Latest Odisha News

BREAKING NEWS

ଗଧ ମଳରେ ପ୍ରସ୍ତୁତ ହେଉଥିଲା ମସଲା

ଆଗ୍ରା(ଉ.ପ୍ର): ଘରେଘରେ ଖାଦ୍ୟ ପ୍ରସ୍ତୁତି ପାଇଁ ବ୍ୟବହାର ହୁଏ ବିଭିନ୍ନ ମସଲା । ଏହି ସମସ୍ତ ମସଲାରୁ ବ୍ୟଂଜନକୁ ମିଳେ ଭିନ୍ନ ପରିଚୟ । ଏଥିପାଇଁ ଅନେକ ଲୋକ ବଜାରରୁ ରେଡି ମେଡ୍ ମସଲା କିମ୍ବା ଗୋଟା ମସଲା ଆଣି ଘରେ ପ୍ରସ୍ତୁତ କରିଥାନ୍ତି । ହେଲେ ରେଡି ମେଡ୍ ମସଲାର ଗୁଣବତ୍ତାକୁ ନେଇ ବେଶ…

ପରୀ ମୃତ୍ୟୁ ମାମଲାରେ ଚାଲିଛି ଡିଏନଏ ପରୀକ୍ଷା

ଭୁବନେଶ୍ୱର: ନୟାଗଡ ପରୀ ମୃତ୍ୟୁ ମାମଲାରେ ଆଜି ଡିଏନଏ ପରୀକ୍ଷା ପ୍ରକ୍ରିୟା ଜାରି ହୋଇଛି । ପରୀ ପିନ୍ଧିଥିବା ଡ୍ରେସରୁ ମିଳିଥିବା ସିମେନ ଓ ରକ୍ତନମୁନାର ହେଉଛି ଡିଏନଏ ପରୀକ୍ଷା କରାଯାଉଛି । ସେପଟେ ଚିହ୍ନଟ ଅଭିଯୁକ୍ତର ବି ପରୀକ୍ଷା କରାଯାଉଛି । ଦୁଇଟି ଯାକର ରିପୋର୍ଟ ଆସିଲେ ମ୍ୟାଚ…

ଚୌଦ୍ୱାର ଅଞ୍ଚଳରେ ହାତୀ ପଲ, ଚିନ୍ତାରେ ଲୋକେ

କଟକ : ଚୌଦ୍ୱାର ଅଞ୍ଚଳରେ ବୁଲୁଛନ୍ତି ହାତୀ ପଲ। ପଲରେ ଥିବା ପ୍ରାୟ  ୩୦ଟି ଶାଳଙ୍ଗା ପଞ୍ଚାୟତରେ ବୁଲୁଥିବା ସ୍ଥାନୀୟ ଲୋକେ କହିଛନ୍ତି ।  ଆଗ୍ରହାଟ, ନଖରା ଗାଁର ଚାଷଜମି ଓ ଜନବସତି ଅଂଚଳରେ ହାତୀ ଦେଖି ଲୋକେ ଭୟଭୀତ ହୋଇପଡିଛନ୍ତି । ଫସଲ ଅମଳର ସମୟ ହୋଇଥିବାରୁ ହାତୀପଲ ଫସଲ ନଷ୍ଟ କରୁଥିବାରୁ…

ହାତ ଗୋଡ ବାନ୍ଧି ଗାଡି ଚଢାଇ ହତ୍ୟା !

ଝାରସୁଗୁଡା : ଲଖନପୁର ଥାନା ଅନ୍ତର୍ଗତ ବେଲପାହାଡ଼ରେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । କିନ୍ତୁ ତାଙ୍କ ହାତ ଗୋଡ ବନ୍ଧା ହୋଇଛି । ଏଥି ସହ ତାଙ୍କ ମୁଣ୍ଡରେ କୌଣସି ଭାରୀଯାନ ଚଢାଇ ଦିଆଯାଇଥିବା ଅନୁମାନ କରାଯାଉଛି । ତେଣୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ…

ବାରିପଦାରେ ଜାଲ୍ ନୋଟ୍ ରାକେଟ ଠାବ, ୨ ଗିରଫ

ବାରିପଦା: ଟାଉନ ପୋଲିସ ଏକ ଜାଲ୍ ନୋଟ୍ ରାକେଟର ପର୍ଦ୍ଦାଫାଶ କରିଛି । ସେମାନଙ୍କଠାରୁ ପ୍ରାୟ ୮୫ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ ହୋଇଛି। ଏଥିରେ ୧୧୦ଟି ୫ ଶହ ଟଙ୍କିଆ, ୩୦୦ଟି ଶହେ ଟଙ୍କିଆ ଜାଲ୍ ନୋଟ୍ ରହିଛି । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି ।  ସେମାନଙ୍କଠାରୁ…

