Latest Odisha News

BREAKING NEWS

ଓଡ଼ିଶାରୁ ଆଜି ୫୨୩୫ କରୋନା ଆକ୍ରାନ୍ତ ଚିହ୍ନଟ, ୧୨ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶହେରୁ କମ୍

ଭୁବନେଶ୍ୱର: ଓଡ଼ିଶାରେ କରୋନାର ଦୈନିକ ସଂକ୍ରମଣ ତଳକୁ ତଳକୁ ଖସୁଛି । ଆଜି ୬ ହଜାରରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ୫ହଜାର ୨୩୫ ନୂଆ ଆକ୍ରାନ୍ତ ବାହାରିଛନ୍ତି । କ୍ୱାରେଣ୍ଟାଇନରୁ ୨ହଜାର ୯୫୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨ହଜାର ୨୭୮ । ୧୨ ଜିଲ୍ଲାରେ ନୂଆ…

ପରଲୋକରେ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ

ଭୁବନେଶ୍ୱର: ଆଉ ନାହାନ୍ତି ପଦ୍ମଶ୍ରୀ ପ୍ରଫେସର ରାଧାମୋହନ । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ପରଲୋକ ନେଇ ଝିଅ ସାବରମତୀ ସୂଚନା ଦେଇଛନ୍ତି । ଅସୁସ୍ଥତା କାରଣରୁ ଗତ…

କବିତା : ଶବ ଗଣା

ଗଦାଧର ସାହୁ  ସର୍ବଦଳୀୟ ବୈଠକ ଡାକ ସମସ୍ତେ ମିଶି ଶବ ଗଣିବା । କୋଉଠୁ ଆରମ୍ଭ କରିବା ଏ ଶବ ଗଣା ? କେମିତି ଗଣିବା ? କେତେ ଗଣିବା ? ଛାତିରେ ହାତ ରାଖି ସତ କୁହ ଆତ୍ମୀୟସ୍ଵଜନଙ୍କୁ ଗଣିବାକୁ ଧୈର୍ଯ୍ୟ ଅଛି ତ ? ଗଣିବା ନା ସେଇଠି ଅଟକିବା ? ନିଜକୁ , ଶତ୍ରୁକୁ,…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୧-୬-୨୦୨୧ ଶୁକ୍ରବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁନ ତା ୧୧ରିଖ ଶୁକ୍ରବାର ବୃଷ ୨୮ ଦିନ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥି ମୃଗଶିରା ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର- ବିଛା ଧନୁ ଓ ମୀନ ରାଶିର ଘାତ ଚନ୍ଦ୍ର- କନ୍ୟା ରାଶି ପୁରୁଷ, ବିଛା ଓ…

ଭାରତ-ବାଂଲାଦେଶ ସୀମାରୁ ଚୀନ୍ ନାଗରିକ ଗିରଫ

କୋଲକାତା : ଭାରତ-ବାଂଲାଦେଶ ସୀମା ନିକଟ ପଶ୍ଚିମବଙ୍ଗ ମାଲଦା ଜିଲ୍ଲାରୁ ଜଣେ ଚୀନ ନାଗରିକକୁ ଗିରଫ କରାଯାଇଛି । ଚୀନ ନାଗରିକ ଅନ୍ତର୍ଜାତୀୟ ସୀମା ପାର କରି ଭାରତରେ ବେଆଇନ ଭାବେ ପ୍ରବେଶ ଅଭିଯୋଗରେ ତାଙ୍କୁ ଗିରଫ କରିଛି ବିଏସଏଫ । ସନ୍ଦେହଜନକ ଅବସ୍ଥାରେ ସୀମା ନିକଟରେ ବୁଲୁଥିବା ସମୟରେ…

