Latest Odisha News

BREAKING NEWS

୧୬ରୁ ଖୋଲିବ ସମସ୍ତ କେନ୍ଦ୍ରୀୟ ଐତିହ୍ୟ ସ୍ଥଳୀ

ନୂଆଦିଲ୍ଲୀ : ଜୁନ୍‌ ୧୬ରୁ ଖୋଲିବ ଦେଶର ସମସ୍ତ ଐତିହ୍ୟ ସ୍ଥଳୀ । ଏଏସଆଇ ଦ୍ବାରା ପରିଚାଳିତ ଏହି କୀର୍ତ୍ତିରାଜୀ ବା ଐତିହ୍ୟସ୍ଥଳୀ କରୋନା ମହାମାରୀ କାରଣରୁ ବନ୍ଦ ଥିଲା । ଏବେ ଏହି ଐତିହ୍ୟସ୍ଥଳୀ ଓ ସଂଗ୍ରହାଳୟକୁ ଆସନ୍ତା ୧୬ ତାରିଖରୁ ଖୋଲିବାକୁ ନିଷ୍ପତ୍ତି ନେଇଛି ଏଏସଆଇ । ଏହି ସମୟରେ…

ଲମ୍ବା କେଶ ପାଇଁ ଜେଲ୍‌ ଗଲେ ଏହି କଳାକାର

ନୂଆଦିଲ୍ଲୀ: ଲମ୍ବା କେଶ ପାଇଁ ଜେଲ୍‌ ଗଲେ କଳାକାର। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ। କିନ୍ତୁ ଏହା ସତ। ପାକିସ୍ତାନର ଜଣେ କଳାକାର ଅବୁଜାର ମଧୁଙ୍କୁ ତାଙ୍କ ଲମ୍ବା କେଶ ଯୋଗୁ ଗିରଫ ହୋଇଥିଲେ। ଲାହୋରରେ ପୋଲିସ ତାଙ୍କୁ ଗିରଫ କରିଥିଲା ​​ଏବଂ ତାଙ୍କୁ ଜେଲରେ ଗୋଟିଏ ରାତି କଟାଇବାକୁ…

ଓଡ଼ିଶା ଖଣିଜ ସମ୍ପଦର ଭବିଷ୍ୟତ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର… ଓଡ଼ିଶା ଖଣିଜ ସମ୍ପଦର ଭବିଷ୍ୟତ , ଚାଇନା , ଜାପାନ , ଆମେରିକା । ଯେଉଁ ଦେଶର ଖଣିଜ ସମ୍ପଦ ବିଦେଶକୁ ରପ୍ତାନୀ ହୁଏ, ସେ ଦେଶର ଲୋକେ ହତଭାଗା, ଅପଦାର୍ଥ, ଅଯୋଗ୍ୟ । ଆମେ ସେଇ ହତଭାଗା ଓଡ଼ିଆ ଆମ ରାଜ୍ୟରୁ କ୍ରୋମାଇଟ୍, ଲୁହାପଥର ଚୀନ୍‌,…

ଏହି ରାଜ୍ୟରେ ଜୁଲାଇ ୧ ଯାଏ ବଢିଲା ଲକ୍‌ଡାଉନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପୁଣି ବଢିଲା ଲକ୍‌ଡାଉନ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ଲକ୍‌ଡାଉନ ଅବଧିକୁ ଜୁଲାଇ ୧ ଯାଏ ବୃଦ୍ଧି କରିଛନ୍ତି। ଏ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି। ରାଜ୍ୟରେ କୋଭିଡ୍‌ ସ୍ଥିତିକୁ ଦୃଷ୍ଟିରେ ରଖି ଜୁଲାଇ ୧…

ଟିକା ନେବା ପରେ ଶରୀର ପାଲଟି ଯାଉଛି ଚୁମ୍ବକ!

