Latest Odisha News

BREAKING NEWS

ବିହାରରେ ନିଆରା ବାହାଘର; ଧନୁଶର ଭାଙ୍ଗି ବିବାହ କଲେ ବର

ଛାପ୍ରା: ତ୍ରେତୟା ଯୁଗରେ ଭଗବାନ ରାମ ଶିବଙ୍କ ଧନୁ ଭାଙ୍ଗି ଦେବୀ ସୀତାଙ୍କୁ ବିବାହ କରିଥିଲେ। ଠିକ୍ ସେହିପରି କଳି ଯୁଗରେ ବିହାରର ଛାପ୍ରା ଅଞ୍ଚଳରେ ସମାନ ଘଟଣା ଦେଖିବାକୁ ମିଳିଛି। ​​ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଭିଡିଓ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁଯାୟୀ,…

କରୋନା ଔଷଧ ବଦଳରେ ବିଷ ଔଷଧ ଦେଇ ପରିବାରର ୩ ସଦସ୍ୟଙ୍କୁ ହତ୍ୟା

ନୂଆଦିଲ୍ଲୀ: କରୋନା ଔଷଧ ବଦଳରେ ବିଷ ଔଷଧ ଖାଇ ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏଭଳି ଏକ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ତାମିଲନାଡୁର ଏରୋଡରେ। ଏହି ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଅନୁସନ୍ଧାନରୁ ଜଣାପଡିଛି ଯେ କିଜଭାନୀ ଗାଁର ମୁଖ୍ୟ…

ମାଛ ପୋଖରୀ ଲିଜ୍ ବିବାଦରୁ ସମ୍ୱଲପୁର ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତିଙ୍କୁ ହତ୍ୟା

ଝାରସୁଗୁଡ଼ା: ସମ୍ୱଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା ଘଟଣାରେ ନୂଆ ତଥ୍ୟ ସାମନାକୁ ଆସିଛି । ଟଙ୍କା ନୁହେଁ, ବରଂ ମାଛ ପୋଖରୀ ଲିଜକୁ ନେଇ ପ୍ରଫେସର ଧ୍ରୁବରାଜ ନାଏକଙ୍କୁ ଅଭିଯୁକ୍ତ ପ୍ରବୀଣ ଧରୁଆ ହତ୍ୟା କରିଥିବା ଜାଣିବାକୁ ପାଇଛି ପୋଲିସ । ଅଭିଯୁକ୍ତକୁ ପଚରାଉଚରା ପରେ…

ଚାନ୍ଦିପୁରରୁ ‘ଅଗ୍ନି ପ୍ରାଇମ’ର ପରୀକ୍ଷଣ

ବାଲେଶ୍ଵର: ଡିଆରଡିଓ ପକ୍ଷରୁ ଏପିଏଜେ ଅବଦୁଲ କଲାମ ଦ୍ଵୀପରୁ ଅଗ୍ନି ସିରିଜର ଅତ୍ୟାଧୁନିକ ଆଣବିକ କ୍ଷମତା ସମ୍ପନ୍ନ ବାଲିଷ୍ଟିକ ମିସାଇଲ ଅଗ୍ନି ପ୍ରାଇମର ପରୀକ୍ଷଣ ହୋଇଛି। ଏହା ହଜାରେ କେଜି ପର୍ଯ୍ୟନ୍ତ ଆଣିବକ ଅସ୍ତ୍ର ପରିବହନ କରିବା ସହ ୧ହଜାର କିଲୋମିଟରରୁ ୨ ହଜାର କିଲୋମିଟର ପର୍ଯ୍ୟନ୍ତ…

ରାଜ୍ୟର ୧୦ଟି ଜିଲ୍ଲାରେ ଖୋଲିବ ଆଉ ୧୦ଟି ନର୍ସିଂ କଲେଜ୍

ଭୁବନେଶ୍ୱର: ଓଡ଼ିଶାରେ ଖୋଲିବ ଅଧିକ ନର୍ସିଂ କଲେଜ । ୬୦୦ ସିଚ୍ ବିଶିଷ୍ଟ ନର୍ସିଂ କଲେଜ ସ୍ଥାପନ ହେବ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ୧୦ଟି ଜିଲ୍ଲାରେ ୬୦ଟି ସିଟ୍ ଲେଖାଏ କଲେଜ ସ୍ଥାପନ କରାଯିବ । ଏହି ୧୦ ଜିଲ୍ଲା ହେଉଛି ମୟୂରଭଞ୍ଜ, ବଲାଙ୍ଗିର, କୋରାପୁଟ,…

