Latest Odisha News

BREAKING NEWS

ମହାରାଷ୍ଟ୍ରରେ ଭୟ ବଢ଼ାଉଛି ଡେଲ୍ଟା ପ୍ଲସ ଭାରିଆଣ୍ଟ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଭୟ ବଢ଼ାଇଲାଣି ଡେଲ୍ଟା ପ୍ଲସ ଭାରିଆଣ୍ଟ । ସାରା ଦେଶରୁ ଏବେ ସୁଦ୍ଧା ଚିହ୍ନଟ ହେଲେଣି ୫୧ ଜଣ ଡେଲ୍ଟା ପ୍ଲସ ଭାରିଆଣ୍ଟ ସଂକ୍ରମିତ । ଏମାନଙ୍କ ମଧ୍ୟରୁ କେବଳ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି ୨୨ ଜଣ ସଂକ୍ରମିତ । ଏଭଳିସ୍ଥିତିରେ ରତ୍ନାଗିରିରୁ ଜଣେ ୮୦…

ସିନେମା: ‘ଆସନ୍ତାକାଲି’ର ପ୍ରକାଶନ

ଭାଗ-୭ ପଚାଶ ଦଶକର କଲିକତାରେ ଓଡ଼ିଆଙ୍କ ସଂଖ୍ୟା ଥିଲା ଖୁବ୍ ଅଧିକ । ଅଧକାଂଶ ଓଡ଼ିଆ ଶ୍ରମିକ ଝୋଟ ମିଲ୍‌ରେ କାମ କରୁଥିଲେ, ପ୍ରକାଶନ ଶିଳ୍ପ ସହ ବି ଅଧିକ ସଂପୃକ୍ତ ଥିଲେ । ବ୍ୟବସାୟ କ୍ଷେତ୍ରରେ ବି ସେତେବେଳେ ଓଡ଼ିଆଙ୍କ ପ୍ରାଧାନ୍ୟ ଥିଲା । ଏବେ ହୁଏତ ଆଶ୍ଚର୍ଯ୍ୟ ମନେହୋଇପାରେ ତତ୍କାଳୀନ…

ଖୁବ୍‌ ଶୀଘ୍ର ଏହି ହିଟ୍‌ ମ୍ୟୁଜିକ୍‌ ଭିଡିଓରେ ନଜର ଆସିବେ ଅକ୍ଷୟ କୁମାର

ନୂଆଦିଲ୍ଲୀ: ଅକ୍ଷୟ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ନୁପୁର ସାନନ୍‌ଙ୍କ ହିଟ୍‌ ମ୍ୟୁଜିକ୍‌ ଭିଡିଓ ଫିଲ୍‌ହାଲ୍‌ର ଦ୍ବିତୀୟ ଭାଗ ଫିଲ୍‌ହାଲ୍‌-୨ ଖୁବ୍‌ ଶୀଘ୍ର ଆସୁଛି। ଏ ନେଇ ଅକ୍ଷୟ କୁମାର ମ୍ୟୁଜିକ୍‌ ଭିଡିଓର ଟିଜର୍‌ ରିଲିଜ ଡେଟ୍‌ ଘୋଷଣା…

ଲକ୍‌ଡାଉନ୍‌ ଯୋଗୁ ବନ୍ଦ ରହିଲା ନୂଆ ପରିବହନ ଆଇନ

ଭୁବନେଶ୍ବର : ଲକ୍‌ଡାଉନ୍‌ ଯୋଗୁ ବନ୍ଦ ରହିଲା ନୂଆ ପରିବହନ ଆଇନ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ରାଜ୍ୟରେ ଲକଡାଉନ୍ କଟକଣା ଜାରି ରହିଥିବାରୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଏହି ନୂଆ ପରିବହନ ଆଇନ ଲାଗୁ ହେବନି ବୋଲି ମନ୍ତ୍ରୀ କହିଛନ୍ତି । ଫଳରେ ବର୍ତ୍ତମାନ…

ସାଲେପୁର ବିରୂପା ନଦୀକୂଳରୁ ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର

କଟକ : ସାଲେପୁର ଜପକୂଦ ଫାଣ୍ଡି ବିରୂପା ନଦୀକୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଯୁବକ ହେଲେ କୁଅଁରପୁର ଗାଁର ନରେନ୍ଦ୍ର ନାଥ ପ୍ରଧାନଙ୍କ ପୁଅ ଭରତ କୁମାର ପ୍ରଧାନ । ଗତକାଲି ଘରକୁ ନଫେରିବାରୁ ପରିବାର ଲୋକେ ବହୁ…

