କରୋନାକୁ ନେଇ କିମ୍ ସରକାରଙ୍କ ଅଜବ ଆଦେଶ; ନିୟମ ଉଲ୍ଲଂଘନ କଲେ ଗୁଳି ଚଳାଅ
ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଗୁପ୍ତଚର ଏଜେନ୍ସି ଅନୁଯାୟୀ ଉତ୍ତର କୋରିଆ ରାଷ୍ଟ୍ରପତି କିମ ଜଙ୍ଗ ଉନ କରୋନା ସଂକ୍ରମଣକୁ ନେଇ ଅଜବ ନିଷ୍ପତ୍ତି ନେଉଛନ୍ତି। ରିପୋର୍ଟ ଅନୁଯାୟୀ, ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ ସମୁଦ୍ରରେ ମାଛ ଧରିବା ଏବଂ ନିମୟ ଉଲ୍ଲଂଘନ କଲେ ଗୁଳି ଚଳାଇବାକୁ କିମ ଜୋଙ୍ଗ…