Latest Odisha News

BREAKING NEWS

ମିିଳିଲା ନିଖୋଜଙ୍କ ଠିକଣା, ପର୍ଦ୍ଦାଫାସ୍ ହେଲା ୪ ବର୍ଷ ତଳର ଷଡଯନ୍ତ୍ର

ବାରିପଦା: ଏକ ନିଖୋଜ ମାମଲାର ଅଡୁଆ ଖିଅକୁ ସଜାଡିବାରେ ସଫଳ ହୋଇଛି ବାରିପଦା ଟାଉନ୍ ଥାନା ପୋଲିସ । ୪ ବର୍ଷ ପୂର୍ବରୁ ଜଣେ ଯୁବକଙ୍କ ନିଖୋଜ ମାମଲା ସହ ଯୋଡି ହୋଇଛି ହତ୍ୟାକାଣ୍ଡ ଘଟଣା । ଶେଷରେ ବେଶ ନାଟକୀୟ ଢଙ୍ଗରେ ସାମ୍ନାକୁ ଆସିଛି ନିଖୋଜ ମାମଲା ଅସଲ କାହାଣୀ । ମିଳିଥିବା ରିପୋର୍ଟ…

ସୁଧୁରୁଛି କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲ୍‌ଖା ସିଂ ସ୍ୱାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: କିମ୍ବଦନ୍ତୀ ଆଥ୍‌ଲେଟ୍‌ ତଥା ସ୍ୱର୍ଣ୍ଣ ପଦକ ବିଜେତା ମିଲ୍‌ଖା ସିଂ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି ଏବଂ ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇଛି ବୋଲି ଚଣ୍ଡିଗଡ଼ PGIMER କହିଛନ୍ତି। ୯୧ ବର୍ଷୀୟ ମିଲ୍‌ଖା ସିଂ କରୋନା ସଂକ୍ରମିତ ହେଇ ଚିକିତ୍ସିତ ହେଉଛନ୍ତି…

ଓଡ଼ିଶାର ୮ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଓଡିଶାର ୮ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା ନେଇ ଶନିବାର ଦିନ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଜିଲ୍ଲା ଗୁଡ଼ିକ ମଧ୍ୟରେ ରହିଛି- କଟକ (କଟକ ସିଟି), ଖୋର୍ଦ୍ଧା (ଭୁବନେଶ୍ୱର), ନୟାଗଡ଼,…

ନିଷ୍ଠୁର କରୋନା ନେଇଗଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ

ଭୁବନେଶ୍ୱର: ନିଷ୍ଠୁର କରୋନା ନେଇଗଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ। କରୋନା ଦ୍ବିତୀୟ ଲହର ଆରମ୍ଭ ହେବା ଦିନଠୁ ନେଇ ଏପର୍ଯ୍ୟନ୍ତ ଅନେକ ସାମ୍ବାଦିକ କରୋନାରେ ପ୍ରାଣ ହରାଇଲେଣି। ତେବେ କରୋନାରେ ଜଣେ ୪୦ ବର୍ଷୀୟ ସାମ୍ବାଦିକ କୃଷ୍ଣ ପ୍ରସାଦଙ୍କ ଦେହାନ୍ତ ହୋଇଛି। ଭାଇଜାଗ୍‌ର ଏକ…

କରୋନାରେ ପୂର୍ବତନ ବିଜେଡି ବିଧାୟକଙ୍କ ପରଲୋକ

ଭୁବନେଶ୍ୱର: କରୋନାରେ ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ସେ ମାହାଙ୍ଗାର ପୂର୍ବତନ ବିଜେଡି ବିଧାୟକ ଥିଲେ। ଶ୍ରୀ ବର୍ମାଙ୍କର କରୋନା ରିପୋର୍ଟ ପଜିଟିଭ ଆସିବା ପରେ ମେ ୨୬ରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି…

ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ !

ବାରିପଦା: ଉଦ୍ଧାର ହୋଇଛି ଜଣେ ମହିଳାଙ୍କ ମୃତଦେହ । ପାରିପାର୍ଶ୍ବିକ ସ୍ଥିତି କହୁଛି ବୋଧ ହୁଏ ମହିଳାଙ୍କ ସହ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । କୃଷ୍ଣଚନ୍ଦ୍ରପୁର କେନ୍ଦୁଖୋଳ ପୋଲ ନିକଟସ୍ଥ କଲଭର୍ଟ ନିକଟରେ ଅପରିଚିତ ମହିଳାଙ୍କ ମୃତଦେହ ମିଳିଥିଲା । ମହିଳା ଜଣକ ଲାଲ ରଙ୍ଗର ଶାଢି,…

ନୂଆ ନିୟମ ମାନିବା ଲାଗି ଟ୍ୱିଟରକୁ କେନ୍ଦ୍ରର ଅନ୍ତିମ ଚେତାବନୀ

ନୂଆଦିଲ୍ଲୀ: ଟ୍ବିଟରକୁ କେନ୍ଦ୍ରର ଅନ୍ତିମ ଚେତାବନୀ। ନୂତନ ଆଇଟି ନିୟମ ମାନିବା ପାଇଁ କେନ୍ଦ୍ର ସରକାର ଶନିବାର  ଟ୍ୱିଟରକୁ ଶେଷ ନୋଟିସ୍ ପଠାଇଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ବାରା ଦିଆଯାଇଥିବା ନୂଆ ନିର୍ଦ୍ଦେଶାବଳୀକୁ ଟ୍ବିଟର ଏଯାଏ ଅନୁମୋଦନ କରିନାହିଁ। ଏହି ଚିଠି ଟ୍ବିଟର ଡେପୁଟି…

ଅକ୍ଷୟ କୁମାରଙ୍କ କରୋନା ଟିପ୍ସ; ଦେଖନ୍ତୁ ଭିଡିଓ

ମୁମ୍ବାଇ: କରୋନାକୁ ନେଇ ଟିପ୍‌ ଦେଇଛନ୍ତି ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର। ସେ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ସେୟାର କରି ତାଙ୍କ ପ୍ରଶଂସକମାନଙ୍କୁ କୋଭିଡ୍‌ ଟିପ୍‌ ପ୍ରଦାନ କରିଛନ୍ତି। କରୋନାର ଲକ୍ଷଣ ଦେଖାଯିବା ସମୟରେ ଏବଂ ରୋଗ ନିର୍ଣ୍ଣୟ ହେବା ପରେ କେଉଁ ସବୁ ଆଚରଣ ଅନୁସରଣ…

ଜୁନ୍‌ରୁ ସୁଧୁରିବ ଅର୍ଥନୀତି; ନୀତି ଆୟୋଗ ଉପାଧ୍ୟକ୍ଷ

ନୂଆଦିଲ୍ଲୀ: କରୋନାର ପ୍ରଥମ ଏବଂ ଦ୍ବିତୀୟ ତରଙ୍ଗର ପ୍ରଭାବ ଯୋଗୁ ଦେଶର ଅର୍ଥନୀତି ଏକରକମ ଅଚଳ ହୋଇଯାଇଛି। ପ୍ରଥମ ଲହର ପରେ ଦେଶର ଅର୍ଥନୀତି ସ୍ବଚ୍ଛଳ ଅବସ୍ଥାକୁ ଫେରୁଥିବା ବେଳେ ମହାମାରୀର ଦ୍ବିତୀୟ ଲହର ଏହା ଉପରେ ପୁଣି ଭାରୀ ପଡ଼ିଛି। କିଛିଦିନ ତଳେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ…

ଆପ୍ ବିଧାୟକଙ୍କ ନିଆରା ଅନ୍ଦାଜ: ବଲିଉଡ୍ ବିଟରେ ଟିକାକରଣ ନେଇ କରୁଛନ୍ତି ସଚେତନ

ନୂଆଦିଲ୍ଲୀ: କରୋନା ସହ ସମସ୍ତେ ଏବେ ଲଢ଼େଇ କରୁଛନ୍ତି । ମୁକାବିଲା ପାଇଁ ସରକାର ଅଣ୍ଟା ଭିଡିଥିବା ବେଳେ ଲୋକ ବି ସଚେତନ ହୋଇଛନ୍ତି । ଟିକାକରଣ ଅଭିଯାନ ଚାଲିଛି । ଏହାରି ଭିତରେ ଆଗକୁ ଆସିଛନ୍ତି ଦିଲ୍ଲୀର ଆପ ବିଧାୟକ ରୋହିତ ମେହରୌଲିଆ । ରାଜରାସ୍ତା, ଗଳିକନ୍ଦିରେ ପଶି ଲୋକଙ୍କ ଭିତରେ…