ହକି ଟିମ୍‌ରେ ବୀରେନ୍ଦ୍ରଙ୍କ ଦବଦବା

ଭୁବନେଶ୍ୱର:  ହକି ଟିମ୍‌ରେ ଓଡ଼ିଆଙ୍କ ଦବଦବା । ଟୋକିଓ ଅଲିମ୍ପିକ୍ସରେ ସାମିଲ ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା । ୧୬ ଜଣିଆ ପୁରୁଷ ହକି ଟିମ୍‌ର ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ ବୀରେନ୍ଦ୍ର । କିଛି ଦିନ ବ୍ୟବଧାନରେ ଚିକିତତ୍ସିତ ହେବା ପରେ ପୁଣି ମଇଦାନକୁ ଓହ୍ଲାଇଛନ୍ତି ସେ । ପିଲା ବେଳରୁ ଖେଳ…

ମୁନିଗୁଡାରେ ଅସମ୍ଭାଳ ଗଂଜେଇ ଚାଲାଣ

ରାୟଗଡା: ରାଜ୍ୟରେ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି ନିଶା କାରବାର । ବ୍ରାଉନ୍ ସୁଗାର ଓ ଗଂଜେଇ ଚାଲାଣ ପୋଲିସ ପ୍ରଶାସନର ନିଦ ହଜାଇଦେଇଛି । ନିକଟରେ ରାୟଗଡା ଜିଲ୍ଲାରେ ଅପ୍ରତ୍ୟଶିତ ଭାବେ ବୃଦ୍ଧି ପାଇଛି ଗଂଜେଇ ଚୋରା ଚାଲାଣ । ଏହି ଧାରାରେ ଆଜି ମୁନିଗୁଡା ପୋଲିସ ୬୦ ଲକ୍ଷ ଟଙ୍କା…

ତାମିଲନାଡୁରେ ପ୍ରଥମ ଡେଲ୍‌ଟା ପ୍ଲସ୍‌ ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଆଉ ଜଣେ ଡେଲ୍‌ଟା ପ୍ଲସ୍‌ ରୋଗୀଙ୍କ ମୃତ୍ୟୁ। ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ପରେ ତାମିଲନାଡୁରେ ଡେଲ୍‌ଟା ପ୍ଲସ୍‌ ରୋଗୀଙ୍କ ମୃତ୍ୟୁ ନେଇ ରିପୋର୍ଟ ହୋଇଛି। ମଦୁରାଇର ଜଣେ ବ୍ୟକ୍ତି ନୂଆ ଡେଲଟା ଭାରିଆଣ୍ଟରେ ମୃତ୍ୟୁବରଣ କରିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି।…

ଜୁଲାଇ ସୁଦ୍ଧା ଭାରତ ପହଞ୍ଚିପାରେ ଏହି ବିଦେଶୀ ଟିକା

ନୂଆଦିଲ୍ଲୀ: ଆସନ୍ତା ମାସରେ ଆଉ ଏକ ବିଦେଶୀ ଟିକା ଭାରତ ଆସିପାରେ। ଜନସନ ଆଣ୍ଡ ଜନସନ ଟିକା ଜୁଲାଇ ମାସ ସୁଦ୍ଧା ଭାରତରେ ପହଞ୍ଚିପାରେ। ଏହାର ଗୋଟିଏ ଡୋଜ ଟିକା ଭାରତରେ ୨୫ ଡଲାର ରହିବ ବୋଲି ସୂଚନା ମିଳିଛି। ଜନସନ ଆଣ୍ଡ ଜନସନ ଦ୍ବାରା ବିକଶିତ ହୋଇଥିବା କରୋନା ଟିକା ଚଳିତ ବର୍ଷ ଜୁଲାଇ…

ରୋଷେଇ କରି ଧାରଣା ଦେଲେ ହିତାଧିକାରୀ

ପାଟଣାଗଡ: ବ୍ଲକ ସମ୍ମୁଖରେ ରୋଷେଇ କରି ଧାରଣା ଦେଲେ ଆବାସ ଯୋଜନା ହିତାଧିକାରୀ । ଆବାସ ଯୋଜନାରେ ଘର କରିବାକୁ ଆଦେଶ ଦେଲେ, କାର୍ଯ୍ୟାଦେଶ ପରେ ହିତାଧିକାରୀ ଘର ନିର୍ମାଣ କଲେ ହେଲେ ଗୋଟିଏ ବି କିସ୍ତି ଟଙ୍କା ପାଇଲେନି ହିତାଧିକାରୀ । ଏଭଳି ଏକ ଘଟଣାକୁ ନେଇ ପାଟଣାଗଡ ବ୍ଲକ ବିଡିଓଙ୍କ…