Latest Odisha News

BREAKING NEWS

ତିନି ଦିନଆ ପୁରୀ ଗସ୍ତରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ପୁରୀ: ତିନି ଦିନିଆ ଗସ୍ତରେ ଆଜି ପୁରୀରେ ପହଞ୍ଚିଛି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ରାଜଭବନର ନବୀକରଣ ଭବନକୁ ସେ ଉଦଘାଟନ କରିଛନ୍ତି । ଫନି ବାତ୍ୟାରେ ରାଜଭବନ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ରାଜଭଵନ ପରିସରରେ ଥିବା ଶୀଲା ଉପବନରେ ବୃକ୍ଷରୋପଣ କରି ବନୀକରଣର ଶୁଭାରମ୍ଭ କରିଛନ୍ତି…

ରାଜ୍ୟରେ ୧୫ଟି ଫାଷ୍ଟ ଟ୍ରାକ୍ ଓ ୨ଟି ସିଭିଲ୍ କୋର୍ଟ ଉଦଘାଟିତ

କଟକ: ରାଜ୍ୟରେ ଉଦଘାଟିତ ହେଇଛି ୧୫ଟି ଫାଷ୍ଟ ଟ୍ରାକ କୋର୍ଟ । ଭର୍ଚୁଆଲ୍ ମୋଡରେ ଏସବୁ ଉଦଘାଟନ କରିଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍. ମୁରଲୀଧର । ଦୁଷ୍କର୍ମ ଓ ପକ୍ସୋ ମାମଲାଗୁଡ଼ିକର ଶୁଣାଣି ପାଇଁ ଏହି ସମସ୍ତ କୋର୍ଟ ଉଦ୍ଧିଷ୍ଟ । କଟକ, ବାଲେଶ୍ଵର, ଭଦ୍ରକ, ବଲାଙ୍ଗିର,…

ରାଜ୍ୟର ୨୦ ଜିଲ୍ଲାରେ ବସ୍ ଚଳାଚଳ ନେଇ କଣ କହିଲେ ପରିବହନ ମନ୍ତ୍ରୀ ?

ଭୁବନେଶ୍ୱର: ରାଜ୍ୟରେ ପାଖାପାଖି ଦୁଇ ମାସ ପରେ ବସ୍ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି ସରକାର । କିନ୍ତୁ କେବଳ କାଟାଗୋରୀ-ଇରେ ଥିବା ୨୦ ଜିଲ୍ଲାରେ ବସ୍ ଗଡ଼ିବ । ପରିବହନ ମନ୍ତ୍ରୀ କହିଛନ୍ତି , ବସ୍ ଚଳାଚଳ ନେଇ ଆଜି ଆସିବ ଗାଇଡଲାଇନ୍ । ପରିବହନ ବିଭାଗ ପକ୍ଷରୁ ଆରଟିଓ ଏବଂ ବସ୍ ମାଲିକ…

କୋଭାଶିଲ୍ଡକୁ ୭ ୟୁରୋପିଆନ୍ ଦେଶ ଦେଲେ ଗ୍ରୀନପାସ୍‌

ନୂଆଦିଲ୍ଲୀ: ଭାରତୀୟ ଟୀକାକୁ ୟୁରୋପିଆନ ୟୁନିୟନ ଅନୁମତି ଦେଉ ନ ଥିବାରୁ ସରକାର ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହାର ପ୍ରଭାବ ପଡିବା ଆରମ୍ଭ ହୋଇଛି । ଗୁରୁବାର ୟୁରୋପିଆନ ୟୁନିୟନର ୭ଟି ଦେଶ ଭାରତର କୋଭାଶିଲ୍ଡ ଟୀକା ନେଇଥିବା ବ୍ୟକ୍ତିଙ୍କୁ ଗ୍ରୀନ ପାସ ଦେବେ ବୋଲି ନିଷ୍ପତି…

ଚାଷୀ ମାରଣ ନୀତି ବିରୋଧରେ ସୋନପୁରରେ କଂଗ୍ରେସର ବିକ୍ଷୋଭ

ସୋନପୁର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ମାରଣ ନୀତିକୁ ବିରୋଧ କରି ସୁବର୍ଣ୍ଣପୁର ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ୫ ଦଫା ଦାବିରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।…

