Latest Odisha News

BREAKING NEWS

ବାଇକ୍ ଧକ୍କାରେ ଶିଶୁର ମୃତ୍ୟୁ

ବଲାଙ୍ଗୀର:ବାଇକ୍ ଧକ୍କାରେ ଶିଶୁର ଜୀବନ ଗଲା । ବଲାଙ୍ଗୀର ବଙ୍ଗୋମୁଣ୍ଡା ଥାନା ବରୋବାହାଲ ଛକ ନିକଟରେ ବାଇକ ଧକ୍କା ହେବା ଯୋଗୁଁ ୪ ବର୍ଷର ଶିଶୁର ମୃତ୍ୟୁହୋଇଯାଇଛି । ମୃତ ଶିଶୁ ଜଣକ ବରୋବାହଲ ଗାଁ ମଗସିର ପୁଟେଲଙ୍କ ପୁଅ ବିବେକ ପୁଟେଲ। ମୃତ ଶିଶୁର ପରିବାର ଓ ଗାଁ ଲୋକେ କ୍ଷତି ପୁରଣ ଦାବିରେ…

ଫୁଲ ଡିମାଣ୍ଡରେ କାର୍ତିକ, ବାସୁ ଭଗନାନୀଙ୍କ ୩ ଫିଲ୍ମରେ ଅଭିନୟ କରିବେ !

ମୁମ୍ବାଇ: ବଲିଉଡର ଉଦୀୟମାନ ଅଭିନେତା କାର୍ତିକ ଆର୍ଯ୍ୟନ ଏବେ ଫୁଲ ଡିମାଣ୍ଡରେ ଅଛନ୍ତି । ପ୍ୟାର କା ପଂଚନାମାର ଏହି ଅଭିନେତାଙ୍କୁ  ପ୍ରଡ୍ୟୁସର ବାସୁ ଭଗନାନୀ ଏକତ୍ର ୩ଟି ଫିଲ୍ମ ଅଫର କରିଛନ୍ତି । ତେବେ କାର୍ତିକ ଏହି ଫିଲ୍ମ ସାଇନ କରିଛନ୍ତି କିମ୍ବା ନାହିଁ ତାହା ସ୍ପଷ୍ଟ ହୋଇନି । ପ୍ୟାର…

ଓଡିଶା ସୀମାରେ ପଶ୍ଚିମବଙ୍ଗର ବେଆଇନ ପାଚେରୀ ନିର୍ମାଣ

ବାଲେଶ୍ୱର: ଦିନକୁ ଦିନ ଓଡିଶାରେ ଦାଦାଗିରି ଦେଖାଇବାରେ ଲାଗିଛନ୍ତି ପଡୋଶୀ ରାଜ୍ୟ । ପ୍ରଥମେ ଆନ୍ଧ୍ର ଓ ଏବେ ଓଡିଶାର ଉଦୟପୁରରେ ପଶ୍ଚିମବଙ୍ଗ ଧସେଇ ପଶିଛି । ବିନା ଆଲୋଚନା ଓ ଅନୁମତିରେ ଉଦୟପୁରରେ ପଶ୍ଚିମବଙ୍ଗ ପ୍ରଶାସନ ପାଚେରୀ ନିର୍ମାଣ ନେଇ ଉତ୍ତେଜନା ଦେଖାଦେଇଛି । ପୂର୍ବରୁ ସୀମା…

ଭୋକ ମେଣ୍ଟାଇବା ଲାଗି ଧନୀ ଛୁଆଙ୍କୁ କରାଯାଉଛି ଅପହରଣ

ନୂଆଦିଲ୍ଲୀ: ଉତ୍ତର କୋରିଆ ଏହାର ଏକଛତ୍ରବାଦୀ ଶାସନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଉତ୍ତରକୋରିଆର ରାଷ୍ଟ୍ରପତି କିମ ଜୋଙ୍ଗ ଉନ ଏଥିପାଇଁ ଅନେକ ସମୟରେ ବିବାଦ ଘେରରେ ରହିଥାନ୍ତି। ଆଜିକାଲି ମୁଦ୍ରାସ୍ଫୀତି ଚରମ ସୀମାରେ ଅଛି ଏବଂ ଆର୍ଥିକ ସ୍ଥିତି କ୍ରମାଗତ ଭାବରେ ଖରାପ ହେଉଛି। କରୋନା…

କ୍ଷତି ପୂରଣ ଦାବିରେ ମୃତ ଦେହ ରଖି ଧାରଣା

ପାରାଦୀପ: କ୍ଷତି ପୂରଣ ଦାବିରେ ଧାରଣା । ପାରାଦୀପ ତୈଳ ବିଶୋଧନାଗାରରେ କାର୍ଯ୍ୟରତ ଶ୍ରମିକର ମୃତ୍ୟୁ । କ୍ଷତି ପୁରଣ ଦାବିରେ ପରିବାର ଓ ସାଥୀ ଶ୍ରମିକ ସଂଘ ବିଶୋଧାନାଗାର ଫାଟକ ସମ୍ମୁଖରେ ମୃତ ଦେହ ରଖି ଧାରଣା ଦେଇଛନ୍ତି । ମୃତକଙ୍କ ପରିବାରକୁ ନଗଦ ୨୦ ଲକ୍ଷ ଟଙ୍କା ଓ ପରିବାରର ଜଣେ…

