ଅଭାବୀଙ୍କୁ ମାଗଣା ଔଷଧ ଯୋଗାଇବେ ଅଭିନେତା ସୁନୀଲ ଶେଟ୍ଟୀ
ନୂଆଦିଲ୍ଲୀ: ଅଭାବୀ ତଥା ଅନ୍ୟମାନଙ୍କଠାରୁ ଅଳ୍ପ ସୁବିଧା ସୁଯୋଗ ପାଉଥିବା ଲୋକଙ୍କ ପାଇଁ ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀ ସହଯୋଗର ହାତ ବଢାଇଛନ୍ତି।
ଏହି ବଞ୍ଚିତ ବର୍ଗର ଲୋକଙ୍କ ପାଇଁ ମାଗଣାରେ ଔଷଧ ଯୋଗାଇ ଦେବେ ସୁନୀଲ ଶେଟ୍ଟୀ। ଏଥିପାଇଁ ସେ ଏକ ନୂଆ ପଦକ୍ଷେପ ଆରମ୍ଭ କରିଛନ୍ତି।…