ଆଜିଠୁ ଏଲପିଜି ସିଲିଣ୍ଡର ପିଛା ୨୫ ଟଙ୍କା ମହଙ୍ଗା

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦାମରେ ଲଗାମ ଲାଗୁନି । ଆଜି ବଢ଼ିଛି ଏଲପିଜି ଦାମ୍ । ବିନା ସବସିଡିଯୁକ୍ତ ସିଲିଣ୍ଡର ପିଛା ଦାମ ୨୫ ଟଙ୍କା ମହଙ୍ଗା ହୋଇଛି । ଦେଶର ରାଜଧାନୀ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ପ୍ରତି ଦାମ ୮୩୪ ଟଙ୍କା ହୋଇଛି । ପୂର୍ବରୁ ଦାମ୍ ୮୦୯ ଟଙ୍କା ଥିଲା । ଏପ୍ରିଲ ମାସରେ…

ସ୍ଫୁଟନିକ୍ ଲାଇଟର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ଡକ୍ଟର ରେଡ୍ଡୀଜକୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ: ଦେଶରେ କାବୁ ପାଇଛି କରୋନାର ସେକେଣ୍ଡ ଓ୍ୱେଭ୍ । ସମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ଟିକାକରଣ ଅଭିଯାନକୁ ଜୋରଜାର କରିଛନ୍ତି ସରକାର । ଦେଶବ୍ୟାପୀ ମାଗଣା ଟିକାକରଣ ଚାଲିଛି । ଏଭଳି ସ୍ଥିତିରେ ରୁଷ୍ ଟିକା ସ୍ଫୁଟନିକ୍ ଲାଇଟର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ହାଇଦ୍ରାବାଦ ସ୍ଥିତ…

ନକଲି ବିଦେଶୀ ମଦ କାରଖାନା ସିଲ୍, ବିପୁଳ ମଦ ଜବତ

ବାରିପଦା:  ନକଲି ବିଦେଶୀ ମଦ ପ୍ରସ୍ତୁତି ଚାଲିଥିବା ବେଳେ ମୟୂରଭଞ୍ଜ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ସ୍ଥାନୀୟ ଉଠାଣିନୂଆଗାଁର ବିକର୍ତ୍ତନ ନାୟକଙ୍କ ଘରେ ଅବକାରୀ ନିରୀକ୍ଷକ ଅଭିରାମ ବେହେରାଙ୍କ ନେତୃତ୍ଵରେ ଏକ ଟିମ୍ ଚଢ଼ଉ କରିଥିଲା।  ଅବକାରୀ ଟିମ୍ ୧୨୦ ବୋତଲ ନକଲି ବିଦେଶୀ ମଦ ସହ…

ଜୁଲାଇରେ ୧୫ ଦିନ ବ୍ୟାଙ୍କ ବନ୍ଦ

ମୁମ୍ବାଇ: ଜୁଲାଇ ମାସରେ ବିଭିନ୍ନ ସରକାରୀ ଓ ବେସରକାରୀ ବ୍ୟାଙ୍କ ୧୫ ଦିନ ବନ୍ଦ ରହିବ। ରିଜର୍ଭ ବ୍ୟାଙ୍କ ଦ୍ଵାରା ଜାରି ଛୁଟି ତାଲିକାରେ ବିଭିନ୍ନ ଧାର୍ମିକ ଉତ୍ସବ ପାଇଁ ୯ଟି ଛୁଟି ଦିନ ରହିଛି। ଅବଶ୍ୟ ଏଗୁଡ଼ିକ ଭିନ୍ନ ଭିନ୍ନ ରାଜ୍ୟ ପାଇଁ ରହିଛି। କିନ୍ତୁ ସମୁଦାୟ ଛୁଟିକୁ ହିସାବ କଲେ ୧୫…

ଭାରତୀୟ ବଂଶୋଦ୍ଭବ ଅଭିମନ୍ୟୁ ହେଲେ ବିଶ୍ୱର ସର୍ବ କନିଷ୍ଠ ଗ୍ରାଣ୍ଡମାଷ୍ଟର

ବୁଡାପେଷ୍ଟ: ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଅଭିମନ୍ୟୁ ମିଶ୍ରା ବିଶ୍ୱର ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର ହେବାର ଗୌରବ ଅର୍ଜନ କରିଛନ୍ତି । ୧୨ ବର୍ଷ ୪ମାସ ଓ ୨୫ ଦିନରେ ସେ ଏହି ସଫଳତା ହାସଲ କରିଛନ୍ତି । ଅଭିମନ୍ୟୁ ବୁଧବାର ବୁଡାପେଷ୍ଟରେ ଭାରତର ଗ୍ରାଣ୍ଡମାଷ୍ଟର ଲିୟୋନଙ୍କୁ ପରାସ୍ତ…