Latest Odisha News

BREAKING NEWS

ଏକାଠି ଆସୁଛନ୍ତି ମନୋଜ ବାଜପାୟୀ, ନିନା ଓ ସାକ୍ଷୀ ତନୱର !

ମୁମ୍ବାଇ: ତିନି ପୁରୁଖା କଳାକାରଙ୍କୁ ନେଇ ସାମ୍ନାକୁ ଆସିବ ଥ୍ରୀଲର୍ ଫିଲ୍ମ "ଡାଏଲ୍‌- ୧୦୦" । ସୋନୀ ପିକ୍‌ଚର୍ସ ବ୍ୟାନର୍ ତଳେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମରେ ମନୋଜ ବାଜପାୟୀ, ନିନା ଗୁପ୍ତା ଓ ସାକ୍ଷୀ ତନୱରଙ୍କ ଭଳି ଜଣାଶୁଣା କଳାକାର ନଜର ଆସିବେ । Excited to announce my…

ଲାହୋର ହେଉଛି ଦୁନିଆର ସବୁଠାରୁ ପ୍ରଦୂଷିତ ସହର; ଦିଲ୍ଲୀ ଦ୍ୱିତୀୟ

ନୂଆଦିଲ୍ଲୀ: ବିଶ୍ୱର ପ୍ରଦୂଷିତ ସହର ତାଲିକାରେ ପାକିସ୍ତାନର ଲାହୋର ପ୍ରଥମ ସ୍ଥାନରେ ରହିଛି। ଭାରତର ରାଜଧାନୀ ନୂଆଦିଲ୍ଲୀ ହେଉଛି ବିଶ୍ୱର ଦ୍ୱିତୀୟ ପ୍ରଦୂଷିତ ସହର। ଆମେରିକାର ବାୟୁ ଗୁଣବତ୍ତା ସୂଚକାଙ୍କ ଦୁନିଆର ସବୁଠାରୁ ପ୍ରଦୂଷିତ ସହରଗୁଡିକର ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକା…

କେମିତି ଅଛନ୍ତି ବଲିଉଡର ସାମ୍‌ରି ?

ମୁମ୍ବାଇ: ଦିନ ଥିଲା ବଲିଉଡରେ ଗୋଟିଏ ପରେ ଗୋଟିଏ ହରର ଫିଲ୍ମ ରିଲିଜ ହେଉଥିଲା । ଖାସ କରି ରାମ୍‌ସେ ବ୍ରଦର୍ସଙ୍କ ପ୍ରଡକ୍ସନ ହାଉସ୍ ହରର ଫିଲ୍ମ ନିର୍ମାଣ କରି ଖୁବ ଟଙ୍କା ଛାପିଥିଲା । ସେହି ହରର୍ ଫିଲ୍ମ ସେକ୍ଟରରେ ସାମରୀ ନାମକ ଏକ କିର୍ଦାର ସବୁଠୁ ଅଧିକ ଚର୍ଚ୍ଚା ସାଉଣ୍ଟିଥିଲା । ଏହି…

ଜମିବାଡି ବିବାଦକୁ କେନ୍ଦ୍ର କରି ମହିଳା ଓ ତାଙ୍କ ପରିବାରକୁ ମରଣାନ୍ତକ ଆକ୍ରମଣ

ପୁରୀ: ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁରରେ ଅଭାବନୀୟ ଘଟଣା । ଜମିବାଡି ଓ ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ପଡିଶା ଘରର ପରିବାର ସଦସ୍ୟମାନେ ବିଭିନ୍ନ ମାରଣାସ୍ତ୍ରରେ ଜଣେ ମହିଳା ଓ ତାଙ୍କ ପରିବାର ଉପରେ ମାରଣାତ୍ମକ ଆକ୍ରମଣ କରିଥିବା ନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି ।…

ଅନୀଲ୍ ଅମ୍ବାନୀଙ୍କ ଏହି କମ୍ପାନୀ ଦୁଇଟି ବୃହତ୍‌ ବ୍ୟାଙ୍କର ଋଣ ପରିଶୋଧ କରିବାରେ ପୁଣି ବିଫଳ

ନୂଆଦିଲ୍ଲୀ: ଅବିରତ ସଂଘର୍ଷ କରୁଥିବା ଅନିଲ ଅମ୍ବାନୀ ଗ୍ରୁପ୍ କମ୍ପାନୀ, ରିଲାଏନ୍ସ କ୍ୟାପିଟାଲ୍, ଏଚ୍‌ଡିଏଫ୍‌ସି ଲିମିଟେଡ୍ ଏବଂ ଆକ୍ସିସ୍ ବ୍ୟାଙ୍କର ଟର୍ମ ଋଣ ଉପରେ ଡିଫଲ୍ଟ କରିଛି। କମ୍ପାନୀ କିସ୍ତିଗୁଡ଼ିକୁ ଠିକ୍ ସମୟରେ ପରିଶୋଧ କରିବାରେ ବିଫଳ ହୋଇଛି। କମ୍ପାନୀ ବମ୍ବେ ଷ୍ଟକ୍…

