Latest Odisha News

BREAKING NEWS

ଦେଶରେ ୧୩ କୋଟି ପାର କଲା କୋଭିଡ୍ ଟେଷ୍ଟିଂ, ମାତ୍ର ୧୦ ଦିନରେ ୧ କୋଟି ନମୁନା ପରୀକ୍ଷା

ଦେଶରେ ବର୍ତ୍ତମାନ ସୁଦ୍ଧା ୧୩ କୋଟିରୁ ଅଧିକ କୋଭିଡ୍ ଟେଷ୍ଟ କରାଯାଇ ସାରିଲାଣି । ଗତ ୧୦ ଦିନରେ ରେକର୍ଡ ୧ କୋଟି ନମୁନା ପରୀକ୍ଷା କରାଯାଇଛି । ଟେଷ୍ଟିଂ ବଢିଥିବା ବେଳେ ପୂର୍ବ ଅପେକ୍ଷା ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହିଛି । ପଜିଟିଭ୍ ରେଟ୍ କମ୍ରାଗତ ହ୍ରାସ ପାଉଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ…

ଆମେରିକା: ଭାରତୀୟ-ଆମେରିକୀୟ ମାଲା ଆଡିଗା ହେଲେ ଜିଲ୍‌ ବାଇଡେନ୍‌ଙ୍କ ବରିଷ୍ଠ ପରାମର୍ଶଦାତା

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଶୁକ୍ରବାର ଦିନ ତାଙ୍କ ପତ୍ନୀ ଜିଲ୍ ବାଇଡେନ୍‌ଙ୍କ ପାଇଁ ନୀତି ନିର୍ଦ୍ଦେଶକ ଭାବରେ ଭାରତୀୟ-ଆମେରିକୀୟ ମାଲା ଆଡିଗାଙ୍କୁ ନିଯୁକ୍ତ କରିଛନ୍ତି। ଆଡିଗା ଜିଲ ବାଇଡେନ୍‌ଙ୍କ ବରିଷ୍ଠ ପରାମର୍ଶଦାତା ତଥା ବାଇଡେନ୍‌ଙ୍କ -କମଲା ହାରିସ କ୍ୟାମ୍ପରେ…

ମଥୁରାରେ ୨ ସାଧୁଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ

ମଥୁରା: ମଥୁରାରର ଗୋବର୍ଦ୍ଧନ ଆଶ୍ରମରେ ୨ ସାଧୁଙ୍କ ସିନ୍ଦିଗ୍ଧ ଅବସ୍ଥ‌ାରେ ମୃତ୍ୟୁ ଘଟିଛି । ଜିଲ୍ଲା ପ୍ରଶାସନ ଏଥିନେଇ ତତ୍ପରତା ପ୍ରକାଶ କରିବା ସହ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି । ସକାଳେ ଚା’ ପିଇବା ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା । ଡାକ୍ତରଖାନାକୁ ତୁରନ୍ତ…

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସୋଆରେ ଆୟୋଜିତ ହେବ ପ୍ୟାରେଡ କ୍ୟାମ୍ପ: ଯୋଗ ଦେବେ ୧୦ ରାଜ୍ୟର ଏନ୍‌ଏସ୍‌ଏସ୍…

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ରେ ରବିବାର ଠାରୁ ଆରମ୍ଭ ହେବ ୧୦ ଦିନିଆ ସାଧାରଣତନ୍ତ୍ର ଦିବସ ପୂର୍ବବର୍ତୀ ପ୍ୟାରେଡ କ୍ୟାମ୍ପ । ଏହି କ୍ୟାମ୍ପରେ ପୂର୍ବାଂଚଳ ଏବଂ ଉତର ପୂର୍ବାଂଚଳ ରାଜ୍ୟରୁ ୨୦୦ ଜଣ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ଯୋଗ ଦେବେ । କେନ୍ଦ୍ର…

କିଟ୍‍ ବିଶ୍ୱବିଦ୍ୟାଳୟର ୧୬ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: କିଟ୍‍ ବିଶ୍ବବିଦ୍ୟାଳୟର ୧୬ତମ ସମାବର୍ତ୍ତନ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। କରୋନା ମହାମାରୀ ଦୃଷ୍ଟିରୁ ସମାବର୍ତ୍ତନ ଉତ୍ସବ ଭର୍ଚୁଆଲ୍‍ ମୋଡ୍‍ ରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ନୋବେଲ୍‍ ଶାନ୍ତି ପୁରସ୍କାର ବିଜେତା ତଥା ବାଂଲାଦେଶ…

