Latest Odisha News

BREAKING NEWS

ଆନ୍ଧ୍ରପ୍ରଦେଶ ପୋଲିସକୁ ସଫଳତା, ଆତ୍ମସମର୍ପଣ କଲେ ୬ ମାଓବାଦୀ

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶ ପୋଲିସକୁ ସଫଳତା । ଆନ୍ଧ୍ରପ୍ରଦେଶ ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ୬ ଜଣ ହାର୍ଡକୋର ମାଓବାଦୀ । ଏମାନେ ସମସ୍ତେ ଆନ୍ଧ୍ର ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ବୋଲି ଜଣାପଡିଛି । ଆତ୍ମସମର୍ପଣ କରିଥିବା ୬ ଜଣଙ୍କ ମଧ୍ୟରୁ ଡିସିଏମ…

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆକାଉଣ୍ଟାଣ୍ଟ

ନବରଙ୍ଗପୁର : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆକାଉଣ୍ଟାଣ୍ଟ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ, ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ନବରଙ୍ଗପୁର ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ସୁମିତ କୁମାର । ୧ କୋଟି ୬୭ ଲକ୍ଷ ଟଙ୍କାର ପାଇପ କାମର…

ଖରସ୍ରୋତା ମେଗା ପ୍ରକଳ୍ପକୁ ବିରୋଧ, ଅଶାନ୍ତ ହେଉଛି ରାଜକନିକା

କେନ୍ଦ୍ରାପଡ଼ା : ଅଶାନ୍ତ ହେଉଛି କେନ୍ଦ୍ରାପଡ଼ା ରାଜକନିକା । ଖରସ୍ରୋତାରେ ନିର୍ମାଣାଧୀନ ମେଗା ଓ୍ବାଟର ପ୍ରୋଜେକ୍ଟ କାମକୁ ନେଇ ତେଜିବାରେ ଲାଗିଛି ଅଶାନ୍ତି । ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବାକୁ ବିରୋଧ ଏବେ ଉଗ୍ରରୂପ ନେଇଛି । ବରୁଣାଡିହାରେ ଖରସ୍ରୋତା ସଂଗ୍ରାମ ସମିତିର କର୍ମକର୍ତ୍ତା…

ସାପ କାମୁଡି ଦେଲା ବୋଲି ସାପକୁ କାମୁଡିଦେଲେ

ଯାଜପୁରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଜଣେ ବ୍ୟକ୍ତିଙ୍କୁ ସାପ କାମୁଡ଼ି ଦେବାରୁ ସେ ପ୍ରତିଶୋଧ ପରାୟଣ ହୋଇ ସାପଟିକୁ ନିଜ ଦାନ୍ତରେ କାମୁଡ଼ି ମାରିବା ସହ ତାର ରକ୍ତ ପିଇ ଦେଇଛନ୍ତି । କଥାଟି ଅଡୁଆ ଲାଗୁଥିଲେ ବି ଏହା ସତ୍ୟ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଯାଜପୁର ଜିଲ୍ଲା…

ତାଲିବାନ ସହ ବୁଝାମଣା ପାଇଁ ଆଫଗାନିସ୍ତାନ ସରକାର ପ୍ରସ୍ତୁତ!

କାବୁଲ: ଆଫଗାନିସ୍ତାନକୁ ତାଲିବାନ ଧିରେ ଧିରେ କବଜା କରିବାକୁ ବସିଲାଣି । ରାଜଧାନୀ କାବୁଲଠାରୁ ତାଲିବାନ ସେନା ମାତ୍ର ୧୫୦ କିମି ଦୂରରେ ରହିଛି । ଏହି ଅବସରରେ ତାଲିବାନ ଆଗରେ ପ୍ରଥମ ଥର ପାଇଁ ଆଫଗାନ ସରକାର ନରମ ପଡିଛି । ହିଂସା ପରିତ୍ୟାଗ କରି ମିଳିତ ସରକାର ଗଠନ କରିବା ପାଇଁ ପ୍ରସ୍ତାବ…

