Latest Odisha News

BREAKING NEWS

ବଦଳିପାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ; ଓଡ଼ିଶାର ଚେହେରାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଦ୍ଵିତୀୟ ପାଳିର ଦୁଇ ବର୍ଷ ପୂରା କରିସାରିଥିବା ବେଳେ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହେବା ନେଇ ଦିଲ୍ଲୀରେ ଚର୍ଚ୍ଚା ଜୋର ଧରିଛି। ଗତକାଲି ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଗୁରୁତ୍ଵପୂର୍ଣ୍ଣ ବୈଠକରେ ଏ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି। ଯଦି…

‘ଯୋଗ ଦିବସ’ ଅବସରରେ ଶିଳ୍ପୀ ସୁଦର୍ଶନଙ୍କ ଆକର୍ଷଣୀୟ ବାଲୁକା କଳା ପ୍ରଦର୍ଶନ

ପୁରୀ: ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ‘ଯୋଗ ଦିବସ’ ଅବସରରେ ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା ପ୍ରଦର୍ଶନ କରିଛନ୍ତି । https://twitter.com/sudarsansand/status/1406839396758822915?s=19 ବିଶିଷ୍ଟ ବାଲୁକା…

ଇଶାଙ୍କ ଅଭିନୟ କ୍ୟାରିୟର୍‌କୁ ପସନ୍ଦ କରୁନଥିଲେ ପିତା ଧର୍ମେନ୍ଦ୍ର

ମୁମ୍ବାଇ:ବଲିଉଡ୍‌ର ଭେଟେରାନ୍ ଆକ୍ଟର ଧର୍ମେନ୍ଦ୍ର ଜଣେ ଉଚ୍ଚକୋଟ୍ଟୀର କଳାକାର। ପତ୍ନୀ ହେମା ମାଳିନୀ ମଧ୍ୟ କଳା ଜଗତର ଏକ ଲୋକପ୍ରିୟ ନାଁ। ହେଲେ ଆପଣ ଜାଣନ୍ତି କି ଏକ ସମୟରେ ଅଭିନେତା ଧର୍ମେନ୍ଦ୍ର ନିଜ ଝିଅ ଇଶାଙ୍କ ଅଭିନୟ ଏବଂ ନୃତ୍ୟକଳାରେ କ୍ୟାରିୟର୍‌ ଆରମ୍ଭକୁ ବିରୋଧ କରୁଥିଲେ।…

ଏଠାରେ ଯବାନଙ୍କ ସହ କୁକୁର ବି ଯୋଗାଭ୍ୟାସ କରେ

କାଙ୍କେର: ରାୟପୁରର କାଙ୍କେର ଅଂଚଳରେ ଯବାନ ମାନଙ୍କ ସହ କୁକୁରଙ୍କୁ ମଧ୍ୟ ଯୋଗାଭ୍ୟାସ କରାଯାଏ । ଦେଶୀ ଏବଂ ବିଦେଶୀର ବିଭିନ୍ନ ପ୍ରକାର କୁକୁରଙ୍କ ଏଠାରେ ପ୍ରଶିକ୍ଷଣ ଦିଆଯାଇଥାଏ । ନକ୍ସଲଙ୍କ ସହ ଜଙ୍ଗଲରେ ଅପରେଶନ ବେଳେ ଏହି କୁକୁରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ।…

ଯୋଗମୁଦ୍ରାରେ ଜାଗ୍ରତ ପ୍ରହରୀ: ୧୮ହଜାର ଫୁଟ୍ ଉପରେ ଯୋଗ କଲେ ଯବାନ

ଲଦାଖ: ଯୋଗ ମୁଦ୍ରାରେ ଦେଶର ଯବାନ । ସୀମାରେ ଯୋଗ କଲେ ଜାଗ୍ରତ ପ୍ରହରୀ । ଲଦାଖରେ ୧୮ହଜାର ଫୁଟ୍ ଉଚ୍ଚରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛନ୍ତି ଦେଶର ଯବାନ । ଆଇଟିବିପି ଯବାନମାନେ ବିଭିନ୍ନ ମୁଦ୍ରାରେ ଯୋଗ କରିଛନ୍ତି । ସୀମାରୁ ଯୋଗ ଦ୍ୱାରା ଫିଟ୍ ରହିବାର ଫର୍ମୂଲା ଦେଶବାସୀଙ୍କୁ…

