Latest Odisha News

BREAKING NEWS

ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦଙ୍କୁ ପୁଣି ୧୫ ବର୍ଷ କାରାଦଣ୍ଡ

ଲାହୋର: ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ମୁଖ୍ୟ ହାଫିଜ ସଇଦଙ୍କୁ ଆତଙ୍କବାଦ ବିରୋଧୀ କୋର୍ଟ ଅନ୍ୟ ଏକ ମାମଲାରେ ୧୫ ବର୍ଷ ଦଣ୍ଡିତ କରିଛନ୍ତି। କୋର୍ଟ ତାଙ୍କୁ ଦୁଇ ଲକ୍ଷ ଟଙ୍କା ମଧ୍ୟ ଜରିମାନା କରିଛନ୍ତି। ଲାହୋରର ଆତଙ୍କବାଦ ବିରୋଧୀ କୋର୍ଟ ଜମାତ-ଉଦ-ଦାୱା ମୁଖ୍ୟ ହାଫିଜଙ୍କ ସମେତ ୫ ଜଣ…

ଖ୍ରୀଷ୍ଟମାସକୁ ନେଇ ଚର୍ଚ୍ଚାରେ ସଲମାନଙ୍କ ନିଆରା ସନ୍ଦେଶ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ । ଖ୍ରୀଷ୍ଟମାସ ଅବସରରେ ବେଶ ନିଆରା ଅନ୍ଦାଜରେ ସେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଠି ସଲିବ୍ରିଟିମାନେ ନିଜ ସେଲିବ୍ରେସନର ଭିଡିଓ ସେୟାର କରିଛନ୍ତି, ସେଠି ସଲମାନ କିନ୍ତୁ ସବୁ ଧର୍ମକୁ ନେଇ ଏକ ପ୍ରେମଭରା ସନ୍ଦେଶ ଦେଇଛନ୍ତି । ଭିଡିଓରେ…

ସରକାର ପ୍ରତ୍ୟେକ ପଦକ୍ଷେପରେ ଚାଷୀଙ୍କ ସହ ଛିଡା ହୋଇଛନ୍ତି; ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ (ପିଏମ କିସାନ ସମାନ ନିଧି) ଅଧୀନରେ ଆର୍ଥିକ ଲାଭର କିସ୍ତି ମୁକ୍ତ କରିଛନ୍ତି। ସେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନଅ କୋଟିରୁ ଅଧିକ କୃଷକ ହିତାଧିକାରୀଙ୍କ ଆକାଉଣ୍ଟକୁ ୧୮,୦୦୦ କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି। ଏହା ପରେ ବିରୋଧୀଙ୍କୁ ଟାର୍ଗେଟ କରି…

ସୁରେଶ ମହାପାତ୍ର ନୂଆ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅଫିସର ସୁରେଶ ମହାପାତ୍ର ହେବେ ନୂଆ ମୁଖ୍ୟ ଶାସନ ସଚିବ। ତାଙ୍କ ନାଁରେ ଆଜି ବିଦ୍ଧିବଦ୍ଧ ମୋହର ଲାଗିଛି । ଆସନ୍ତା  ୩୧ ତାରିଖରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଅବସର ନେବେ। ତେଣୁ ତାଙ୍କ ସ୍ଥାନରେ ସୁରେଶ ମହାପାତ୍ରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ।…

୨୦୨୦ ବର୍ଷ: ବଲିଉଡ୍‌ରେ ବି ବ୍ୟାପିଥିଲା କରୋନା ଆତଙ୍କ; ଏହି ସେଲିବ୍ରିଟିମାନେ ହୋଇଥିଲେ କରୋନାର ଶିକାର

ନୂଆଦିଲ୍ଲୀ: କରୋନା ମହାମାରୀ ହେତୁ ଆଗାମୀ ଦିନରେ ଏହା ନିଶ୍ଚିତ ଭାବେ ସ୍ମରଣୀୟ ହୋଇ ରହିବ। ଏହା ଦ୍ୱାରା ଲୋକଙ୍କ ଜୀବନଶୈଳୀ ବହୁଳ ଭାବରେ ପ୍ରଭାବିତ ହୋଇଛି। ଏହା ଲୋକଙ୍କ ଜୀବନଶୈଳୀକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି। କୋଭିଡ୍‌-୧୯ ର ପ୍ରଭାବ ଏପର୍ଯ୍ୟନ୍ତ ହ୍ରାସ ହୋଇନାହିଁ। ଆବଶ୍ୟକ…

ଗଳ୍ପ: ବିଶ୍ୱାସର ଯାଦୁ

                                          ଶ୍ରୁତକୀର୍ତ୍ତି ତ୍ରିପାଠୀ ସବୁଆଡେ ବଡଦିନର ଗହଳ ଚହଳ l ଘରେ ଘରେ ସଜାସଜି, ସୁସ୍ୱାଦୁ ଖାଇବା ଓ ଉତ୍ସବର ମାହୋଲ l ଯୀଶୁଙ୍କ ଆଗମନ ଅପେକ୍ଷାରେ ସମସ୍ତେ l ଚର୍ଚ୍ଚ ସବୁ ସୁନ୍ଦର ଆଲୋକମାଳାରେ ସୁସଜ୍ଜିତ l ସହରବାସୀ ରାତି ଉଜାଗର ରହି…

ହସ୍ପିଟାଲରେ ଭର୍ତ୍ତି ହେଲେ ସୁପରଷ୍ଟାର ରଜନୀକାନ୍ତ

ହାଇଦ୍ରାବାଦ: ଫିଲ୍ମ ଅନ୍ନାଥେର ୮ ଜଣ କ୍ରିଉ ମେମ୍ବର କରୋନାରେ ସଂକ୍ରମିତ ହେବା ପରେ ହାଇଦ୍ରାବାଦ ଫେରିଥିଲେ ସୁପରଷ୍ଟାର ରଜନକାନ୍ତ । ହେଲେ ଆଜି ସକାଳୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରକ୍ତଚାପରେ ଅନିୟମିତତା ଯୋଗୁଁ ସେ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିବା…

କୋଭିଡ୍ ସଚେତନତା ରଥର ଶୁଭାରମ୍ଭ

ଭୁବନେଶ୍ୱର : ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ରାଜ୍ୟ ସଂସ୍କୃତି ବିଭାଗ କାର୍ଯ୍ୟାଳୟରୁ ପରିକ୍ରମା ଆରମ୍ଭ କରିଥିବା ଏହି ରଥ ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଗଂଜାମ, ଖୋର୍ଦ୍ଧା ଆଦି ଜିଲ୍ଲା…

ପନିପରିବା ଚାଷ ଜରିଆରେ କେନ୍ଦୁଝରର ୮୬୦ରୁ ଅଧିକ ପରିବାରର ଆର୍ଥିକ ଅବସ୍ଥାରେ ଆସିଛି ସୁଧାର

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର କଟାମାଟି ଲୁହାପଥର ଖଣି ଆଖପାଖରେ ଥିବା ଗାଁଗୁଡିକର ଲୋକେ ମୁଖ୍ୟତଃ ପନିପରିବା ଚାଷ ଉପରେ ନିର୍ଭର କରନ୍ତି । ସାଧାରଣତଃ ପାରମ୍ପରିକ ପଦ୍ଧତିରେ ଚାଷ କରନ୍ତି । ତେବେ ଚାଷୀଙ୍କ ଉନ୍ନତ ମାନର ଫସଲ ଅମଳ ଓ ଆୟ ବଢ଼ାଇବ ଲକ୍ଷ୍ୟରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ଉଦ୍ୟମ…

ସାଣ୍ଟା ସହ ମଉଜ କରୁଛନ୍ତି ରେମୋ ଡି’ସୁଜା

ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ରେମୋ ଡି’ସୁଜା କିଛି ଦିନ ପୂର୍ବରୁ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ। ରେମୋ ହୃଦଘାତର ଶିକାର ପରେ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଯାହା ପରେ ରେମୋଙ୍କୁ ଅଧିକ ଚିକିତ୍ସା ପାଇଁ କିଛି ଦିନ ପାଇଁ ଭର୍ତ୍ତି…