ପ୍ରଥମ ଥର ପାଇଁ ପରଦାରେ ଏକାଠି ଆସିବେ ଅକ୍ଷୟ ଏବଂ ଅହାନ
ମୁମ୍ବାଇ: ଖୁବ୍ ଶୀଘ୍ର ଦର୍ଶକ ଅକ୍ଷୟ କୁମାର ଏବଂ ଅହାନ ଶେଟ୍ଟୀଙ୍କୁ ଏକାଠି ପରଦାରେ ଦେଖିବାର ସୁଯୋଗ ପାଇବେ। ଅହାନ ହେଉଛନ୍ତି ବଲିଉଡ୍ ଅଭିନେତା ସୁନିଲ ଶେଟ୍ଟୀଙ୍କ ପୁଅ। ନିର୍ମାତା-ନିର୍ଦ୍ଦେଶକ ସାଜିଦ ନାଦିଆଡୱାଲା ଏକ ନୂଆ ପ୍ରୋଜେକ୍ଟ ଆଣୁଛନ୍ତି। ଯେଉଁଥିରେ ଉଭୟ ଅକ୍ଷୟ ଏବଂ…