ଟୀକା ବିକାଶରେ ବିଶ୍ୱ ଭାଗିଦାରୀ ଗୁରୁତ୍ୱପୂର୍ଣ୍ଣ; ଆଣ୍ଟୋନିଓ ଗୁଟେରସ୍

ନୂଆଦିଲ୍ଲୀ: ପ୍ରତିଦିନ କରୋନା ସଂକ୍ରମିତ ସଂଖ୍ୟା ବଢିବାରେ ଲାଗିଛି। ଏଥି ସହିତ ସମଗ୍ର ବିଶ୍ୱ କରୋନା ଟିକାକୁ ଚାତକ ଭଳି ଅପେକ୍ଷା କରିଛି। ଏହି ସମୟରେ, ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ କରୋନା ପାଇଁ ଏକ ଟିକା ବିକଶିତ କରିବାରେ ସଫଳତାକୁ 'ଆଶାର କିରଣ' ଭାବରେ…

ରାଜଧାନୀରେ ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ, ୫ ଗିରଫ

ଭୁବନେଶ୍ୱର: ଝାରପଡା ଅଂଚଳରେ ଆଜି ଭୋରରୁ ଏଟିଏମ୍ ଲୁଟ୍ ଉଦ୍ୟମ ବେଳେ ପୋଲିସ ହାତରେ ଧରାପଡିଛନ୍ତି ୫ ଲୁଟେରା । ଏ ନେଇ ପୋଲିସ ଡିପିସି ଉମାଶଙ୍କର ଦାଶଙ୍କ ସୂଚନା ଅନୁଯାୟୀ, ଭୋର ସାଢେ ୪ଟାରୁ ୫ଟା ଭିତରେ କଟକ ରୋଡ ଝାରପଡାରେ ଥିବା ଏକ ଇଣ୍ଡିଆନ ବ୍ୟାଙ୍କର ଏଟିଏମକୁ ତାଡି ଟଙ୍କା ଲୁଟ୍…

ପୁରୀ ହାଜତ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ ଭେଟିଲେ ସମ୍ବିତ ପାତ୍ର

ପୁରୀ: ହାଜତ ମୁତ୍ୟୁ ଘଟଣାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ପୁରୀର ପୂର୍ବତନ ଏସପି ଅଖିଳେଶ୍ୱର ସିଂଓ ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ଗିରଫ ଦାବିରେ ଆଜି ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ସେପଟେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମୃତ କେ…

ସପ୍ତାହକ ପାଇଁ ୧ କୋଟି ଫିସ୍‌ ନିଅନ୍ତି କପିଲ୍‌!

ମୁମ୍ବାଇ: ଲୋକପ୍ରିୟ କମେଡି ସୋ ଦ କପିଲ ଶର୍ମା ସୋ ହୋଷ୍ଟ ତଥା ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମା ନିଜର ଭିନ୍ନ ହାସ୍ୟାତ୍ମକ ଶୈଳୀ ପାଇଁ ଲୋକଙ୍କ ହୃଦୟରେ ରାଜ୍‌ କରନ୍ତି। କପିଲ ଶର୍ମା ଏବଂ ତାଙ୍କ ଟିମ୍‌ ଦର୍ଶକଙ୍କୁ ଖୁବ୍‌ ହସାନ୍ତି ଏବଂ ସେମାନଙ୍କର ସର୍ବୋତ୍ତମ କମେଡି ମାଧ୍ୟମରେ…

ଶିକ୍ଷା କ୍ଷେତ୍ରରେ ଉତ୍କର୍ଷର ଉଦାହରଣ ପାଲଟିଛି କିଟ୍ ବିଶ୍ୱବିଦ୍ୟାଳୟ

ଆନୁଷ୍ଠାନିକ ଶୈକ୍ଷିକ ଜୀବନରେ ସ୍ନାତକ ଶେଷ ସୋପାନ ନୁହେଁ। ଏହା ଜଣଙ୍କ କ୍ୟାରିଅର୍‍ର ଅୟମାରମ୍ଭ। ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ ସ୍ନାତକ ହେବାର ଦିନ-ସମାବର୍ତ୍ତନ ଦିବସକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି। ବର୍ଷକରେ ଥରେ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଦିନଟି…