Latest Odisha News

BREAKING NEWS

ରାଜ୍ୟର ୨୪ ଜିଲ୍ଲାରୁ ୩୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୩ ମୃତ

ଭୁବନେଶ୍ୱର: ରାଜ୍ୟରେ ଚାରି ଶହ ତଳେ ରହିଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୨୫ ନୂଆ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୮୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୩୮ ଜଣ । Covid-19 Report For 24th…

ଆସନ୍ତା ୨୯ ତାରିଖରୁ ଖୋଲିବ ମାଆ ବିରଜାଙ୍କ ମନ୍ଦିର

ଯାଜପୁର: ଆସନ୍ତା ୨୯ ତାରିଖରୁ ଖୋଲିବ ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ମନ୍ଦିର । ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏଁ ମାଆଙ୍କୁ ଦର୍ଶନ କରିପାରିବେ ଭକ୍ତ । ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଭକ୍ତଙ୍କ ଗହଳି ଏଡାଇବା ପାଇଁ ଜାନୁଆରୀ ୧,୨ ଓ ୩ ତାରିଖ ମନ୍ଦିର…

ବିମାନ ଉଡାଣ ବାତିଲ ଯୋଗୁ ଭଣ୍ଡୁର ହେଲା ଜ୍ୟାକଲିନ୍‌ଙ୍କ ଖ୍ରାଷ୍ଟମାସ ପ୍ଲାନ୍‌

ନୂଆଦିଲ୍ଲୀ: ଏହି ଖ୍ରୀଷ୍ଟମାସ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ପାଇଁ ବହୁତ ବ୍ୟସ୍ତ ହେବାକୁ ଯାଉଛି। ଜ୍ୟାକଲିନ୍ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଭୁତ୍‌ ପୋଲିସ୍' ଏବଂ 'ସର୍କସ୍' ପାଇଁ ବ୍ୟାକ୍ ଟୁ ବ୍ୟାକ୍ ସୁଟିଂ କରୁଛନ୍ତି। ପ୍ରତିବର୍ଷ ଜ୍ୟାକଲିନ୍ ଏହି ଅବସରରେ…

ମିଶନ ରକ୍ତଦାନ: ଏକ ନିଆରା ଢଙ୍ଗରେ ଜନ୍ମ ଦିନ ଓ ବିବାହ ବାର୍ଷିକୀ ପାଳନ

ରକ୍ତଦାନ ମହତ୍ ଦାନ ଶିର୍ଷକଟି ସମସ୍ତେ ଜାଣନ୍ତି ଏବଂ ଏହାର ଆବଶ୍ୟକତା ସେହି ବ୍ୟକ୍ତି ନିଶ୍ଚିତ ଭାବରେ ହୃଦବୋଧ କରିଥିବେ ଯିଏ ନିଜେ କେବେ ଆତ୍ମୀୟ ପାଇଁ ବୁନ୍ଦାଏ ରକ୍ତ ପାଇଁ ଆକୁଳ ନିବେଦନ କରିଥିବେ । ରକ୍ତ ର ବିକଳ୍ପ ନାହିଁ ! ଜଣେ ମଣିଷର ଜୀବନ ବଞ୍ଚାଇବାକୁ ହେଲେ ଆଉ ଜଣଙ୍କର ରକ୍ତ…

ରାଜ୍ୟରେ ଟିକେ କମିଛି ଶୀତ: ୧୦ ଡିଗ୍ରୀ ତଳେ ୭ଟି ସହରର ପାରଦ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରି । ତେବେ ଗତକାଲି ଅପେକ୍ଷା ଆଜି ଶୀତ ସାମନ୍ୟ କମିଛି । ଆଜି ୭ଟି ସହରରେ ପାରଦ ୧୦ ଡିଗ୍ରୀ ସେଲସିୟସ୍ ଭିତରେ ରହଛି । ସବୁଠୁ ଥଣ୍ଡା ସହର ପାଲଟିଛି ଫୁଲବାଣୀ । ସେଠାରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।…

କବିତା :ମନ ମନ୍ଦିର

ବିନୋଦିନୀ ଦାଶ  ମନ ମୋ ମନ୍ଦିର ହୃଦ ସିଂହାସନ ତୁମେ ସେଠି ନିତ୍ୟ ବାସ, ଭାବର ଚନ୍ଦନ ବୋଳି ଭଗବାନ ହୁଏ ମୁଁ ନିତି ହରଷ । ନୟନ ବାରିରେ ପଦ ଧୌତ କରି ସଜାଇ ଭକ୍ତି ପୁଷ୍ପରେ, ପୁଲକିତ ହୃଦେ ସୁଖଦୁଃଖ ମାଳା ଗଳାଏ ତୁମ ଗଳାରେ । ଅତି ଶୋଭାବନ ଦିଶ ମୋ ନୟନେ ମନ୍ଦିର ମୋ ଯାଏ…

ମେଡିସିନ୍ ଦୋକାନ ସର୍ଟର ତାଡି ଚୋରି ଅଭିଯୋଗ

ବାଲିପାଟଣା: ମେଡିସିନ ଦୋକାନରୁ ଲୁଟ୍ ଅଭିଯୋଗ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ନରଦା ବଜାରରେ ଥିବା ସାଇଶ୍ରୀ ମେଡିସିନ୍ ଦୋକାନ ସର୍ଟର ତାଡି ଦୁର୍ବୃତ୍ତ ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଏହି ଲୁଟପାଟ କରିଛନ୍ତି । ଲୁଟେରା…

ଜଲନ୍ଦର୍‌ରେ ରହିଛି ଏସିଆର ସର୍ବବୃହତ ପୁସ୍ତକ ବଜାର

ନୂଆଦିଲ୍ଲୀ: ଜଲନ୍ଦର ସହରର ମାଇ ହିରାନ୍ ଗେଟ୍ ବଜାର ଏକ ବିଶ୍ୱବ୍ୟାପୀ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହାର କାରଣ ହେଉଛି ଏଠାରେ ବହୁ ସଂଖ୍ୟକ ପୁସ୍ତକ ଦୋକାନ। କୁହାଯାଏ ଯେ ଯେଉଁ ପୁସ୍ତକ କୌଣସି ସ୍ଥାନରେ ମିଳି ନଥାଏ, ତାହା ମାଇ ହିରାନ୍ ଗେଟ୍‌ରେ ମିଳିଥାଏ। ଚାରି ଶହ ଦୋକାନ ସହିତ ଏହି…

ଯଶସ୍ୱୀ ଫିଲ୍ମସର ପ୍ରଥମ ଅବଦାନ ‘ନବ ମାସ’ର ମହୁରତ

ଭୁବନେଶ୍ବର : ଯଶସ୍ୱୀ ଫିଲ୍ମସର ପ୍ରଥମ ଅବଦାନ ‘ନବମାସ’ର ମହୁରତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୌଳିକ କାହାଣୀକୁ ନେଇ ନିର୍ମିତ ଏହି ଦ୍ୱି-ଭାଷୀ ଚଳଚ୍ଚିତ୍ରର ନାୟକ ଭୂମିକାରେ ଉଦୟନ ଅପରାଜିତ(ୟୁଡି) ଅଭିନୟ କରୁଛନ୍ତି । ଉଭୟ ଓଡିଆ ଏବଂ କନ୍ନଡ ଚଳଚ୍ଚିତ୍ରରେ ଅଭିନୟ କରି ସଫଳତା ହାସଲ କରିବା…

ଖ୍ରୀଷ୍ଟମାସ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛାର ବାର୍ତ୍ତା ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ଖ୍ରୀଷ୍ଟମାସ ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କୋବିନ୍ଦ ଆଶା କରିଛନ୍ତି ଯେ ଏହି ପର୍ବ ସମାଜରେ ସମନ୍ୱୟ ରକ୍ଷା କରିବାରେ ସହାୟକ ହେବ। ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି…