Latest Odisha News

BREAKING NEWS

ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ; ଏଣିକି କୋଭିଡ୍‌ ରୋଗୀଙ୍କ ଘର ବାହାରେ ଆଉ ଲାଗିବନି ପୋଷ୍ଟର

ନୂଆଦିଲ୍ଲୀ: କରୋନାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ କୌଣସି ରାଜ୍ୟ କୋଭିଡ -୧୯ ରୋଗୀଙ୍କ ଘର ବାହାରେ ପୋଷ୍ଟର ଲଗାଇ ପାରିବେ ନାହିଁ। କେନ୍ଦ୍ର ସରକାରଙ୍କ ଗାଇଡଲାଇନରେ ପୂର୍ବରୁ ସେପରି କିଛି କୁହାଯାଇ ନାହିଁ। ପୋଷ୍ଟର…

ଭୁବନେଶ୍ୱରରେ ନାବାଳକ ସ୍କୁଟି ଚାଳକଙ୍କୁ ୨୬ ହଜାର ଟଙ୍କା ଫାଇନ୍

ଭୁବନେଶ୍ୱର: କରୋନା ଯୋଗୁ କୋହଳ ଥିବା ଟ୍ରାଫିକ କଟକଣା ପୁଣି ଥରେ କଡ଼ାକଡ଼ି ହୋଇଛି । ଭୁବନେଶ୍ୱର ଜୋରଦାର ହୋଇଚି ଧରପଗଡ଼ । ନିୟମ ଉଲ୍ଲଂଘନ ଯୋଗୁ ଜଣେ ସ୍କୁଟି ଚାଳକଙ୍କ ଉପରେ ପଡ଼ିଛି ୨୬ହଜାର ଟଙ୍କା ଫାଇନ । ସ୍କୁଟି ଚାଳକ ଓ ପଛରେ ବସିଥିବା ଆରୋହୀ ହେଲମେଟ ପିନ୍ଧିନଥିଲେ । ସେମାନଙ୍କର…

ଟୁଇଟ୍ କରି ସୋନିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ଆଜି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଜନ୍ମଦିନ। ଦଳର ନେତାଙ୍କ ଠାରୁ ଆରମ୍ଭ କରି ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି କଂଗ୍ରେସ ନେତାଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସୋନିଆ ଗାନ୍ଧୀଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି।…

କ୍ରିକେଟକୁ ଅଲବିଦା କହିଲେ ଟିମ୍ ଇଣ୍ଡିଆର ଏହି ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ୍

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଟିମ୍ ଇଣ୍ଡିଆର ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ୍ ପାର୍ଥିବ ପଟେଲ । ୧୮ ବର୍ଷର ଇଣ୍ଟରନ୍ୟାସନାଲ୍ କ୍ରିକେଟ କ୍ୟାରିୟରରେ ଦି ଏଣ୍ଡ କରିଛନ୍ତି । ଟେଷ୍ଟ, ଦିନିକିଆ ଓ ଟି-ଟ୍ୱେଣ୍ଟିରୁ ପାର୍ଥିବ ଅବସର ଘୋଷଣା କରିଛନ୍ତି । ଆଗକୁ…

ଫୋର୍ବସ: ବିଶ୍ୱର ୪୧ତମ ଶକ୍ତିଶାଳୀ ମହିଳା ଅର୍ଥମନ୍ତ୍ରୀ ସୀତାରମଣ

ନୂଆଦିଲ୍ଲୀ: ଫୋର୍ବସ୍ ତାଲିକାରେ ବିଶ୍ୱର ୧୦୦ ଶକ୍ତିଶାଳୀ ମହିଳାଙ୍କ ତାଲିକା ପ୍ରକାଶ ପାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଆମେରିକାର ନବନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ୍, ବାୟୋକନ୍ ପ୍ରତିଷ୍ଠାତା କିରଣ ମଜୁମଦାର ଖାଁ ଏବଂ ଏଚ୍‌ସିଏଲ୍‌ ଏଣ୍ଟରପ୍ରାଇଜେସ୍ ସିଇଓ ରୋଶନୀ ନାଦର…

ଅର୍ବାନ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସରେ ଓଡ଼ିଶା ଏକ ନମ୍ବର

ନୂଆଦିଲ୍ଲୀ: ଅର୍ବାନ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସରେ ସାରା ଦେଶରେ ଏକ ନମ୍ବର ସ୍ଥାନରେ ରହିଛି ଓଡ଼ିଶା । ପ୍ରଜା ଫାଉଣ୍ଡେସନ ପକ୍ଷରୁ ହୋଇଥିବା ସର୍ଭେରେ ଓଡ଼ିଶା ୧୦୦ ମାର୍କରୁ ୫୬.୮୬ ପ୍ରତିଶତ ମାର୍କ ପାଇ ପ୍ରଥମ ସ୍ଥାନରେ ରହିଛି । ରାଜଧାନୀ ଦିଲ୍ଲୀ ଓ ୨୮ ରାଜ୍ୟର ୪୦ ସହରରେ ଏହି ସର୍ଭେ…

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ନୂତନ ବ୍ୟାଗ୍‌ ପଲିସି; ଏଣିକି ସ୍କୁଲ୍‌ ପିଲାଙ୍କ ବ୍ୟାଗ୍‌ର ଓଜନ ୫ କେ.ଜିରୁ ଅଧିକ ହେବ…

ନୂଆଦିଲ୍ଲୀ: ସ୍କୁଲ ଛାତ୍ରଛାତ୍ରୀଙ୍କ ବ୍ୟାଗକୁ ନେଇ ଅନେକ ସମୟରେ ବିବାଦ ଉପୁଜିଥିବା ବେଳେ ସରକାର ଏହି ବିବାଦକୁ ଏବେ ଶେଷ କରି ଦେଇଛନ୍ତି। ଏ ବାବଦରେ ସରକାର ଏକ ନୂତନ ବ୍ୟାଗ ପଲିସି ପ୍ରସ୍ତୁତ କରିଛନ୍ତି। ସେହି ଅନୁଯାୟୀ, ସ୍କୁଲ ପିଲାମାନଙ୍କର ବ୍ୟାଗ୍‌ର ଓଜନ ଦଶ ପ୍ରତିଶତରୁ ଅଧିକ ହେବ…

ଗପ: ବାପା ଓ ତାଙ୍କ ସାଇକେଲ

ଦତ୍ତାତ୍ରେୟ ପଣ୍ଡା ଛୋଟ ବେଳୁ ଦେଖୁଥିଲି ବାପା ଙ୍କ ସାଇକେଲ କୁ। ଚବିଶ ଇଁଚିଆ ଡେଙ୍ଗା ସାଇକେଲ । ପୁରୁଣା କାଳିଆ ମଡେଲ ଯେହେତୁ ଭାରି ଦମ୍ଭିଲା। ବାପା ରେଭେନ୍ସାରେ ସ୍ନାତକ ପଢିଲା ବେଳେ କୁଆଡେ ଜେଜେ ବାପା ଦେଇଥିବା ପକେଟ ମନି ରୁ ସେ ଛଶହ ଟଙ୍କା ଦେଇ କିଣିଥିଲେ ସେତେବେଳେ ହଷ୍ଟେଲ…

୧୯ ବର୍ଷ ପୂର୍ବେ ମାତ୍ର ୧୯ ବର୍ଷ ବୟସରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଏହି ଅଭିନେତ୍ରୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ହିନ୍ଦୀ ସିନେମାର ଜଣେ ପ୍ରସିଦ୍ଧ ତଥା ସୁନ୍ଦର ଅଭିନେତ୍ରୀ। ମିସ୍ ଏସିଆ ପାସିଫିକ୍ ଇଣ୍ଟରନ୍ୟାସନାଲ୍ ଜିତିବାର ଏକ ବର୍ଷ ପରେ ଦିୟା ୨୦୦୦ରେ ବଲିଉଡରେ ଡେବ୍ୟୁ କରିଥିଲେ। ଆଜି, ଡିସେମ୍ବର ୯ରେ, ଦିୟା ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଦିୟା…

କୃଷି ଆଇନ ପ୍ରସଙ୍ଗରେ ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ବିରୋଧୀ ଦଳ ପ୍ରତିନିଧି

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ ବିରୋଧୀ ଦଳଗୁଡ଼ିକର ପ୍ରତିନିଧି । ସଂଧ୍ୟା ୫ଟାରେ କୃଷି ଆଇନ ପ୍ରସଙ୍ଗରେ ଆଲୋଚନା କାର୍ଯ୍ୟକ୍ରମ ରହିଛି। କୋଭିଡ କଟକଣା ଯୋଗୁଁ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ୫ ଜଣଙ୍କୁ ଅନୁମତି ମିଳିଛି । ବିରୋଧୀଙ୍କ ମିଳିତ ପ୍ରତିନିଧି ଦଳରେ…