Latest Odisha News

BREAKING NEWS

୪୪୦ କୋଟି ଟଙ୍କାର ଆଇଫୋନ୍ ଲୁଟ୍‌ !

କୋଲାର: କର୍ଣ୍ଣାଟକର କୋଲାର୍‌ ଜିଲ୍ଲାରେ ଥିବା ଏକ ମୋବାଇଲ ଫୋନ୍‌ ଆସେମ୍ବଲିଂ ପ୍ଲାଣ୍ଟରୁ ୪୪୦ କୋଟି ଟଙ୍କାର ଆଇଫୋନ‌ ଲୁଟ୍ ଓ ଭଙ୍ଗାରୁଜା ହୋଇଥିବା ଅଭିଯୋଗ କରିଛନ୍ତି କମ୍ପାନି କର୍ତ୍ତୃପକ୍ଷ । ବକେୟା ଦରମା ପ୍ରଦାନ ଦାବିରେ ଗତ ଶନିବାର ଏହି ପ୍ଲାଣ୍ଟରେ ଦେଖା ଦେଇଥିଲା ଶ୍ରମିକ ଅଶାନ୍ତି ।…

ତାମିଲନାଡୁ: ଆଗାମୀ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ କମଲ ହାସନଙ୍କ ଘୋଷଣା

ଚେନ୍ନାଇ: ତାମିଲନାଡୁରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କମଲ ହାସନ (ଏମଏନଏମ) ମୁଖ୍ୟ କହିଛନ୍ତି ଯେ ସେ ଖୁବ ଶୀଘ୍ର ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ସେ କହିଛନ୍ତି ଯେ ସେ କେଉଁ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ସେ ନେଇ ଖୁବ୍ ଶୀଘ୍ର ସେ…

ତାହିରା ଏବଂ ଆୟୁଷ୍ମାନଙ୍କ ପରିବାରକୁ ଆସିଲା ଏହି କୁନି ଅତିଥି

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ଏବଂ ତାହିରା କାଶ୍ୟପଙ୍କ ଘରକୁ ଆଉ ଏକ ନୂଆ ଅତିଥି ଆସିଛି। ତାହିତା ମଧ୍ୟ ବେଶ୍‌ ଖୁସିର ସହ ତାକୁ ସ୍ୱାଗତ ଜଣାଇଛନ୍ତି। ଆୟୁଷ୍ମାନ ଏବଂ ତାହିରା ପୂର୍ବରୁ ଦୁଇ ସନ୍ତାନର ପିତାମାତା ହୋଇସାରିଛନ୍ତି। ନିକଟରେ ଦୁହେଁ ନିଜ ଘରେ ନୂତନ ସଦସ୍ୟଙ୍କୁ…

କଣ୍ଟାବାଞ୍ଜିରେ ନାବାଳିକାକୁ ଅପହରଣ ସହ ଦୁଷ୍କର୍ମ ଅଭିଯୋଗ, ଜଣେ ଗିରଫ

ବଲାଙ୍ଗିର : କଣ୍ଟାବାଞ୍ଜି ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକାକୁ ଅପହରଣ ସହ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି ।  ଗିରଫ ବ୍ୟକ୍ତିଙ୍କ ନାଁ ଶୁକମଣି ଚିରାଗୁନ ଓ ଘର ମୁରିବାହାଲ ଥାନା ସୁକୁନିପଦର ଗାଁର । ସୂଚନାଅନୁଯାୟୀ, ଶୁକମଣି କଣ୍ଟାବାଞ୍ଜି ଅଞ୍ଚଳରୁ…

୨୦୧୫-୧୯ରେ ପିଲାମାନଙ୍କ ମଧ୍ୟରେ ପୁଷ୍ଟିହୀନତା ବୃଦ୍ଧି ପାଇଛି: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ମିଳିଥିବା ଏକ ରିପୋର୍ଟ ଅନୁଯାୟୀ ପିଲାମାନଙ୍କର ସ୍ୱାସ୍ଥ୍ୟ ପରିସଂଖ୍ୟାନ ଏବେ ଚିନ୍ତାଜନକ ପରିସ୍ଥିତି ଦେଇ ଗତି କରୁଛି। ଡିସେମ୍ବର ୧୨ ରେ ପ୍ରକାଶିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟରୁ ଜଣାପଡିଛି ଯେ ଦେଶର ପିଲାମାନଙ୍କ ମଧ୍ୟରେ ପୁଷ୍ଟିହୀନତା…

ଅଭିନୟ ଛାଡି ରାଜନୀତି କରିବେ କି ଅଭିନେତ୍ରୀ ସୋନାକ୍ଷୀ?

