Latest Odisha News

BREAKING NEWS

କଙ୍ଗନା ରାନାୱତଙ୍କ ବିବାଦୀୟ ପ୍ରେମ କାହାଣୀ, ଆଦିତ୍ୟରୁ ହ୍ରିତିକ

ମୁମ୍ବାଇ: ବଲିଉଡ କୁଇନ ଆଖ୍ୟା ପାଇଥିବା କଙ୍ଗନା ରାନାୱତ ଆରମ୍ଭରୁ ତାଙ୍କ ବିବାଦୀୟ ପ୍ରେମ କାହାଣୀ ନେଇ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି । ପୂର୍ବତନ ବୟଫ୍ରେଣ୍ଡ ହ୍ରିତିକ ରୋଶନ ଏବଂ ତାଙ୍କ ପ୍ରେମ କାହାଣୀ ବିବାଦୀୟ ହେବା ପରେ ଏବେ ଏହା ମୁମ୍ବାଇ କ୍ରାଇମ ବ୍ରାଂଚକୁ ହସ୍ତାନ୍ତର ହୋଇଛି ।…

ନୟାଗଡରୁ ନିଖୋଜ ତିନି ବର୍ଷର ଶିଶୁ ସ୍ୱାତୀର ମୃତଦେହ ମିଳିଲା

ନୟାଗଡ଼: ଗତ ଚାରି ଦିନ ହେଲା ନିଖୋଜ ଥିବା ନୟାଗଡ଼ ଜିଲ୍ଲା ବଧିପାଟଣା ଗାଁର ୩ ବର୍ଷର ଝିଅ ସ୍ୱାତୀର ମୃତଦେହ ଗାଁ ପୋଖରୀରୁ ମିଳିଛି ।ଏହାକୁ ନେଇ ସ୍ୱାତୀଙ୍କ ପରିବାର ତଥା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।  ସୂଚନାଥାଉ କି, ଗତ ଶୁକ୍ରବାର ଦିନ ବେଳେ ଗାଁ ଦାଣ୍ଡରୁ ନିଖୋଜ ହୋଇ…

ଶେ‌ଷର‌େ ବାଇଡେନ୍‌ଙ୍କୁ ବିଜୟର ବାର୍ତ୍ତା ଦେଲେ ରାଷ୍ଟ୍ରପତି ପୁଟିନ

ମସ୍କୋ: ଇଲେକ୍‌ଟୋରାଲ୍‌ କଲେଜ ଭୋଟ୍‌ରେ ଜିତିବା ପରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ବିଜୟ ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜୋ ବାଇଡେନ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଉଲ୍ଲେଖ ଥାଉ କି, ବାଇଡେନ୍‌ ମଙ୍ଗଳବାର ଦିନ ଇଲେକ୍‌ଟୋରାଲ୍‌ କଲେଜ ଭୋଟ୍ ଜିତିବା ପରେ ଆମେରିକାର…

ଏମଏସଏମଇ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୨୮୯.୪୨ କୋଟି ଅନୁମୋଦନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମଏସଏମଇ କ୍ଷେତ୍ର ପାଇଁ ଏକ ବଡ ପ୍ୟାକେଜ ଘୋଷଣା କରିଛନ୍ତି । ତେବେ କୋଭିଡ୍ ସମୟରେ ବାଧାପ୍ରାପ୍ତ ହୋଇଥିବା ଏସଏମଇରେ ସୁଧାର ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ୨୮୯.୪୨ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଏହି ପୟାକେଜ ସବସିଡି, ଜିଏସଟି ଓ…

ଏମ୍‌ସରେ ନର୍ସମାନଙ୍କ ଧର୍ମଘଟକୁ ସ୍ଥଗିତ ରଖିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଏମ୍‌ସ ପରିସରରେ ନର୍ସମାନଙ୍କ ଧର୍ମଘଟକୁ ଦିଲ୍ଲୀ ହାଇକୋର୍ଟ ସ୍ଥଗିତ ରଖିଛନ୍ତି। ନର୍ସମାନଙ୍କ ଧର୍ମଘଟ ପରେ ଏମ୍‌ସ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲା। ଏହା ପରେ ହାଇକୋର୍ଟ ନର୍ସମାନଙ୍କ ଏହି ଧର୍ମଘଟକୁ ବାରଣ କରି ଉତ୍ତର ମାଗିଥିଲେ। ଏମ୍‌ସ କୋର୍ଟଙ୍କୁ…

