ଆଜିଠାରୁ ସବରିମାଲା ତୀର୍ଥଯାତ୍ରୀଙ୍କ ପାଇଁ ଆର୍ଟି-ପିସିଆର୍ ପରୀକ୍ଷା ବାଧ୍ୟତାମୂଳକ
ନୂଆଦିଲ୍ଲୀ: ସବରିମାଲା ମନ୍ଦିରରେ ଭଗବାନ ଆୟାପ୍ପାଙ୍କ ପରିଦର୍ଶନ କରିବାକୁ ଯାଉଥିବା ଭକ୍ତମାନଙ୍କୁ ଏଣିକି ଆରଟି- ପିସିଆର୍ ପରୀକ୍ଷା ଦେବା ବାଧ୍ୟତାମୂଳକ। ପରୀକ୍ଷା ପରେ ଶ୍ରଦ୍ଧାଳୁଙ୍କ କୋଭିଡ-୧୯ ରିପୋର୍ଟ ନେଗେଟିଭ୍ ଆସିବା ପରେ ହିଁ ସେମାନେ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ। ଏ…