ପାଠାଗାର ଆନ୍ଦୋଳନକୁ ପୁନଃ ଜାଗ୍ରତ କରିବା ପାଇଁ ଅଭିନେତ୍ରୀ ବର୍ଷାଙ୍କ ପ୍ରୟାସ

ଭୁବନେଶ୍ୱର: ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଦ କ୍ଲିକ୍ ପ୍ରଡକ୍ସନର ସାମାଜିକ କଲ୍ୟାଣକାରୀ ଅନୁଷ୍ଠାନ "ସମ୍ମାନିତା" ପକ୍ଷରୁ ଆରମ୍ଭ ହୋଇଛି "ଆମ ପାଠାଗାର" । ଏହି ଅଭିଯାନର ଶୁଭାରମ୍ଭ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଲେଖକ ଦାସ ବେନହୁର, ଡ଼ଃ ସଂଘମିତ୍ରା ମିଶ୍ର,…

ଆଜି ସରିବ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ରିମାଣ୍ଡ ଅବଧି

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆଜି ସରୁଛି ୨ ଦିନିଆ ରିମାଣ୍ଡ। ଏହି ଦୁଇଦିନ ତାଙ୍କୁ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଜେରା କରାଯାଇଥିଲା । ଟାଟା ନିଯୁକ୍ତି ଠକେଇ ସଂପର୍କରେ ପଚରାଉଚରା କରିଥିବା ଅନୁମାନ କରାଯାଉଛି ।  ରିମାଣ୍ଡ ସରିବା ପରେ ପ୍ରଦୀପଙ୍କୁ ଆଜି…

ଅଟ୍ଟାରି ସୀମାରେ ପାକିସ୍ତାନର ଅନୁପ୍ରବେଶ ଉଦ୍ୟମ; ୨ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ପଞ୍ଜାବର ଅଟ୍ଟାରି ସୀମାନ୍ତରେ ବୁଧବାର ବଲମ୍ବିତ ରାତିରେ ଭାରତୀୟ ସୁରକ୍ଷାବଳ ୨ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ନିପାତ କରିଛି। ସୀମା ଭିତରକୁ ପ୍ରବେଶ ଉଦ୍ୟମ କରୁଥିବା ବେଳେ ଏଜି ଦୁଇଜଣ ସଶସ୍ତ୍ର ଅନୁପ୍ରବେଶକାରୀ ଭାରତୀୟ ବିଏସ୍‌ଏଫ୍‌ ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି।…

ପୁଣି ଜଣେ ଶିଶୁ ନିଖୋଜ

ପାରାଳାଖେମୁଣ୍ଡି: କାଶୀନଗର ଏନ୍ଏସି ଅଞ୍ଚଳରୁ ୬ ବର୍ଷର ଶିଶୁପୁତ୍ର ନିଖୋଜ ହୋଇଯାଇଛି । କୁମୁଟିସାହିର ଏହି ଶିଶୁପୁତ୍ର ଗତକାଲି ସନ୍ଧ୍ୟାରେ ଘର ସମ୍ମୁଖରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ଏ ନେଇ କାଶୀନଗର ଥାନାରେ ମାମଲା ରୁଜୁ କରିଛିନ୍ତି । ପ୍ରତୟକ୍ଷଦର୍ଶୀଙ୍କ…

ଦୁର୍ଘଟଣାଗ୍ରସ୍ତ ହେଲା ଆମ୍ବୁଲାନ୍ସ: ଡ୍ରାଇଭର ସମେତ ୨ ଆହତ

ଢେଙ୍କାନାଳ: ମେଡ଼ିକାଲକୁ ରୋଗୀ ନେଇ ଯାଉଥିବା ବେଳେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ। ଏହି ଦୁର୍ଘଟଣାରେ ଜଣେ ଡ୍ରାଇଭର ଓ ଜଣେ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ଖବରଅନୁଯାୟୀ, ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ରୋଗୀ ନେଇ ଯାଉଥିବା ବେଳେ ଏକ ୧୦୮ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ…