Latest Odisha News

BREAKING NEWS

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା; ରୋଗୀ ଦେଖୁଛନ୍ତି ସ୍ୱିପର

ଅନୁଗୁଳ: ନା ଅଛନ୍ତି ଡାକ୍ତର, ନା ଡ୍ରେସର । ସେମାନଙ୍କ ବଦଳରେ ରୋଗୀ ଦେଖୁଛନ୍ତି ସ୍ୱିପର । କେବଳ ରୋଗୀ ଦେଖୁ ନାହାଁନ୍ତି ଷ୍ଟିଚ ମଧ୍ୟ କରୁଛନ୍ତି । ଏଭଳି ଘଟଣା ସମ୍ନାକୁ ଆସିଛି ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଡାକ୍ତରଖାନାରେ । ସୂଚନା ଅନୁସାରେ, ଜଣେ ଶ୍ରମିକ କାମ କରୁଥିବା ବେଳେ ଲୁହା…

ହୃଦଘାତରେ ପ୍ରାଣ ହରାଇଲେ ଭଦ୍ରକ ବିଡ଼ିଓ

ଭଦ୍ରକ : ହୃଦଘାତରେ ପ୍ରାଣ ହରାଇଛନ୍ତି ଭଦ୍ରକ ବିଡ଼ିଓ ଓଏଏସ ଦାମୋଦର ଖୁଣ୍ଟିଆ। ୫୬ ବର୍ଷ ବୟସରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି। ସୂଚନାନୁସାରେ, ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଗତକାଲି ବିଳମ୍ବିତ ରାତିରେ ବିଡ଼ିଓଙ୍କୁ ଭଦ୍ରକ ମେଡିକାଲ ରେ ଭର୍ତ୍ତି…

ଅପରେସନ ଗ୍ରୀନ କ୍ଲିନ; ୧୦ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ

କଣ୍ଟାମାଳ: ଅବକାରୀ ବିଭାଗ ପକ୍ଷରୁ ଅନେକ ସ୍ଥାନରେ ଚଢ଼ାଉ କରାଯାଇ ବ୍ୟାପକ ପରିମାଣରେ ଗଞ୍ଜେଇ ଗଛ ନଷ୍ଟ କରାଯାଉଛି। ସୂଚନୁସାରେ, ବୁଧବାର କଣ୍ଟାମାଳ ବ୍ଲକ ଦପଲା ପଞ୍ଚାୟତ ସିମେଲିକଟା ଗ୍ରାମର ଆଭ୍ୟନ୍ତରୀଣ ଜଙ୍ଗଲ ଉପରେ ଚଢ଼ଉ କରାଯାଇ ପାଖାପାଖି ୩୫ ଏକର ଜଙ୍ଗଲ ଜମିରୁ ପ୍ରାୟ ୧ ଲକ୍ଷ ୫…

ରାଜ୍ୟରେ ଆଉ ଜଣେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର

ଢେଙ୍କାନାଳ: ବିଗତ କିଛିଦିନ ହେବ ରାଜ୍ୟରେ ଶିଶୁ ଅପହରଣ ଓ ହତ୍ୟାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପୁଣି ରାଜ୍ୟରେ ଜଣେ ଶିଶୁପୁତ୍ରର ମିଳିଛି ମୃତଦେହ । ସୂଚନାନୁସାରେ, ମଙ୍ଗଳବାର ଦିନ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଖଙ୍କିରା ଗାଁରୁ ଏକ ୩ ବର୍ଷର ଶିଶୁ ପୁତ୍ର ନିଖୋଜ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା ୧୭-୧୨-୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ.  ଆଜି ହେଉଛି ୨୦୨୦ ମସିହା ଡିସେମ୍ବର ତା ୧୭ ରିଖ ଗୁରୁବାର ଧନୁ ୩ ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ଉତ୍ତରା ଉତ୍ତରାଷାଢା ନକ୍ଷତ୍ର ମକର ଚନ୍ଦ୍ର  ଘାତ ବାର:- ତୁଳା ଓ କୁମ୍ଭ ରାଶିର    ଘାତ ଚନ୍ଦ୍ର:- ସିଂହ…