ଚଳିତ ବର୍ଷ ୧୧୦% ବୃଦ୍ଧି ପାଇଛି ଡେଙ୍ଗୁ, ମ୍ୟାଲେରିଆ

ନୂଆଦିଲ୍ଲୀ: କୋଭିଡ-୧୯ ମୁକାବିଲା ସହିତ ଗୁଜୁରାଟର କିଛି ଅଂଶରେ ବର୍ତ୍ତମାନ ଡେଙ୍ଗୁ, ଚିକୁନ୍‌ଗୁନିଆ ଏବଂ ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ହେଉଥିବା ମାମଲା ସାମ୍‌ନାକୁ ଆସିଛି। ସର୍ବଶେଷ ତଥ୍ୟ ଅନୁଯାୟୀ, ଜାନୁଆରୀ ୨୦ ରୁ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ରାଜ୍ୟରେ ଡେଙ୍ଗୁ, ଚିକୁନ୍‌ଗୁନିଆ ଏବଂ…

କ୍ୟାମେରାମ୍ୟାନକୁ ବଂଚାଇବା ଯାଇ ପ୍ରାଣ ହାରିଲେ ରୁଷ ମନ୍ତ୍ରୀ

ମସ୍କୋ: ଜଣେ କ୍ୟାମେରା ମ୍ୟାନକୁ ବଂଚାଇବା ପାଇଁ ଯାଇ ରୁଷର ଏର୍ମଜେନ୍ସି ମିନିଷ୍ଟର ଜିନିଚେଭଙ୍କ ମୃତ୍ୟୁ ହୋଇଛି । ସୈନ୍ୟ ଅଭ୍ୟାସ ସମୟରେ କ୍ୟାମେରା ମ୍ୟାନ ପାଣିରେ ବୁଡି ଯାଉଥିବା ଦେଖି ଜିନିଚେଭ ତାଙ୍କୁ ବଂଚାଇବାକୁ ଚେଷ୍ଟା କରିଥିଲେ । ପାଖରେ ଅନେକ ଲୋକ ଥିଲେ ମଧ୍ୟ କେହି ଜାଣି ପାରି ନ…

ସୁନାପୁଅ ପ୍ରମୋଦଙ୍କୁ ମିଳିବ ୬ କୋଟି ଟଙ୍କା ,ଗ୍ରୁଫ୍ ଏ ସରକାରୀ ଚାକିରୀ

ଭୁବନେଶ୍ୱର : ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ମିଳିବ ୬ କୋଟି ଟଙ୍କାର ପୁରଷ୍କାର ।ପୂର୍ବ ଘୋଷଣା ଅନୁସାରେ ୬ କୋଟି ଟଙ୍କା ଦେବେ ରାଜ୍ୟ ସରକାର । ତା ସହ ଗ୍ରୁପ ଏ ଲେବୁଲ ର ସରକାରୀ ଚାକିର ମିଧ୍ୟ ମିଳିବ। ସେ ଭୁବନେଶ୍ୱର ଆସିଲେ ମୁଖ୍ୟମନ୍ତ୍ରୀ ତାଙ୍କୁ ଏହି ପୁରଷ୍କାର…

ଗହମ ଏବଂ ସୋରିଷ ସମେତ ୬ଟି ରବି ଫସଲର ଏମଏସପିରେ ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଚଳିତ ଫସଲ ବର୍ଷ ପାଇଁ ଗହମ ଏବଂ ସୋରିଷ ସମେତ ୬ ଟି ରବି ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ବୃଦ୍ଧି କରିବାକୁ କେନ୍ଦ୍ର ସରକାର ବୁଧବାର ଘୋଷଣା କରିଛନ୍ତି। ଗହମର ଏମଏସପି କ୍ୱିଣ୍ଟାଲ ପିଛା ୪୦ ଟଙ୍କା ବୃଦ୍ଧି କରାଯାଇଛି। ବୃଦ୍ଧି ପରେ ଗହମ କ୍ୱିଣ୍ଟାଲ ପିଛା…

ଛୋଟ ପରଦାକୁ ଫେରୁଛନ୍ତି ରେଣୁକା

ମୁମ୍ବାଇ: "ହମ୍ ଆପକେ ହୈ କୌନ" ଭଳି ଫିଲ୍ମ ଓ "ସୁରଭି" ଭଳି ଟିଭି ସୋ' ଜରିଆରେ ଘରେଘରେ ପରିଚିତ ହୋଇଥିଲେ ଅଭିନେତ୍ରୀ ରେଣୁକା ସାହାଣୀ । ସମୟକ୍ରମେ ଅଭିନେତା ଆଶୁତୋଷ ରାଣାଙ୍କୁ ବିବାହ କରିବା ପରେ ସେ ରୂପେଲି ପରଦାରୁ ଦୂରେଇ ଯାଇଥିଲେ । ନିକଟରେ ଅଳ୍ପ ବହୁତ ବଲିଉଡ ଫିଲ୍ମରେ ତାଙ୍କୁ…