ନୂଆଦିଲ୍ଲୀ: ଫିଲ୍ମ 'ଦବଙ୍ଗ୍‌'ରୁ ସମସ୍ତଙ୍କ ହୃଦୟର ରାଣୀ ସାଜିଥିବା ସୋନାକ୍ଷୀ କଣ ରାଜନୀତିରେ ପ୍ରବେଶ କରିବେ କି? ଦବଙ୍ଗ୍‌ରୁ ଚଳଚ୍ଚିତ୍ରରୁ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ ଚୁଲ୍‌ବୁଲି ସୋନାକ୍ଷୀ। ଏହାପରେ ସେ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇ ଚାଲିଛନ୍ତି। ତେବେ…

୪ ଦିନିଆ ଭାରତ ଗସ୍ତରେ ବ୍ରିଟେନ୍‌ ବୈଦେଶିକ ମନ୍ତ୍ରୀ ଡୋମିନିକ୍ ରାବ୍‌

ନୂଆଦିଲ୍ଲୀ: ବ୍ରିଟେନର ବୈଦେଶିକ ମନ୍ତ୍ରୀ ଡୋମିନିକ୍ ରାବ୍‌ ସୋମବାର ଦିନ ଚାରି ଦିନିଆ ଗସ୍ତ ପାଇଁ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟ ମଧ୍ୟରେ ସେ ପାରସ୍ପରିକ ସ୍ୱାର୍ଥର ଦ୍ୱିପାକ୍ଷିକ, ଆଞ୍ଚଳିକ ତଥା ଅନ୍ତର୍ଜାତୀୟ ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ…

ଅନୈତିକ ସମ୍ପର୍କ ଦେଖିଦେଲା ବୋଲି ମାରିଦେଲେ…

ବାଲେଶ୍ୱର: ବାଲିଆପାଳରେ ନାବାଳିକା ମୃତ୍ୟୁ ଘଟଣାର ଚାଂଚଲ୍ୟକର ଖୁଲାସା ହୋଇଛି । ପଡିଶା ଘର ଯୁବକ ଓ ତାଙ୍କ ଭାଉଜଙ୍କ ମଧ୍ୟରେ ଥିବା ଅନୈତିକ ସମ୍ପର୍କ ଦେଖିଦେବାରୁ ୭ ବର୍ଷର ଏହି କୁନି ଝିଅକୁ ହତ୍ୟା କରାଯାଇଥିବା ବସ୍ତା ଏସଡିପିଓ କହିଛନ୍ତି । ଆଜି ସକାଳେ ନାବାଳିକାର ମୃତଦେହ ପୋଖରୀରୁ…

ମହାମାରୀକୁ ନେଇ ବିଲ୍‌ ଗେଟ୍‌ସଙ୍କ କଡା ଚେତାବନୀ; ଆଗାମୀ ଦିନରେ କରୋନା ଉଗ୍ର ରୂପ ଧାରଣ କରିପାରେ

ୱାଶିଂଟନ୍: ପରବର୍ତ୍ତୀ ଚାରିରୁ ଛଅ ମାସ କରୋନା ମହାମାରୀ ଆହୁରି ଉଗ୍ର ରୂପ ନେଇପାରେ ବୋଲି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ଚେତାବନୀ ଦେଇଛନ୍ତି। ତାଙ୍କ ସଂଗଠନ (ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍) କରୋନା ଟିକା ବିକାଶ ଏବଂ ଯୋଗାଣ ପ୍ରୟାସରେ ସହଯୋଗ କରୁଛି। ନିକଟ…

ହିମାଚଳପ୍ରଦେଶ ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟଙ୍କ ଗାଡି ହାଇଦ୍ରାବାଦ ନିକଟରେ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ

ତେଲଙ୍ଗାନା: ହିମାଚଳପ୍ରଦେଶ ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟଙ୍କ କାର ଆଜି ସକାଳେ ହାଇଦ୍ରାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ସେ ଏକ ବଡ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ହାଇଦ୍ରାବାଦରୁ ନାଲଗୋଣ୍ଡା ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।…