ନଦିୟାରେ ୮୦୦ କୋଟି ବଜେଟରେ ନିର୍ମିତ ହେଉଛି ବିଶ୍ୱର ସବୁଠାରୁ ବଡ କୃଷ୍ଣ ମନ୍ଦିର
ନଦିୟା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାଠାରୁ ୧୩୦ କିମି ଦୂରରେ ନିର୍ମିତ ହେଉଛି ବିଶ୍ୱର ସର୍ବ ବୃହତ ଶ୍ରୀକୃଷ୍ଣ ମନ୍ଦିର । ୬ ଲକ୍ଷ ସ୍କ୍ୱାୟର ଫିଟରେ ପ୍ରସ୍ତୁତ ହେଉଥିବା ଏହି ଭବ୍ୟ ମନ୍ଦିରର ବଜେଟ ରହିଛି ୮୦୦ କୋଟି ଟଙ୍କା । ୨୦୦୯ରୁ ଏହାର କାର୍ଯ୍ୟ ଦ୍ରୁତ ବେଗରେ ଆରମ୍ଭ ହୋଇଯାଇଛି ।…