ବକ୍ସିଂ ଡେ ଟେଷ୍ଟ:ଆଘାତପ୍ରାପ୍ତ ୱାର୍ଣ୍ଣର ଓହରିଲେ
ସିଡନୀ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ଭାରତ ବିପକ୍ଷ ବକ୍ସିଂ ଡେ ଟେଷ୍ଟରୁ ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ସେ ବାୟୋବବଲ ଛାଡିସାରିଥିବାରୁ ଏହି ମ୍ୟାଚରେ ଖେଳିବାର କୌଣସି ସମ୍ଭାବନା ଆଉ ନାହିଁ । ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ୮ ଉଇକେଟରେ ଭାରତକୁ ଶୋଚନୀୟ…