G7 ଶିଖର ସମ୍ମିଳନୀରେ ଭାଗନେବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: G7 ଶିଖର ସମ୍ମିଳନୀରେ ଭାଗନେବେ ପ୍ରଧାନମନ୍ତ୍ରୀ ମୋଦି l G7 ଶିଖର ସମ୍ମିଳନୀକୁ ଆଗକୁ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨ ଏବଂ ୧୩ ଜୁନରେ ହେବାକୁ ଥିବା ସମ୍ମିଳନୀରେ ଭରଚୁଆଲରେ ଭାଗ ନେବେ l ବିଦେଶ ମନ୍ତ୍ରଣାଳୟ ଦେଲା ସୂଚନା ପୂର୍ବ ମାସରେ ବିଦେଶ ମନ୍ତ୍ରଣାଳୟ…

ପୌରାଞ୍ଚଳର ଠିକା, ସାମୟିକ କର୍ମଚାରୀଙ୍କ ପାଇଁ ଇଏସ୍‌ଆଇ ସୁବିଧା

ନୂଆଦିଲ୍ଲୀ : ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ପୌରସଂସ୍ଥାର କାର୍ଯ୍ୟରତ ଠିକା ଓ ସାମୟିକ କର୍ମଚାରୀଙ୍କୁ କର୍ମଚାରୀ ରାଜ୍ୟ ବୀମା ବା ଇଏସଆଇ ବ୍ୟବସ୍ଥାରେ କରାଯାଇଛି ଅନ୍ତର୍ଭୁକ୍ତ । କେନ୍ଦ୍ର ଶ୍ରମ ଓ ନିଯୁକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଏନେଇ…

ଲକ୍‌ଡାଉନରେ ଲୁଟେରାଙ୍କ ରାଜ୍‌, ଲୁଟି ନେଲେ ଦେଢ କୋଟି

ପାଟନା :  ଦିନ ହେଉ କି ରାତି । ଘର ହେଉ କି ବ୍ୟାଙ୍କ । ଲକ୍‌ଡାଉନରେ ସବୁଠି ଲୁଟେରାଙ୍କ ରାଜ୍‌ । ସବୁଠି ଚାଲିଛି ଲୁଟ୍ ପାଟ ।  ବିହାରର ବୈଶାଳୀ ଜିଲ୍ଲାର ହାଜିପୁର ଜାରୁଆ ଅଞ୍ଚଳରେ ବ୍ୟାଙ୍କରୁ ଲୁଟେରା ଲୁଟିନେଲେ କୋଟିଏରୁ ଅଧିକ ଟଙ୍କା । ବାଇକରେ ଆସିଥିବା ପାଞ୍ଚ ଜଣ ଲୁଟେରା ଟଙ୍କା ଲୁଟି…

ରାଜ୍ୟର ୧୧ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଓଡିଶାର ୧୧ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା ନେଇ ଗୁରୁବାର ଦିନ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଜିଲ୍ଲା ଗୁଡ଼ିକ ମଧ୍ୟରେ ରହିଛି- ସୁନ୍ଦରଗଡ଼, ଯାଜପୁର, କୋରାପୁଟ, ମାଲକାନଗିରି, ସମ୍ବଲପୁର, ଜଗତସିଂହପୁର, ଅନୁଗୁଳ,…

ଟୀକା ନେଇ ଶିଶୁର ମୃତ୍ୟୁ ଅଭିଯୋଗ

ଯାଜପୁର  : ଟୀକା ନେଇ ଶିଶୁର ମୃତ୍ୟୁ ହୋଇଯାଇଥିବା ଅଭିଯୋଗ । ଏହି ଅଭିଯୋଗ ଆସିଛି ଯାଜପୁର ବିଞ୍ଝାରପୁର ଥାନା ପଂଳପୁର ଅଞ୍ଚଳରୁ । ଏକ ୨୫ ଦିନର ଶିଶୁକୁ ଟୀକା ଦିଆଯିବା ପରେ ତାର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଶିଶୁଟିକୁ ପଂଳପୁର ପ୍ରାଥମିକ ବିଦ୍ୟାଳୟରେ ଡାକ୍ତରଖାନା…