ଆଜି ପୁଣି ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଓଡିଶାର ଅନେକ ଜିଲ୍ଲା ପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଯାହା ଫଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଜୁନ୍ ୨୨ ରୁ ଜୁନ୍ ୨୫ ଯାଏଁ ଅନେକ ଜିଲ୍ଲାରେ…

ଆଜିଠୁ ସମସ୍ତଙ୍କୁ ମାଗଣା କରୋନା ଟିକା

ନୂଆଦିଲ୍ଲୀ: ଆଜିଠୁ ଦେଶରେ ସବୁ ନାଗରିକଙ୍କୁ ମିଳିବ ମାଗଣା କରୋନା ଟିକା। ଭାରତରେ ଟିକାକରଣ ଅଭିଯାନକୁ ଆହୁରି ଉତ୍ସାହିତ କରିବା ଲାଗି ‌କେନ୍ଦ୍ର ସରକାର ନୂଆ ରଣନୀତି ଆରମ୍ଭ କରିଛନ୍ତି। ଏହି ନୀତି ଅନୁଯାୟୀ ୧୮ ବର୍ଷରୁ ଅଧିକ ବୟସର ସମସ୍ତ ଭାରତୀୟ ନାଗରିକଙ୍କୁ ମାଗଣା କରୋନା ଟିକା ପ୍ରଦାନ…

ଅଲ୍ଲୁ ଅର୍ଜୁନ ଅଭିନୀତ ଫିଲ୍ମର ରିମେକରେ କାମ କରିବେ କାର୍ତିକ

ମୁମ୍ବାଇ: ବଲିଉଡର ଉଦୀୟମାନ କଳାକାର କାର୍ତିକ ଆର୍ଯ୍ୟନଙ୍କୁ ଖୁବ୍‌ଶୀଘ୍ର ତେଲୁଗୁର ଏକ ସୁପରହିଟ ଫିଲ୍ମର ରିମେକରେ ଦେଖିବାକୁ ମିଳିବ । ଅର୍ଲ୍ଲୁ ଅର୍ଜୁନ ଓ ପୂଜା ହେଗଡେଙ୍କ ଅଲା ବୈକୁଣ୍ଠପୁରମଲୋ ଫିଲ୍ମ ୨୦୧୮ରେ ରିଲିଜ ହୋଇ ଧମାକା ସୃଷ୍ଟି କରିଥିଲା । ଏହାର ହିନ୍ଦୀ ରିମେକରେ କାର୍ତିକଙ୍କ…

ମୋଷ୍ଟ ଓ୍ୱାଣ୍ଟେଡ୍ ଲସ୍କର କମାଣ୍ଡର ସମେତ ୩ ଆତଙ୍କୀ ନିପାତ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅଭିଯାନରେ ବଡ଼ ସଫଳତା । ସୁରକ୍ଷାକର୍ମୀ ଗୁଳିଲେ ଗଡ଼ିଲା ୩ ଲସ୍କର ଆତଙ୍କବାଦୀଙ୍କ ମୁଣ୍ଡ । ଏମାନଙ୍କ ଭିତରେ ଜଣେ ଲସ୍କର-ଏ-ତୋଇବା ଆତଙ୍କବାଦୀ ସଂଗଠନର କମାଣ୍ଡର ରହିଛି । ତା ନାଁ ମୁଦାସିର ପଣ୍ଡିତ । ସେ ଥିଲା ମୋଷ୍ଟ ଓ୍ୱାଣ୍ଡେଡ୍ ଆତଙ୍କୀ ।…

ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ଭାରତ ୨୧୭, ନ୍ୟୁଜିଲାଣ୍ଡ ୧୦୧/୨

ସାଉଥାମ୍ପଟନ:ଚଳିତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତୀୟ କ୍ରିକେଟ ଦଳର ପ୍ରଥମ ଇନିଂସ ସ୍କୋର ୨୧୭ ରନ ଜବାବରେ ନ୍ୟୁଜିଲାଣ୍ଡ ୨ ଉଇକେଟ ବିନିମୟରେ ୧୦୧ ରନ ସଂଗ୍ରହ କରି ନେଇଛି । ଟିମ୍ ଇଣ୍ଡିଆ ଏବେ ବି ୧୧୬ରନରେ ଆଗୁଆ ରହିଛି । ଷ୍ଟମ୍ପସ ଅପସାରଣ…