Latest Odisha News

BREAKING NEWS

ଏଭେରେଷ୍ଟ ଚଢ଼ୁଥିବା ପର୍ବତାରୋହୀଙ୍କଠାରେ କରୋନା ବ୍ୟାପୁଛି, ଅର୍ଥ ଲୋଭରେ ନେପାଳ ଚୁପ

କାଠମାଣ୍ଡୁ: ଏଭେରେଷ୍ଟ ଚଢ଼ିବାକୁ ଆସିଥିବା ଅନେକ ପର୍ବତାରୋହୀ ଏବଂ ପର୍ଯ୍ୟଟକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲେ ମଧ୍ୟ ଅର୍ଥ ଲୋଭରେ ନେପାଳ ସରକାର ଏ ନେଇ ଚୁପ ରହୁଛି । କେତେକ ସୋସିଆଲ ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ୫୯ଜଣ ଏଥିରେ ସଂକ୍ରମିତ ହୋଇଛନ୍ତି । ଅପରପକ୍ଷରେ ନେପାଳ…

କୋଭିଶିଲ୍ଡ ଟିକା ନେଇଥିବା ଲୋକ ଯାଇପାରିବେନି ୟୁରୋପ!

ନୂଆଦିଲ୍ଲୀ: କୋଭିଶିଲ୍ଡ ଟିକା ନେଇଥିବା ଲୋକମାନେ ଯାଇପାରିବେନି ୟୁରୋପ। କୋଭିଶିଲ୍ଡ ଟିକା ଗ୍ରହଣକାରୀମାନେ ୟୁରୋପର ନୂତନ ‘ଟିକା ପାସପୋର୍ଟ’ କାର୍ଯ୍ୟକ୍ରମ ପାଇଁ ଯୋଗ୍ୟ ହୋଇପାରିବେ ନାହିଁ। ଏହା କିଛି କରୋନା ଟିକାକୁ ସ୍ୱୀକୃତି ଦେଇଥାଏ। ସମ୍ପ୍ରତି, ୟୁରୋପୀୟ ମେଡିସିନ୍ ଏଜେନ୍ସି…

ବିଶ୍ୱ ଟିକାକରଣ ତାଲିକାରେ ଶୀର୍ଷରେ ଭାରତ!

ନୂଆଦିଲ୍ଲୀ: କୋଭିଡ-୧୯ ବିପକ୍ଷରେ ବିଶ୍ୱ ଟିକାକରଣ ତାଲିକାରେ ଭାରତ ଶୀର୍ଷରେ ରହିଛି। ବିଶ୍ୱ ଟିକାକରଣ ତଥ୍ୟ ଅନୁଯାୟୀ ଭାରତରେ ଜୁନ୍ ୨୮ ସକାଳ ୮ ଟା ପର୍ଯ୍ୟନ୍ତ ୩୨.୩୬ କୋଟି ଲୋକ ଟିକାକରଣ କରିଛନ୍ତି। ଆମେରିକା ପରେ ଭାରତରେ ୩୨.୩୩ କୋଟି ଡୋଜ ଦିଆଯାଇଛି। ୧୩୫ କୋଟି ଲୋକଙ୍କ ସହ ଭାରତ…

ଟୋକିଓ ଅଲିମ୍ପିକ୍ସରେ ଖେଳିବେନି ସେରେନା

ୱାଶିଂଟନ: ଆମେରିକାର ଲୋକପ୍ରିୟ ଟେନିସ ଖେଳାଳି ସେରେନା ୱିଲିୟମ୍ସ ଅଗାମୀ ଟୋକିଓ ଅଲିମ୍ପିକ୍ସରେ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଏହା ସତ, ମୁଁ ଆମେରିକା ଟିମରେ ନାହିଁ ଏବଂ ଜାପାନ ଯାଉନାହିଁ, ୱମ୍ବେଲଡନର ଠିକ୍ ପୂର୍ବରୁ ୩୯ ବର୍ଷୀୟ ଏହି ଷ୍ଟାର…

