ଖୁବ୍ ଶୀଘ୍ର ସାଧାରଣ ଲୋକଙ୍କୁ ବି ମିଳିବ କରୋନା ଟୀକା; ବ୍ରିଟେନରେ ‘ପିଫାଇଜର୍ ବାୟୋନ୍ଟେକ୍’…
ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁଁ ବିଶ୍ୱବାସୀ ଭୟଭୀତ ହୋଇପଡିଛନ୍ତି। କରୋନା ସଂକ୍ରମଣ ବଢିବା ସହିତ କରୋନା ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ, ବିଶ୍ୱବାସୀ ଉତ୍ସାହର ସହ କରୋନା ଟିକାକୁ ଅପେକ୍ଷା କରିଛନ୍ତି। ଏଥି ସହିତ, ଲୋକଙ୍କ ଏହି…