ବାଲାଷ୍ଟିକ୍ ମିସାଇଲ ପୃଥ୍ବୀ-୨ର ବ୍ୟବହାରିକ ପରୀକ୍ଷଣ ସଫଳ

ବାଲେଶ୍ବର: ଦୁଇଟି ପୃଥ୍ବୀ-୨ ବାଲାଷ୍ଟିକ୍ ମିସାଇଲର ସଫଳ ପରୀକ୍ଷଣ । ବାଲେଶ୍ବର ଚାନ୍ଦିପୁର ଆରଟିଆରର ୩ ନମ୍ବର ଲଞ୍ଚ ପ୍ୟାଡରୁ ଏହାର ରାତ୍ରକାଳୀନ ପରୀକ୍ଷଣ କରାଯାଇଛି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ୩୫୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ ଭେଦ କରିପାରିବ । ଏହା ୫୦୦ରୁ ୧…

କମୁଛି ସଂକ୍ରମଣ; ଗଞ୍ଜାମରେ ୨ କୋଭିଡ ହସ୍ପିଟାଲ ବନ୍ଦ

ଗଞ୍ଜାମ: କରୋନା ସଂକ୍ରମଣ ହ୍ରାସ ପରେ ଓଡିଶା ସରକାର ଗଞ୍ଜାମ ଜିଲ୍ଲାର ଦୁଇଟି କୋଭିଡ ହସ୍ପିଟାଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବୁଧବାର ଦିନ କହିଛନ୍ତି ଯେ ଶୀତଳପାଲ୍ଲୀରେ ଥିବା ଟାଟା କୋଭିଡ ହସ୍ପିଟାଲ ଆସନ୍ତା ଡିସେମ୍ବର ୨୦…

୨ ଜଣଙ୍କୁ ଗାଏବ କରିଦେଇଛନ୍ତି କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ !

ବଲିଉଡର ହଟ୍ ଫେଭରିଟ୍ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କୁ ଆପଣ ଚିହ୍ନି ପାରୁଛନ୍ତି ? ଏ ହେଲା ତାଙ୍କର ୨ଟି ଫଟୋ । ଗୋଟିଏ ବର୍ତ୍ତମାନର ଆଉ ଗୋଟିଏ କିଛି ମାସ ତଳର । ଭଲ ଭାବେ ନ ଦେଖିଲେ ଜାଣି ହେବନି ଯେ, ୨ଟି ଯାକ ଫଟୋ ଜଣେ ବ୍ୟକ୍ତିଙ୍କର ଓ ସେ ହେଉଛନ୍ତି ଗଣେଶ ଆଚାର୍ଯ୍ୟ । ଆଗରୁ…

ପ୍ରତିରକ୍ଷା ସଂପର୍କିତ ସଂସଦୀୟ କମିଟି ବୈଠକରୁ ରାହୁଲ ଗାନ୍ଧିଙ୍କ ୱାକ୍ ଆଉଟ୍

ନୂଆଦିଲ୍ଲୀ: ଆଜି ବସିଥିଲା ପ୍ରତିରକ୍ଷା ସଂପର୍କିତ ସଂସଦୀୟ କମିଟିର ବୈଠକ । ବୈଠକ ଚାଲିଥିବା ବେଳେ ରାହୁଲ ଗାନ୍ଧି ଓ କଗ୍ରେସ ସଦସ୍ୟ ଅଧାରୁ ଉଠି ପଳାଇ ଆସିଥିଲେ । ଅଭିଯୋଗ କରିଥିଲେ କି ରାଷ୍ଟ୍ରୀୟ ସୁରକ୍ଷାର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ବ୍ୟତୀତ ଯବାନଙ୍କ ପୋଷାକ ନେଇ ଆଲୋଚନା କରାଯାଇ ସମୟ…

କୃଷି ଆଇନକୁ ବିରୋଧ କରି ଆତ୍ମହତ୍ୟା କଲେ ଶିଖ ଧର୍ମଗୁରୁ ବାବା ରାମ ସିଂ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ବୁଧବାର ଶିଖ ସମ୍ପ୍ରଦାୟର ଧର୍ମଗୁରୁ ବାବା ରାମ ସିଂ ସିଙ୍ଘୁ ବର୍ଡର ନିକଟରେ ଆତ୍ମହତ୍ୟା କରିଛନ୍ତି । ଯାହା ଫଳରେ ସାରା ଦେଶରେ ଏ ନେଇ ଆଲୋଡନ ସୃଷ୍ଟି ହୋଇଛି । କୃଷି ଆଇନ ନେଇ ଏବେ ସରକାରକୁ ଚିନ୍ତା କରିବାର ସମୟ ଉପନୀତ ହୋଇଯାଇଛି ବୋଲି ବିରୋଧ…