ଝାଡଖଣ୍ଡ: କରୋନା ଟିକା ନେବା ପରେ ଏବେ ଲୋକଙ୍କ ଶରୀରରେ ଅଜବ ପ୍ରତିକ୍ରିୟା ହେଉଥିବା ଦେଖିବାକୁ ମିଳୁଛି। କରୋନା ଦ୍ବିତୀୟ ଡୋଜ ଟିକା ନେବା ପରେ ଲୋକଙ୍କଠାରେ ଆପେ ଆପେ ଚୁମ୍ବକୀୟ ଶକ୍ତି ଉତ୍ପନ ହେଉଛି। ଗୋଟିଏ କି ଦୁଇଟି ନୁହେଁ ବରଂ ଏଭଳି ଅନେକ ମାମଲା ଏବେ ସୋସିଆଲ ମିଡିଆରେ…

ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା, ଷ୍ଟ୍ରେଚର୍ ଭରସାରେ ରୋଗୀ

ମାଲକାନଗିରି: ଲୋକେ ଚନ୍ଦ୍ରରେ ଜାଗା କିଣିଲେଣି । ମଙ୍ଗଳ ଗ୍ରହରେ ଜୀବନର ଉତ୍ସ ଖୋଜିଲେଣି । ତଥାପି ମାଲକାନଗିରି ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳର ରାସ୍ତା ଏ ପର୍ମ୍ୟନ୍ତ ବର୍ଷା ମାଡକୁ ସହିପାରୁନି । ନିର୍ମିତ ହୋଇପାରୁନି ପକ୍କା ରାସ୍ତା । ଫଳରେ ଦୈନନ୍ଦିନ ଜୀବନରେ ଯାତାୟାତ ହେଉ ଅବା…

ମୃତ୍ୟୁ ପରେ ବି ବଢୁଛି ସୁଶାନ୍ତଙ୍କ ଫଲୋଅର୍ସ ସଂଖ୍ୟା

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ଏକ ବର୍ଷ ବିତିଗଲାଣି। ଆଜିର ଦିନରେ ସୁଶାନ୍ତଙ୍କ ଆତ୍ମହତ୍ୟା କରିଥିବା ଗଟଣା ସମସ୍ତଙ୍କୁ ଚକିତ କରିଦେଇଥିଲା। ତେବେ ସୁଶାନ୍ତ ସିନା ତାଙ୍କ ପ୍ରଶଂସକଙ୍କୁ ଛାଡି ଚାଲିଯାଇଛନ୍ତି ହେ‌ଲେ ତାଙ୍କ ପ୍ରଶଂସକ ତାଙ୍କୁ ଆଜି…

ବଲାଙ୍ଗୀର ଉପକଣ୍ଠରେ ସଡକ ଦୁର୍ଘଟଣା, ୩ ଗୁରୁତର

ବଲାଙ୍ଗୀର: ଦୁଇଟି କାର ମୁହାଁମୁହିଁ ହେବା ଫଳରେ ୩ ଗୁରୁତର । ଆଜି ସକାଳେ ସିନଖମନଠାରେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ତୀବ୍ର ଧକ୍କାରେ ଦୁଇଟି କାର ଚୁରମାର ହୋଇଥିବା ଜଣାପଡିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଆଜି ସକାଳ ପ୍ରାୟ ୮ଟା ସମୟରେ ଟିଟଲାଗଡରୁ ଆସୁଥିବା ଏକ କାର ସହ…

ଜୁନ୍ ୧୬ରୁ ଖୋଲିବ କୋଣାର୍କ ସମେତ ବିଭିନ୍ନ ଐତିହ୍ୟ ସ୍ଥଳୀ

ଭୁବନେଶ୍ୱର: ଜୁନ୍ ୧୬ ରୁ ଜନସାଧାରଣଙ୍କ ପାଇଁ ଖୋଲିବ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଅଫ୍ ଇଣ୍ଡିଆ (ଏଏସଆଇ) ଅଧୀନରେ ଥିବା କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକୀ ଏବଂ ସଂଗ୍ରହାଳୟ। “ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଏବଂ ଏସଓପି ଗୁଡିକ ପର୍ଯ୍ୟଟକଙ୍କ ଭିଡକୁ ନିୟନ୍ତ୍ରଣ କରିବାରେ ଅନୁସରଣ…

ସଂକ୍ରମଣ ହାର ଓ ଲୋକଙ୍କ ବ୍ୟବହାର ଉପରେ ନିର୍ଭର ଅନଲକ୍ ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ହାର କମିବା ଓ ଲୋକଙ୍କ ବ୍ୟବହାର ଉପରେ ଅନଲକ୍ ଜାରି ହେବା ନିଷ୍ପତ୍ତି ନିର୍ଭର କରୁଛି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି। କୋଭିଡ ଟେଷ୍ଟ ପଜିଟିଭିଟି ହାର (ଟିପିଆର) ହ୍ରାସ ପାଉଛି ଏବଂ ଏହା ଆହୁରି ହ୍ରାସ ପାଇବ। ପରିସ୍ଥିତିକୁ ଦୃଷ୍ଟିରେ ରଖି…