Latest Odisha News

BREAKING NEWS

ଏଥର ହେବନି ସଂସଦର ଶୀତ ଅଧିବେଶନ, ଜାନୁଆରୀରେ ଆସିବ ବଜେଟ୍

ନୂଆଦିଲ୍ଲୀ: ଏବର୍ଷ ହେବନି ସଂସଦର ଶୀତ ଅଧିବେଶନ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାର ଚଳିତ ବର୍ଷ ସଂସଦର ଶୀତକାଳୀନ ଅଧିବେଶନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର…

ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ରାଜ୍‌ କୁମାରଙ୍କ ମସ୍କୁଲାର୍‌ ଅନ୍ଦାଜ୍‌

ମୁମ୍ବାଇ: ବଲିଉଡ ଅଭିନେତା ରାଜକୁମାର ରାଓ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ବଧାଇ ଦୋ' ପାଇଁ ସଜବାଜ ହେଉଛନ୍ତି। ରାଜକୁମାର ଫିଲ୍ମ ପାଇଁ ଜିମରେ ଅଧିକ ସମୟ ବିତାଉଛନ୍ତି। ଯାହା ଫଳରେ ସେ ଫିଲ୍ମ ପାଇଁ ନିଜକୁ ଆହୁରି ଫିଟ୍‌ କରିପାରିବେ। ସମ୍ପ୍ରତି ସୋସିଆଲ ମିଡିଆରେ ତାଙ୍କର ଏହି ମସ୍କୁଲାର୍‌…

ପାନ ଦୋକାନୀ ନାଁରେ ଶହେ କୋଟିର ଜିଏସଟି ଠକେଇ

ରାଉରକେଲା: ପୁଣି ରାଉରକେଲାରୁ ସାମନାକୁ ଆସିଛି ବଡ଼ ଧରଣର ଜିଏସଟି ଠକେଇ। ଜଣେ ପାନ ଦୋକାନୀଙ୍କ ନାଣରେ ଶହେ କୋଟିରୁ ଅଧିକ ଟଙ୍କାର ଜିଏସଟି ଠକେଇ ଅଭିଯୋଗ ଆସିଛି । ରାଉରକେଲା କୋଏଲନଗରର ଜଣେ ପାନ ଦୋକାନୀ କାର୍ତ୍ତିକ କମିଲାଙ୍କୁ ପାଖକୁ ଆସିଛି ୧୦୯ କୋଟି ଟଙ୍କା ଜିଏସଟି ଠକେଇ ନୋଟିସ। ପାନ…

୧୯ ବର୍ଷରେ ବ୍ଲକ୍‌ବଷ୍ଟର୍‌ ମୁଭି ‘କଭି ଖୁସି କଭି ଗମ୍‌’

ନୂଆଦିଲ୍ଲୀ: ବଲିଉଡର ସର୍ବୋତ୍ତମ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର୍‌ଙ୍କ ପ୍ରତିଟି ଚଳଚ୍ଚିତ୍ର ପରଦା ଉପରେ ସଫଳ ଭାବେ ଅବତୀର୍ଣ୍ଣ ହୋଇଛି। ତାଙ୍କ ‌ନିର୍ଦ୍ଦେଶିତ କେତୋଟି ଚଳଚ୍ଚିତ୍ର ମଧ୍ୟ 'କଭି ଖୁସି କଭି ଗମ୍‌' ଅନ୍ୟତମ। ଏହି ଚଳଚ୍ଚିତ୍ରଟି ପରଦାରେ ଭଲ ପ୍ରଦର୍ଶନ କରିଥିଲା। ଏଥିରେ…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦୁଇ ଦିନ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ, ଅନୁମତି ଦେଲେ କୋର୍ଟ

ଭୁବନେଶ୍ୱର: ଖୋଲିବ ଟାଟାରେ ଚାକିରି ନାଁରେ ଠକେଇର ଗୁମର । ଆକାଶ ପାଠକଙ୍କ ପରେ ତାଙ୍କର ଭାବି ଶ୍ୱଶୁର ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ୨ ଦିନିଆ ରିମାଣ୍ଡରେ ଯିବେ ପ୍ରଦୀପ ପାଣିଗ୍ରାହୀ । ଏଥିପାଇଁ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ…

