ଇସ୍ରାଏଲ ପୂର୍ବତନ ପ୍ରଫେସରଙ୍କ ଚାଂଚଲ୍ୟକର ବୟାନ, ଏଲିୟନ ମାନେ ଗୁପ୍ତ ଭାବେ ଆମ ସହ କାମ କରୁଛନ୍ତି
ନୂଆଦିଲ୍ଲୀ: ଇସ୍ରାଏଲର ପୂର୍ବତନ ସ୍ପେଶ ସିକ୍ୟୁରିଟି ଚିଫ ହେମ ଇଶେଡ ମଙ୍ଗଳବାର ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଏଲିୟନ ଅଛନ୍ତି ଏହା ପ୍ରମାଣିତ ହୋଇ ସାରିଛି । ସେମାନେ ଆମ ସରକାରଙ୍କ ସହ ଗୁପ୍ତ ଭାବେ କାମ କରୁଛନ୍ତି । ଏଲିୟନଙ୍କ ଅନେକ ଫର୍ଦ୍ଦ ଏବେ ବି ରହସ୍ୟାବୃତ ହୋଇ ରହିଛି…