ରାଜ୍ୟରୁ ଆଉ ୫ ଜୀବନ ନେଲା ମହାମାରୀ, ମୃତ୍ୟୁସଂଖ୍ୟା ୧, ୭୪୪

ଭୁବନେଶ୍ୱର: ଓଡ଼ିଶାରେ କରୋନା କାୟା କମୁଛି । ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ବି ନିୟନ୍ତ୍ରଣକୁ ଆସୁଛି । ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ଆଉ ୫ ଜଣ ଆକ୍ରାନ୍ତ । ୩ଟି ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟବରଣ କରିଛନ୍ତି । ପୁରୀ ଜିଲ୍ଲାରୁ ସର୍ବାଧିକ ୩ ଜଣ କରୋନାରେ ଆଖି…

ଭାରତୀୟ ନୌସେନାର ଶକ୍ତି ବୃଦ୍ଧି; ବ୍ରହ୍ମୋସ୍‌ର ଆଣ୍ଟି-ସିପ୍‌ ସଂସ୍କରଣର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତୀୟ ନୌସେନା ମଙ୍ଗଳବାର ଦିନ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ଆଣ୍ଟି-ସିପ୍‌ ସଂସ୍କରଣକୁ ସଫଳତାର ସହ ପରୀକ୍ଷା କରିଛି। ଏହି ପରୀକ୍ଷା ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ କରାଯାଇଥିଲା। ଏହାପୂର୍ବରୁ ୨୪ ନଭେମ୍ବରରେ, ଭୂପୃଷ୍ଠରୁ ସୁପରସୋନିକ୍ କ୍ରୁଜ୍…

କୁଆଡେ ଗଲା ଆମ କବିତାରେ କୃଷକର ସଙ୍ଗୀତ?

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଆଜି ଯେତେବେଳେ ଲକ୍ଷ ଲକ୍ଷ ଚାଷୀ ରାସ୍ତାରେ ନିଜର ଅଧିକାର ପାଇଁ ଲଢେଇ କରୁଛନ୍ତି, ସେତେବେଳେ ମୁଁ ମୋ ସାହିତ୍ୟ ପରମ୍ପରାରେ ଚାଷୀମାନଙ୍କର ସ୍ଵର ଖୋଜିବା ପାଇଁ ଚେଷ୍ଟା କରୁଛି। ଓଡିଆ ସାହିତ୍ୟର ସୌଭାଗ୍ୟ ହେଉଛି, ଏ ମାଟିର ପ୍ରଥମ ମହାକବି…

ବଡ଼ ଖବର: ରାଜ୍ୟରେ ଚାରି ଶହ ତଳକୁ ଖସିଲା ଦୈନିକ କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ କାବୁ ପାଉଛି କରୋନା । ନିୟନ୍ତ୍ରଣକୁ ଆସୁଛି ମହାମାରୀ । ଦୈନିକ ସଂକ୍ରମଣ କମୁଛି । ଗତ ୨୪ ଘଣ୍ଟାରେ ଚାରି ଶହରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ବାହାରିଛି ୩୭୮ ପଜିଟିଭ୍ କେସ୍ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨୧୯ ଜଣ ଚିହ୍ନଟ ହୋଇଥିବା ବେଳେ…

ଆଜି ସକାଳେ ଉତ୍ତରାଖଣ୍ଡରେ ଭୂକମ୍ପ ଅନୁଭୂତ; ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ରହିଛି ୩.୯

ନୂଆଦିଲ୍ଲୀ: ମଙ୍ଗଳବାର ସକାଳେ ଉତ୍ତରାଖଣ୍ଡରେ ଭୂକମ୍ପ ଅନୁଭୂତ ହୋଇଥିଲା। ସକାଳ ୯.୪୧ରେ ହରିଦ୍ୱାର ନିକଟରେ କମ୍ପନ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୯ ଥିଲା। କୌଣସି ପ୍ରକାରର ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ସୂଚନା ପ୍ରକାଶ ପାଇ ନାହିଁ। ଏହାପୂର୍ବରୁ…