କ୍ରିକେଟର ୩ ଫର୍ମାଟର ଦଶନ୍ଧିର ଶ୍ରେଷ୍ଠ ଟିମ୍ ଚୟନ କଲା ଆଇସିସି: ଦିନିକିଆ, ଟି୨୦ରେ ଧୋନୀ ଟେଷ୍ଟରେ କୋହଲି ଅଧିନାୟକ
ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ରବିବାର ୩ ଫର୍ମାଟର ଦଶନ୍ଧିର ଶ୍ରେଷ୍ଠ ଟିମ୍ ଚୟନ କରିଛି । ମହେନ୍ଦ୍ର ସିଂ ଧୋନୀଙ୍କୁ ଦିନିକିଆ ଏବଂ ଟି୨୦ ଅଧିନାୟକ ଭାବେ ମନୋନୀତ କରାଯାଇଥିବା ବେଳେ ବିରାଟ କୋହଲିଙ୍କୁ ଟେଷ୍ଟ ଦାୟିତ୍ୱ ମିଳିଛି ।
ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ ଟିମ୍: ଆଲିଷ୍ଟର…