କଟକ ରେଳ ଷ୍ଟେସନର ଉନ୍ନତି ପାଇଁ ରେଳମନ୍ତ୍ରୀଙ୍କୁ ବିଜେପିର ଦାବିପତ୍ର

କଟକ : କଟକ ରେଳ ଷ୍ଟେସନର ଉନ୍ନତି ଏବଂ ଭିତ୍ତିଭୂମିର ବିକାଶ ପାଇଁ ବିଜେପି ପକ୍ଷରୁ ଦିଆଯାଇଥିବା ଦାବିକୁ ଗ୍ରହଣ କରିଛନ୍ତି ରେଳରାଷ୍ଟ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏ ନେଇ ନଗର ବିଜେପି ପକ୍ଷରୁ କଟକ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଦଳ ପକ୍ଷରୁ କୁହାଯାଇଛି…

ଉଦଘାଟିତ ହଲା ଷ୍ଟେଟ୍ ଫରେନସିକ ଲ୍ୟାବର ନୂଆ ବିଲ୍ଡିଂ

ଭୁବନେଶ୍ବର : ଉଦଘାଟିତ ହୋଇଛି ଷ୍ଟେଟ୍ ଫରେନସିକ ଲ୍ୟାବର ନୂଆ ବିଲ୍ଡିଂ । ପୋଲିସ ଡିଜି ଅଭୟ ଏହି ନୂଆ ବିଲ୍ଡିଂକୁ ଉଦଘାଟନ କରିଛନ୍ତି । ଏଣିକି ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଏହା ବେଶ ସହାୟକ ହେବ ବୋଲି କହିଛନ୍ତି ପୋଲିସ ଡିଜି । ତଦନ୍ତ ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟ କରିବ…

କେନ୍ଦ୍ର ସରକାର ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ପ୍ରତ୍ୟାହାର ନ କଲେ ବଢ଼ି ଚାଲିଥିବ ଦରଦାମ

ଭୁବନେଶ୍ବର : ଦିନକୁ ଦିନ ବଢ଼ି ଚାଲିଛି ଦରଦାମ । ବର୍ଦ୍ଧିତ ଦରଦାମକୁ ନେଇ ଲୋକେ ଅତିଷ୍ଠ ହୋଇପଡିଲେଣି । ତେଣୁ କେନ୍ଦ୍ର ସରକାର ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ପ୍ରତ୍ୟାହାର ନ କଲେ ଏମିତି ବଢ଼ି ଚାଲିଥିବ ଦରଦାମ । ଯେପର୍ଯ୍ୟନ୍ତ ଜରୁରୀ ସାମଗ୍ରୀ ଉପରୁ ସଂଶୋଧିତ ନୂଆ ଆଇନ ଓ ନୂତନ କୃଷି ନୀତିକୁ…

ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର

ଭୁବନେଶ୍ବର : ମହାମାରୀ କରୋନାରେ ସୁଧାର ଆସୁଥିବା ବେଳେ, ଆଗକୁ ଆସୁଛି ସମ୍ଭାବ୍ୟ ତୃତୀୟ ଲହରୀ । ତେଣୁ ଏହାର ମୁକାବିଲା ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି ରାଜ୍ୟ ସରକାର । ଏହା ପୂର୍ବରୁ ଶିଶୁଙ୍କ ପାଇଁ ୬୦୦ ବେଡ୍ ମହଜୁଦ୍ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏହାଠାରୁ ଯଥେଷ୍ଟ…

ଗ୍ରାମାଞ୍ଚଳରେ ଜୋରଦାର ହେବ ଟିକାକରଣ

ଭୁବନେଶ୍ବର : ରାଜ୍ୟରେ ହ୍ରାସ ପାଉଛି ସଂକ୍ରମଣ । ସ୍ଥିତି ନିୟନ୍ତ୍ରଣକୁ ଆସୁଛି । ତେଣୁ ଏବେ ଗ୍ରାମାଞ୍ଚଳରେ ଜୋରଦାର ହେବ ଟିକାକରଣ । ଗାଁ ଗାଁରେ ଅଧିକ ଟିକାକରଣ ଉପରେ ଫୋକସ୍ କରୁଛନ୍ତି ରାଜ୍ୟ ସରକାର । ମୋବାଇଲ ଭ୍ୟାନ ଜରିଆରେ ଗ୍ରାମାଞ୍ଚଳରେ ହେବ ଟିକାକରଣ । ଆବଶ୍ୟକ ପଡ଼ିଲେ…