ଏହି ରାଜ୍ୟରେ ଜୁଲାଇ ୧୫ ଯାଏ ବଢିଲା ଲକ୍ଡାଉନ୍
କୋଲକାତା: କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ସୋମବାର ପଶ୍ଚିମବଙ୍ଗ ସରକାର କରୋନା ଲକ୍ଡାଉନ ଅବଧିକୁ ଜୁଲାଇ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ଏହା ସହିତ କଟକଣାରେ କିଛିଟା କୋହଳ ମଧ୍ୟ କରାଯାଇଛି। ୫୦ ପ୍ରତିଶତ କ୍ଷମତା ସହିତ ସାଲନ୍ ଏବଂ ପାର୍ଲର ଖୋଲିବାକୁ ଅନୁମତି…