Latest Odisha News

BREAKING NEWS

ରାଜ୍ୟରେ ଦିନକରେ ୭୫ ହଜାର କୋଭିଡ୍ ଟେଷ୍ଟିଂ, ଚିହ୍ନଟ ହେଲେ ୩୩୭୧ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ଦିନେ କମୁଛି, ପୁଣି ଦିନେ ବଢୁଛି । ଗତକାଲି ୩ ହଜାରରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ସଂଖ୍ୟା ପୁଣି ଥରେ ୩ ହଜାର ପାର କରିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୩୭୧ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୨ହଜାର ୬୪୦…

ରାଜ୍ୟରେ ୪ ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: କାଲି କମିଥିଲା, ଆଜି ପୁଣି ବଢିଲା ମୃତ୍ୟୁସଂଖ୍ୟା । ରାଜ୍ୟରୁ କରୋନା ଆଉ ୪୮ ଆକ୍ରାନ୍ତଙ୍କ ଜୀବନ ନେଇଛି । ୧୮ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ଭିତରେ ଭୁବନେଶ୍ୱରରୁ…

ଆଜି କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ: ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ହୋଇପାରେ ମାନସମନ୍ଥନ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସୁଛି କେନ୍ଦ୍ର କ୍ୟାବିନେଟ୍ ବୈଠକ । ଦିଲ୍ଲୀ ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ପରିସରରେ ଏହି ବୈଠକ ବସିବ । ଏଠାରେ କରୋନା ମୁକାବିଲା, ଟିକାକରଣ ଆଦି ପ୍ରସଙ୍ଗରେ ଆଲୋଚନା ନେଇ ସୂଚନା…

ଟିକା ଅଭାବ: ଆଜି ରାଜ୍ୟର ୧୧ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ଟିକାର ଘୋର ଅଭାବ ଦେଖାଦେଇଛି । ଜୁନ୍ ମାସ ପାଇଁ ଆବଶ୍ୟକ କୋଭିସିଲ୍ଡ ଟିକା ନଥିବାରୁ ଆଜି ୧୧ ଜିଲ୍ଲାରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଟିକାକରଣ । ଅନୁଗୋଳ, ବଲାଙ୍ଗିର, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର, ଗଞ୍ଜାମ, ଝାରସୁଗୁଡ଼ା, ସୋନପୁର, କେନ୍ଦ୍ରାପଡ଼ା…

ବ୍ୟଙ୍ଗ : ବାପାଙ୍କୁ ଚିଠି

ବାବା ଆଜି ତୁମକୁ ମୋ' ରୁମରୁ ତୁମକୁ ଚିଠି ଲେଖୁଛି । ଚିଠି ଦେଖି ଆଶ୍ଚର୍ଯ୍ୟ ହେବନି । କଥା କଣ କି ପିତୃ ଦିବସ ପାଇଁ ଗୋଟେ ଖବରକାଗଜ ମୋତେ ଏଇ ଫର୍ମାଟ ଦେଇଛି । ମୁଁ ଜାଣେ , ତୁମେ ଜାଣ ଚିଠି ଲେଖିବାର ଅଭ୍ୟାସ ମୋର ନାହିଁ । ଅନ୍ୟ ଦୁଃଖୀ ଆତ୍ମା ଲେଖକଙ୍କ ଭଳି ପାଠକଙ୍କୁ ଛଳ ଛଳ କରି ଓଦା…

କବିତା : ଅଶୀବର୍ଷର ଗପ

ବୀରେନ୍ଦ୍ର ନାୟକ  ଜେଜେମାଆ ଭାଗ୍ଯ କଣ କହିଲୁ ? ସେ କହିଲା ବୋଉ ନିଇତି ନେସୁଥିବା ଗୋଟେ ଭଙ୍ଗା ଚୁଲି ! ମୁଣ୍ଡେଇଥାଏ ଗୋଟେ ପୃଥିବୀ କୁହୁଳୁଥାଏ କିଛି କଥା ଆଉ ନଥା ଭାଜି ହୁଏ ପୋଡିହୁଏ କିଛି ଭୂଲ୍ ଆଉ ଠିକ୍। ଏଇତକରେ ସରେନିରେ ଗୋଟେ ଭାଗ୍ଯ ଆଛା !! ଆଉ କଣ କହୁନୁ ତାହେଲେ ?…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୩୦-୬-୨୦୨୧ ବୁଧବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁନ ତା ୩୦ ରିଖ ବୁଧ ବାର ମିଥୁନ ୧୬ ଦିନ ଆଷାଢ଼ ମାସ କୃଷ୍ଣପକ୍ଷ ଷଷ୍ଠୀ ତିଥି ପୂର୍ବ ଭାଦ୍ର ନକ୍ଷତ୍ର କୁମ୍ଭ ଚନ୍ଦ୍ର ଆଜିର ଘାତ ବାର- କର୍କଟ ରାଶିର ଆଜିର ଘାତ ଚନ୍ଦ୍ର- ମିଥୁନ ରାଶି ପୁରୁଷ ଓ ମୀନ ରାଶିର…

