Latest Odisha News

BREAKING NEWS

ପାଣି ପିଇବା ବେଳେ ହାତୀ ଶୁଣ୍ଢକୁ ମାଡ଼ି ବସିଲା କୁମ୍ଭୀର, ତାପରେ କଣ ହେଲା …

ଓଡ଼ିଶା ସମ୍ବାଦ ବ୍ୟୁରୋ: ମୃତ୍ୟୁ କେତେବେଳେ କେମିତି ଆସିବ କେହି କହି ପାରିବେ ନାହିଁ । କିନ୍ତୁ ଧୈର୍ଯ୍ୟର ସହ ମୁକାବିଲା କଲେ ବେଳେବେଳେ ମୃତ୍ୟୁ ବି ହାର ମାନିଯାଏ । ଏମିତି ଏକ ରୋମାଞ୍ଚକର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ପାଣି ପିଇବା ବେଳେ ହାତୀ ଦଳଙ୍କ ଉପରେ ହଠାତ୍…

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ଅଭିନେତା ଦିଲୀପ କୁମାର

ମୁମ୍ବାଇ: ନିଶ୍ବାସ ପ୍ରଶ୍ବାସ ନେବାରେ ଅସହଜ ମନେ କରିବାରୁ ବଲିଉଡ୍‌ ଭେଟେରାନ ଆକ୍ଟର ଦିଲୀପ କୁମାରଙ୍କୁ ଜୁନ୍ ୬ ରେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟରେ ସୁଧାର ଆସିବା ପରେ ଆଜି ତାଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି। ଏହାପୂର୍ବରୁ ମଧ୍ୟ…

ଦରଦାମ୍ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା

ଢ଼େଙ୍କାନାଳ: ଦରଦାମ୍ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଗଣଧାରଣା । ଢ଼େଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଅତ୍ୟାବଶ୍ୟକୀୟ ଜିନିଷପତ୍ରର ଦରଦାମ ବୃଦ୍ଧିକୁ ବିରୋଧ କରାଯାଇଛି । ସେହିଭଳି ପେଟ୍ରୋଲ, ଡିଜେଲର ଦାମ୍ ବୃଦ୍ଧି ବିରୋଧରେ ପେଟ୍ରୋଲ ପମ୍ପ ସମ୍ମୁଖରେ ଢ଼େଙ୍କାନାଳ କଂଗ୍ରେସ…

ତାଲାବନ୍ଦ ଏକ ପ୍ରକାର ଚକ୍ରବ୍ୟୁହ

ସହର ବର୍ତ୍ତମାନ ତାଲାବନ୍ଦ ଚକ୍ରବ୍ୟୁହରେ ଛନ୍ଦି ହୋଇ ପଡିଛି। ଗତ ବର୍ଷ ଭଳି ଏ ବର୍ଷ ସେପରି ଲୋକମାନଙ୍କ ମଧ୍ୟରେ କୋଳାହଳ ନାହିଁ ; କେବେ ତାଲାବନ୍ଦ ଅନ୍ତ ଘଟିବ। ଅବଶ୍ୟ ଗଣମାଧ୍ୟମରେ କିଛି ବିଶେଷଜ୍ଞ ଯେଉଁମାନେ ତାଲାବନ୍ଦ ପାଇଁ ଆହ୍ୱାନ ଦେଇଥିଲେ ସେହିମାନେ କେତେବେଳେ କହୁଛନ୍ତି ଏହା ବଢ଼ିବା…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଉ ଏକ ମାମଲାରେ ବେଲ୍, ଜେଲରୁ ବାହାରିବା ରାସ୍ତା ପରିସ୍କାର

କଟକ: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ପୁଣି ଆଶ୍ୱସ୍ତି । ଗୋଳନ୍ଥରା ଥାନାରେ ଦାୟର ଅନ୍ୟ ଏକ ମାମଲାରେ ତାଙ୍କୁ ଆଜି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଓଡ଼ିଶା ହାଇକୋର୍ଟ । ପୂର୍ବରୁ କ୍ରାଇମବ୍ରାଞ୍ଚ ସମେତ ୫ଟି ମାମଲାରେ ତାଙ୍କୁ ବେଲ୍ ମଞ୍ଜୁର ହୋଇଛି । ଫଳରେ ଏବେ ପ୍ରଦୀପ…