ସୋସିଆଲ ମିଡିଆରେ ବଢୁଛି ୟୁପି ସିଏମ୍‌ଙ୍କ ଲୋକପ୍ରିୟତା; ୪ ମାସରେ ଫଲୋଅର୍ସଙ୍କ ସଂଖ୍ୟା ୧ ମିଲିୟନକୁ ବୃଦ୍ଧି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି। ସୂଚନା ଅନୁଯାୟୀ ଗତ ଚାରି ମାସ ମଧ୍ୟରେ କୁ ଆକାଉଣ୍ଟରେ ଯୋଗୀ ଆଦିତ୍ୟନାଥଙ୍କ ଫଲୋଅର୍ସ ସଂଖ୍ୟା ପ୍ରାୟ ୧ ମିିଲିୟନ୍‌କୁ ବୃଦ୍ଧି ପାଇଛି। ଯୋଗୀ ଆଦିତ୍ୟନାଥଙ୍କ କୁ…

ଜମ୍ମୁ ମିଲିଟାରୀ ଷ୍ଟେଶନ ଉପରେ ଉଡିଲା ଡ୍ରୋନ୍‌, ସେନା ପକ୍ଷରୁ ଗୁଳିମାଡ

ଶ୍ରୀନଗର:ଜମ୍ମୁ-କଶ୍ମୀର ଅଂଚଳରେ ଏବେ କିଛି ଦିନ ହେବ ଆତଙ୍କବାଦୀ ଗତିବିଧି ବୃଦ୍ଧି ପାଇଛି । ରବିବାର ଏୟାରଫୋର୍ସ ଷ୍ଟେଶନ ଉପରେ ଆତଙ୍କବାଦୀ ଆକ୍ରମଣ କରାଯିବା ପରେ ଆଜି କାଲୁଚକଠାରେ ଥିବା ମିଲିଟାରୀ ଷ୍ଟେଶନ ନିକଟରେ ଏକ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା । ସେନା ପକ୍ଷରୁ ସଙ୍ଗେ ସଙ୍ଗେ…

କେନ୍ଦ୍ରକୁ ଅତିରିକ୍ତ ୬ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ମାଗିଲା ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ ଜୋରସୋରରେ ଚାଲିଛି ଟିକାକରଣ । ଏବେ ଦୈନିକ ୩ ଲକ୍ଷ ଟିକା ଦିଆଯାଉଛି । ଏବେ ରାଜ୍ୟ ପାଖରେ ମାତ୍ର ୩ଲକ୍ଷ ୩୮ ହଜାର ଡୋଜ୍ କୋଭିସିଲ୍ଡ ଟିକା ମହଜୁତ ଅଛି । ଯାହା ମାତ୍ର ୨ ଦିନରେ ଶେଷ ହୋଇଯିବ । ଆସନ୍ତାକାଲି ପରେ ରାଜ୍ୟରେ ଆଉ କୋଭିସିଲ୍ଡ ଟିକା ବଳକା ରହିବ ନାହିଁ ।…

ବଜାରକୁ ଆସିଲା କରୋନା ଔଷଧ ‘ଟୁ-ଡିଜି’

ହାଇଦ୍ରାବାଦ: କରୋନା ଯୁଦ୍ଧରେ ଏକ ଅମୋଘ ଅସ୍ତ୍ର ହେବ ବୋଲି ଆଶା କରାଯାଉଥିବା  ଔଷଧ ‘୨-ଡିଜି’ର ବଜାରରେ ଉପଲବ୍ଧ ହେବା ଆମ୍ଭ ହୋଇଛି। ତେବେ ପ୍ରଥମେ ଏହା କେବଳ ସରକାରୀ ଓ ବେସରକାରୀ ଡାକ୍ତରଖାନାକୁ ଯୋଗାଣ ହେବ। ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ଉପଲବ୍ଧ ହେବ ବୋଲି ଏହା…

+୨ ପ୍ରଥମ ବର୍ଷରେ ସିଟ୍ ସମସ୍ୟା ହେବନି, ଆବଶ୍ୟକ ହେଲେ ବଢ଼ିବ ସିଟ୍

ଭୁବନେଶ୍ୱର: କରୋନା ଯୋଗୁ ଚଳିତବର୍ଷ ରାଜ୍ୟରେ ମାଟ୍ରିକ ପରୀକ୍ଷା ହୋଇନି । ବିକଳ୍ପ ମୂଲ୍ୟାୟନ ଆଧାରରେ ରେଜଲ୍ଟ ପ୍ରକାଶ ପାଇଛି । ୯୭ ପ୍ରତିଶତରୁ ଅଧିକ ପାସ୍ ହାର ଥିବା ବେଳେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଆଡମିସନରେ ସମସ୍ୟା ଆଶଙ୍କା କରାଯାଉଛି । ଏଭଳି ସ୍ଥିତିରେ ଗଣଶିକ୍ଷା ମନ୍ତ୍ରୀ…