କଳିଙ୍ଗ ମନ୍ଦିର ସ୍ଥାପତ୍ୟ ଓ ନିର୍ମାଣ ଶୈଳୀର ପରିବର୍ତ୍ତନର ପରିଚାୟକ ବୌଦ୍ଧର ଗନ୍ଧରାଡି ବା ଚାରିଶମ୍ଭୁ ମନ୍ଦିର ଯୁଗଳ

କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଆମ ଐତିହ୍ୟ କଳିଙ୍ଗ ସ୍ଥାପତ୍ୟ ଓ ମନ୍ଦିର ଶୈଳୀର ଅଭ୍ୟୁଦୟ ଷଷ୍ଠ ଶତାବ୍ଦୀରୁ ଆରମ୍ଭ ହୋଇ ପଞ୍ଚଦଶ ଶତାବ୍ଦୀ ଯାଏ ବିଭିନ୍ନ ମନ୍ଦିରର ନିର୍ମାଣରେ ପରିଲକ୍ଷିତ ହୋଇଛି । ସେହିଭଳି ଏକ ପରିବର୍ତ୍ତନ କାଳର ପରିଚାୟକ ହେଉଛି ବୌଦ୍ଧ ସହର ଠାରୁ ପ୍ରାୟ…

ତୁଳସୀକୁ ୧୨ଟି ଆମ୍ବର ମୂଲ୍ୟ ୧ଲକ୍ଷ ୨୦ ହଜାର

ଜାମସେଦପୁର : ୧୨ଟି ଆମ୍ବର ମୂଲ୍ୟ ୧ଲକ୍ଷ ୨୦ ହଜାର ଟଙ୍କା । ରାସ୍ତା କଡରେ ବସି ଆମ୍ବ ବିକ୍ରି କରୁଥିବା ୮ବର୍ଷର ଝିଅ ତୁଳସୀକୁ ମିଳିଛି ୧୨ଟି ଆମ୍ବର ଅ।କ।ଶଛୁଆଁ ମୂଲ୍ୟ । ଖାଲି ସେତିକିି ନୁହେଁ ଅର୍ଥ ସହିତ ଗୋଟିଏ ମୋବାଇଲ ଆଉ ୨ ବର୍ଷର ମାଗଣା ଇଣ୍ଟରନେଟ ବି ଦିଆଯାଇଛି । ସୋସିଆଲ ମିଡିଆ…

କରୋନାର ସମ୍ଭାବ୍ୟ ଲହର ପାଇଁ ରାଜ୍ୟରେ ସ୍ଥାୟୀ ସ୍ବାସ୍ଥ୍ୟଗତ ଢ଼ାଞ୍ଚା ପ୍ରସ୍ତୁତ କରିବାକୁ ପଡ଼ିବ : ଧର୍ମେନ୍ଦ୍ର…

ଭୁବନେଶ୍ବର : ମହାମାରୀ କରୋନାର ସମ୍ଭାବ୍ୟ ଲହର ପାଇଁ ଲୋକଙ୍କ ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ରାଜ୍ୟର ସ୍ବାସ୍ଥ୍ୟଗତ ଢ଼ାଞ୍ଚାକୁ ସ୍ଥାୟୀ ଭାବେ ପ୍ରସ୍ତୁତ କରିବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଦ୍ବାରା ଦେବଗଡ଼ରେ ୧୦୦ ବେଡ୍ ବିଶିଷ୍ଟ କୋଭିଡ ହସପିଟାଲ ଲୋକାର୍ପଣ…