ଟିକାକରଣକୁ ନେଇ ବାବା ରାମଦେବଙ୍କ ମନ ପରିବର୍ତ୍ତନ; କହିଲେ ଖୁବ୍‌ ଶୀଘ୍ର ନେବେ ଟିକା

ଡେରାଡୁନ୍‌: କିଛିଦିନ ତଳେ କରୋନା ବିରୋଧରେ ଏଲୋପାଥି ଔଷଧ ପ୍ରୟୋଗକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ ବାବା ରାମଦେବ। କିନ୍ତୁ ହଠାତ୍‌ ଟିକାକରଣକୁ ନେଇ ବଦଳିଗଲା ଯୋଗ ଗୁରୁ ବାବା ରାମଦେବଙ୍କ ମନ। ସେ ଏବେ ଟିକା ନେବାକୁ ପ୍ରସ୍ତୁତ ଅଛନ୍ତି। ସେ ଖୁବ୍‌ ଶୀଘ୍ର କରୋନା…

ଭୁବନେଶ୍ୱରରେ ସ୍କୁଲ ଖେଳ ପଡ଼ିଆ ଜମି ଆଇଏଏସ ଅଫିସର୍ସ ସଂଘକୁ ଟେକି ଦେବା ନିଷ୍ପତ୍ତିରୁ ଓହରିଲେ ରାଜ୍ୟ ସରକାର

ଭୁବନେଶ୍ୱର: ଫ୍ରଣ୍ଟିୟର ମିଡିଆ ଗ୍ରୁପର ଇଂରାଜୀ ଓ୍ୱେବସାଇଟ୍ odishabytes.comର ବଡ଼ ପ୍ରଭାବ । ଭୁବନେଶ୍ୱର ୟୁନିଟ୍-୬ରେ ଥିବା ସ୍କୁଲ ଖେଳ ପଡ଼ିଆର କିଛି ଅଂଶକୁ ଆଇଏଏସ୍ ଅଫିସର୍ସ ଆସୋସିଏସନକୁ ଟେକି ଦେବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛନ୍ତି ରାଜ୍ୟ ସରକାର । ସଂପୃକ୍ତ ଜାଗାରେ…

ମହାଭାରତରେ ଦ୍ରୌପଦୀ ହେବେ ଅଭିନେତ୍ରୀ ରିୟା!

ନୂଆଦିଲ୍ଲୀ: ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ବେଶ୍‌ ଚର୍ଚ୍ଚାରେ ରହିଆସିଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ନିଶା କାରବାର ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୌଭିକ୍‌ଙ୍କୁ ଗିରଫ କରାଯାଇଥିଲା।…

ବଂଶମରା ଡାହୁକ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ହରିପୁର ଗାଁରେ ହୁରି ପଡ଼ିଛି । ପୋଲିସବାଲା ଗାଁ ଭିତରକୁ ମାଡ଼ି ଆସୁଛନ୍ତି । ନାଲି ଟୋପି ପିନ୍ଧା ପୋଲିସ । ପୋଲିସକୁ ଦେଖିବା ତ ଦୂରର କଥା, ଖାଲି ନାଁ ପଡ଼ିଗଲେ ଲୋକଙ୍କ ପିଳେହି ପାଣି । ପୋଲିସବାଲା ଥାନା ଗାଡ଼ିରେ ଆସୁଛନ୍ତି, ଆଉ…

୧୨୧ ବର୍ଷ ମଧ୍ୟରେ ଗତ ମେ ମାସରେ ଦ୍ୱିତୀୟ ସର୍ବାଧିକ ବର୍ଷା ରେକର୍ଡ

ନୂଆଦିଲ୍ଲୀ: ୧୨୧ ବର୍ଷ ମଧ୍ୟରେ ଗତ ମେ ମାସରେ ଦ୍ୱିତୀୟ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏକ ମାସିକ ରିପୋର୍ଟ ପ୍ରକାଶ କରିଛି। ମେ ମାସରେ ରେକର୍ଡ ହୋଇଥିବା ସର୍ବନିମ୍ନ ତାପମାତ୍ରା ୧୯୧୭ ମସିହାରେ ୩୨.୬୮ ଡିଗ୍ରୀ ସେଲସିୟସ ଥିଲା। ୨୦୨୧…