କେଶ ପାଇଁ ଚର୍ଚ୍ଚାରେ ମିଲିନ୍ଦ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ମିଲିନ୍ଦ ସୋମାନ ବହୁତ ସକ୍ରିୟ ରହନ୍ତି। ନିକଟରେ ସେ ନିଜର ନେକେଡ୍‌ ଫଟୋ ସେୟାର୍‌ କରି ବିବାଦ ଘେରକୁ ଆସିଥିଲେ। ତେବେ ପୁଣି ଥରେ ମିଲିନ୍ଦଙ୍କ ଚର୍ଚ୍ଚାକୁ ପରିସରକୁ ଟାଣି ହୋଇଛନ୍ତି। ତାଙ୍କର ଗୋଟିଏ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।…

ବିବାହ କରିବେ ପ୍ରଚ୍ଛଦପଟ୍ଟର ନାୟକ, ନାୟିକା ହିମାଂଶୁ ଏବଂ କନିକା

ନୂଆଦିଲ୍ଲୀ: ଆନନ୍ଦ ଏଲ୍‌ ରାୟଙ୍କ ଚଳଚ୍ଚିତ୍ର ରାଞ୍ଝଣା ସମେତ ଅନେକ ଶ୍ରେଷ୍ଠ ଚଳଚ୍ଚିତ୍ରର କାହାଣୀ ଲେଖିଛନ୍ତି ହିମାଂଶୁ ଶର୍ମା। କନିକା ଧିଲନ୍‌ ମଧ୍ୟ ଜଣେ ଚଳଚ୍ଚିତ୍ର ଲେଖିକା। ମନ୍‌ମରଜିଆ ଏବଂ ଜଜ୍‌ମେଣ୍ଟାଲ୍‌ ହୈ କ୍ୟା ଭଳି ଚଳଚ୍ଚିତ୍ର ଲେଖିଛନ୍ତି କନିକା। ଦୁହେଁ ସୋସିଆଲ ମିଡିଆ…

ଡ୍ରଗ୍ସ ମାମଲା: ଡିସେମ୍ବର ୧୬ରେ ପୁଣି ଥରେ ଅର୍ଜୁନଙ୍କୁ ଜେରା କରିବ ଏନସିବି

ନୂଆଦିଲ୍ଲୀ: ଡିସେମ୍ବର ୧୬ ରେ ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପକ୍ଷରୁ ପୁଣି ଥରେ ହାଜର ହେବାକୁ ସମନ ପଠାଯାଇଛି। ଡ୍ରଗ୍ସ ମାମଲାରେ ପଚରାଉଚରା ପାଇଁ ଅର୍ଜୁନ ରାମପାଲଙ୍କୁ ଏନସିବି ମୁମ୍ବାଇ ୟୁନିଟ୍ ଡକାଇଛି। ଉଲ୍ଲେଖ ଥାଉ କି ନିକଟରେ…

ମାଷ୍ଟରକ୍ୟାଣ୍ଟିନରେ ଆତ୍ମାହୂତି ଉଦ୍ୟମ କଲେ ଦୁଇ ଜଣ ଏଏନଏମ୍

ଭୁବନେଶ୍ୱର: ରାଜଧାନୀରେ ଧାରଣା ଚଳାଇଥିବା ଏଏନଏମଙ୍କ ମଧ୍ୟରୁ ଆଜି ଦୁଇ ଜଣ ଆତ୍ମାହୂତି ଉଦ୍ୟମ କରିଥିଲେ । ମାଷ୍ଟରକ୍ୟାଣ୍ଟିନ ନିକଟରେ ଦେହରେ କିରାସିନି ଢ଼ାଳି ସେମାନେ ଆତ୍ମାହୂତି ଉଦ୍ୟମ କରୁଥିଲେ । ଏତିକିବେଳେ ଅନ୍ୟ ସହଯୋଗୀ ସେମାନଙ୍କୁ ଉଦ୍ଧାର କରିଥିଲେ । ଖବର ପାଇ ଘଟଣାସ୍ଥଳରେ…

ନିଆଁ ଲଗାଉଛି ଜ୍ୟାକଲିନ୍‌ଙ୍କ ଜିମ୍ ଫଟୋ

ମୁମ୍ବାଇ: ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ ସୋସିଆଲ ସାଇଟରେ ବେଶ୍ ସକ୍ରିୟ ରହିଥାନ୍ତି । ଏବେ ସେ ଏକ ଜିମରେ ଅଭ୍ୟାସ କରିବା ପରର ଫଟୋ ଛାଡିଛନ୍ତି । ଯାହାକି ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସୁଛି । ଜ୍ୟାକଲିନ୍ ଏହି ଫଟୋରେ ଏକ ହାତରେ ସେଲଫ୍‌ି ପୋଜ ଦେଉଥିବା ବେଳେ ଅନ୍ୟ ହାତରେ ଫ୍ଲାଟ ବେଲୀ…