ସରକାରୀ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ପାରଳାଖେମୁଣ୍ଡି: ଭିଜିଲାନ୍ସ ଜାଲରେ ସରକାରୀ ଶିକ୍ଷକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲାର ଜଣେ ସରକାରୀ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି । ସେ ହେଉଛନ୍ତି ଏ.ଏସ୍‌ ରାଉତପୁର ଜଙ୍ଗଲପାଡୁ ଗାଁର ଶିକ୍ଷକ ଦୁଷ୍ମନ୍ତ ନାୟକ । ଆଜି ସକାଳୁ ଏକକାଳୀନ ୧୨ଟି…

ଦେଶରେ କୋଟିଏ ଛୁଇଁବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୯୯ ଲକ୍ଷ ଟପିଲା

ନୂଆଦିଲ୍ଲୀ: କିଛି ଦିନ ଭିତରେ ଦେଶରେ କୋଟିଏ ଛୁଇଁବ କରୋନା ସଂକ୍ରମିତଙ୍କ ସଂଖ୍ୟା । ଦୈନିକ ସଂକ୍ରମଣ କମିଥିଲେ ବି ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୯ଲକ୍ଷ ପାର କରିଛି । କିନ୍ତୁ ଆଶ୍ୱସ୍ତିକର ଖବର ହେଉଛି, ପାଞ୍ଚ ମାସ ପରେ ସର୍ବନିମ୍ନ ସ୍ତରକୁ ଖସିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା…

ଏକ୍ସପ୍ରେସ ଟ୍ରେନ୍ ରହଣି ଦାବିରେ ସମ୍ବଲପୁର ଜିଲ୍ଲା ବାମରାରେ ୧୨ ଘଣ୍ଟିଆ ବନ୍ଦ ପାଳନ

ସମ୍ୱଲପୁର: ଏକ୍ସପ୍ରେସ ଟ୍ରେନ ରହଣି ଦାବିରେ ସମ୍ୱଲପୁର ଜିଲ୍ଲା ବାମରାରେ ବନ୍ଦ ପାଳନ । ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଆନ୍ଦୋଳନକାରୀ ସକାଳୁ ସକାଳୁ ରେଳରୋକ କରିଛନ୍ତି । ଫଳରେ ଏହି ରୁଟରେ ବାଧାପ୍ରାପ୍ତ ହୋଇଛି ଟ୍ରେନ ଚଳାଚଳ । ବହୁ ଟ୍ରେନ ବିଭିନ୍ନ ସ୍ଥାନରେ ଅଟକି ରହିଛି । ୩ଟି…

ସାମାନ୍ୟ କଥାରୁ ଭଉଣୀକୁ ଗୁଳି କରି ହତ୍ୟା କଲା ଭାଇ

ମିରଟ୍: ଉତ୍ତରପ୍ରଦେଶର ମିରଟ ସହରରେ ଘଟିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ସ୍ଥାନୀୟ ଅଞ୍ଚଳରେ ଜଣେ ଭାଇ ନିଜ ଭଉଣୀକୁ ଗୁଳି କରି ହତ୍ୟା କରିଛି। ଭଉଣୀକୁ ହତ୍ୟା ପରେ ଭାଇ ପୋଲିସ ପାଖରେ ଆତ୍ମସମର୍ପଣ କରିଛି ଭାଇ। ସୂଚନାନୁସାରେ, ମିରଟର ଗଙ୍ଗାନଗର ସ୍ଥିତ କୈଳାସ ବାଟିକାରେ ରହୁଥିବା ଭାଇ…

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ୬ଟି ସ୍ଥାନରେ ଏକକାଳୀନ ରେଡ୍

ସୁନ୍ଦରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ । ସୁନ୍ଦରଗଡ଼ ଜନସ୍ଵାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ତାଙ୍କ ନାଁ ନାରାୟଣ ପ୍ରଧାନ । ଆଜି ସକାଳୁ ଭିଜିଲାନ୍ସ ଟିମ୍ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି । ନାରାୟଣ…