ସୋସିଆଲ୍‌ ମିଡିଆରେ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ୱେଟ୍‌ ଲସ୍‌କୁ ନେଇ ଚର୍ଚ୍ଚା; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଉତ୍ତର କୋରିଆର ନେତା କିମ ଜୋଙ୍ଗ ଉନଙ୍କ ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖିଲା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେବା ଆରମ୍ଭ କରିଦେଇଛନ୍ତି। ଏହି ଭିଡିଓରୁ ଯାହା ଜଣାପଡ଼ୁଛି ଉତ୍ତର କୋରିଆ…

ୟୁରୋ କପରେ କମାଲ କଲା ବେଲଜିୟମ, ଚାମ୍ପିୟନ ପର୍ତୁଗାଲକୁ ହରାଇ କ୍ୱାର୍ଟରରେ

ନୂଆଦିଲ୍ଲୀ: ୟୁରୋକପ ଫୁଟବଲରେ ଆଜି ବଡ ଧରଣର ବିପର୍ଯ୍ୟୟ ସୃଷ୍ଟି କରିଛି ବେଲଜିୟମ । ପ୍ରି-କ୍ୱାର୍ଟର ମୁକାବିଲାରେ ବେଲଜିୟମ ଚାମ୍ପିୟନ ପର୍ତୁଗାଲକୁ ୧-୦ ଗୋଲରେ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । କ୍ୱାର୍ଟରରେ ବେଳଜିୟମ ଏବଂ ଇଟାଲୀ ମଧ୍ୟରେ ମୁକାବିଲା ହେବ । ପର୍ତୁଗାଲ ଅଧିନାୟକ…

ଦିଲ୍ଲୀ ଏମ୍ସର ଇମରଜେନ୍ସି ଓ୍ବାର୍ଡରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସ ହସ୍ପିଟାଲରେ ସୋମବାର ଦିନ ଅଗ୍ନିକାଣ୍ଡ ଘଟିଛି। ଇମରଜେନ୍ସି ଓ୍ବାର୍ଡର ଗ୍ରାଉଣ୍ଡ ଫ୍ଲୋର୍ ନିକଟ ଷ୍ଟୋର ରୁମରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ୭ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସୂଚନା ଅନୁଯାୟୀ, ସୋମବାର ଭୋର୍ ୫ ଟାରେ…

ରାଜମହଲ ଓଭରବ୍ରିଜ୍ ବ୍ୟାରିକେଡ଼ ଭାଙ୍ଗିଲେ ଯୁବକ

ଭୁବନେଶ୍ୱର: ଲକଡାଉନର ସୁଯୋଗ ନେଇ ଜଣେ ବ୍ୟକ୍ତି ଭୁବନେଶ୍ୱରର ରାସ୍ତାକଡରୁ ଚୋରି କରୁଥିବା ଘଟଣା ନଜରକୁ ଆସିଛି। ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ରାଜ ମହଲ ଓଭରବ୍ରିଜରୁ ବ୍ୟାରିକେଡ ଭାଙ୍ଗୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଉକ୍ତ ବ୍ୟକ୍ତି ଜଣକ ଷ୍ଟିଲ୍ ବ୍ୟାରିକେଡ ଭାଙ୍ଗିବା ପରେ…

ରାଜ୍ୟରେ ଆଉ ୪୩ ଜଣଙ୍କ ମୃତ୍ୟୁ; ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ସହ କରୋନା ମୃତ୍ୟୁ ସଂଖ୍ୟା ଧିରେଧିରେ କମିବାରେ ଲାଗିଛି। ଗୋଟିଏ ଦିନରେ ରାଜ୍ୟରେ ପ୍ରାଣ ହରାଇଛନ୍ତି ଆଉ ୪୩ ଜଣ ଆକ୍ରାନ୍ତ। ଯାହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୩ ହଜାର ୯୩୦କୁ ବୃଦ୍ଧି ପାଇଛି । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛି ରାଜ୍ୟ…

ଆଜି ଓଡ଼ିଶାରୁ ୩୩୧୯ କରୋନା ପଜିଟିଭ୍, ଦୈନିକ ସଂକ୍ରମଣରେ ଖୋର୍ଦ୍ଧାକୁ ଟପିଲା କଟକ

ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୩-୪ ହଜାର ଭିତରେ ରହୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୩ହଜାର ୩୧୯ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୮ଶହ ୯୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୪ଶହ ୨୩ । ଖୋର୍ଦ୍ଧାକୁ ଆଜି ସଂକ୍ରମଣରେ ଟପି…