଣତଃ ଦୁଇଭାଗରେ ବିଭକ୍ତ; ଦଳେ ହେଲେ ବିରୋଧି ଦଳେ ଶାସକର ଅନୁରକ୍ତ! ତୈଳଦର ବୃଦ୍ଧିରେ ଶାସକ ସମର୍ଥକ ଖୁସି; ପ୍ରତିରକ୍ଷା ଓ ଚିକିତ୍ସାରେ ଲାଭାର୍ଥ ଯାଏ ମିଶି! ଏମନ୍ତ ଘଟଣାରେ ଖୁସି ବି ହୁଅନ୍ତି ବିରୋଧୀଏ; ଶାସକର ଲୋକପ୍ରିୟତା ଏଥିପାଇଁ ହ୍ରାସ ପାଇଥାଏ!…

ପୁରୀରେ ଛାତ ଉପରୁ ରଥଯାତ୍ରା ଦେଖିବା ମନା, ପୂର୍ବ ନିଷ୍ପତ୍ତି ବଦଳାଇଲା ଜିଲ୍ଲା ପ୍ରଶାସନ

ପୁରୀ: ଆଉ ଦିନ କେଇଟା ପରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କରୋନା ଯୋଗୁ ଏବର୍ଷ ବି ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ଘୋଷଯାତ୍ରା । ବଡ଼ଦାଣ୍ଡରେ ଜାରି ହେବ ୧୪୪ ଧାରା । ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ଘର ଛାତ ଉପରେ ବି ୧୪୪ ଧାରା ହେବ । ଘରର ପରିବାର ଲୋକ ଛାତ ଉପରୁ ରଥଯାତ୍ରା…

ବିଟା ଅପେକ୍ଷା ଡେଲ୍‌ଟା ଭାରିଆଣ୍ଟ ବିରୁଦ୍ଧରେ ଅଧିକ ପ୍ରଭାବଶାଳୀ ଫାଇଜର ଏବଂ ଜନସନ ଆଣ୍ଡ୍‌ ଜନସନ

ନୂଆଦିଲ୍ଲୀ: ବିଶେଷଜ୍ଞମାନେ କହିଛନ୍ତି ଯେ ଆମେରିକାର ଫାର୍ମା ମେଜର୍ ଫାଇଜର ଏବଂ ଜନସନ ଆଣ୍ଡ ଜନସନ ଦ୍ବାରା ବିକଶିତ କରୋନା ଟିକା ବିଟା ଷ୍ଟ୍ରେନ୍ ଅପେକ୍ଷା ଡେଲଟା ଭାରିଆଣ୍ଟ ବିରୁଦ୍ଧରେ ଅଧିକ ପ୍ରଭାବଶାଳୀ। ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ବିଟା ଭାରିଆଣ୍ଟ ଚଳିତ ବର୍ଷ…

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଭଳି ମମତାଙ୍କୁ ମୁଖ୍ୟମନ୍ତ୍ରୀ ଚୌକି ଛାଡ଼ିବାକୁ ପଡ଼ିବ କି?

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ୧୧୫ ଦିନର ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ୱତ । ଅଚାନକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସାମ୍ବିଧାନିକ ସଙ୍କଟ ଯୋଗୁ ପଦ ଛାଡ଼ିଛନ୍ତି । କାରଣ ସମ୍ବିଧାନର ଧାରା ୧୬୪(୪) ଅନୁଯାୟୀ ବିଧାନସଭା କିମ୍ବା ବିଧାନପରିଷଦ ସଦସ୍ୟ ନଥାଇ ବି ଜଣେ ଛଅ ମାସ ମନ୍ତ୍ରୀ…

ଖୁବ୍‌ ଶୀଘ୍ର ଛୋଟ ପରଦାରେ ନଜର ଆସିବେ ରଣବୀର

ମୁମ୍ବାଇ: ଖୁବ୍‌ ଶୀଘ୍ର ଛୋଟ ପରଦାରେ ନଜର ଆସିବେ ଅଭିନେତା ରଣବୀର ସିଂ। କଲଭର୍ସ ଟିଭିର ଏକ କୁଇଜ୍ ସୋ 'ବିଗ୍ ପିକ୍ଚର୍'ରେ ହୋଷ୍ଟ କରିବେ ରଣବୀର। ତେବେ ଏହା ରଣବୀରଙ୍କ ପ୍ରଥମ ଟେଲିଭିଜନ ଡେବ୍ୟୁ ହେବ। ଏହି ଶୋ ’ବାନିଜୟ ଏସିଆ ଏବଂ ଆଇଟିଭି ଷ୍ଟୁଡିଓ ଗ୍ଲୋବାଲ୍ ଏଣ୍ଟରଟେନମେଣ୍ଟ ବି.ଭି.…