Latest Odisha News

BREAKING NEWS

ସେହୱାଗଙ୍କୁ ଜବାବ୍ ଦେଲେ ମ୍ୟାକ୍ସୱେଲ୍ !

ଭୁବନେଶ୍ୱର: ଚଳିତ ବର୍ଷ ଆଇପିଏଲଠାରୁ ଆରମ୍ଭ ହୋଇଥିଲା ବୀରେନ୍ଦ୍ର ସେହୱାଗଙ୍କ ବୀରୁକି ବୈଠକ । ଏହି ଭିଡିଓ ସେସନ୍‌ରେ ସେହୱାଗ କ୍ରିକେଟରଙ୍କ ପ୍ରଦର୍ଶନ ନେଇ ଖୋଲାଖୋଲି ସମାଲୋଚନା କରିବା ସହ ପ୍ରଶଂସା ବି କରିଥାନ୍ତି । ତେବେ ନିକଟରେ ଅଷ୍ଟ୍ରେଲୀୟ ଖେଳାଳି ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ନେଇ…

ବାରମ୍ବାର ନିରାଶ ହେବା ପରେ ତହସିଲ ଅଫିସରେ ନିଆଁ ଲଗାଇଲେ ଯୁବକ

ରେଙ୍ଗାଲି: ବାରମ୍ବାର ତହସିଲ ଅଫିସକୁ ଦୌଡ଼ି ଦୌଡ଼ି ନିରାଶ ଯୁବକ ତହସିଲ ଅଫିସରେ ଲଗାଇଲେ ନିଆଁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରେଙ୍ଗାଲି ତହସିଲ ଅଫିସ ପରିସରରେ। ପ୍ରାପ୍ତ ସୂଚନା ଅନୁଯାୟୀ, ଜମିଜମା କାମରେ ଯୁବକ ଜଣଙ୍କ ବାରମ୍ବାର ତହସିଲ ଅଫିସକୁ ଦୌଡ଼ି ଦୌଡ଼ି ନୟାନ୍ତ…

୮୭ ଘଣ୍ଟାରେ ୨୦୮ ଦେଶ ବୁଲି ରେକର୍ଡ କଲେ ମହିଳା

ଭୁବନେଶ୍ୱର: ବିଭିନ୍ନ ଦେଶ ବୁଲିବାର ନିଶା ଜଣେ ମହିଳାଙ୍କୁ ଗିନିଜ୍ ୱାର୍ଲଡ ରେକର୍ଡର ଅଧିକାରୀ ବନାଇଛି । ଦୁବାଇର ଡା. ଖୱାଲା ରୋମାଇଥୀ ନାମକ ଜଣେ ମହିଳା ୮୭ ଘଣ୍ଟାରୁ ବି କମ୍ ସମୟରେ ସାତଟି ମହାଦେଶ ପରିଭ୍ରମଣ କରିଥିଲେ । ଯେଉଁଥିରେ ସେ ୨୦୮ଟି ଦେଶକୁ ଯାତ୍ରା କରିଥିଲେ । ଠିକ୍ କରୋନା…

ଫିଜିଓଥେରାପିଷ୍ଟଙ୍କୁ ବିବାହ କରିଛନ୍ତି ପ୍ରଭୁଦେବା !

ମୁମ୍ବାଇ: ବେଶ କିଛି ଦିନ ଧରି ଚର୍ଚ୍ଚା ଚାଲିଥିଲା ନିଜ ଭାଣିଜୀକୁ ବିବାହ କରିବେ ଅଭିନେତା ତଥା ନିର୍ଦ୍ଦେଶକ ପ୍ରଭୁଦେବା । ହେଲେ ଏବେ ଯାହା ଜଣାପଡୁଛି ଖୋଦ ପ୍ରଭୁଦେବା ଏହି କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି । ଶୁଣିବାକୁ ମିଳିଛି ପ୍ରଭୁଦେବା କୁଆଡେ ଚଳିତବର୍ଷ ସେପ୍ଟେମ୍ବର ମାସରେ…

ପୁନର୍ବାର ବାପା ହେଲେ ଏବି ଡିଭିଲର୍ସ

ଡର୍ବାନ: ଦକ୍ଷିଣ ଆଫ୍ରିକାର ଲୋକପ୍ରିୟ କ୍ରିକେଟ ଖେଳାଳି ଏବି ଡିଭିଲର୍ସ ପୁନର୍ବାର ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ମିଷ୍ଟର ୩୬୦ ଡିଗ୍ରୀ ଭାବେ ପରିଚିତ ଡିଭିଲର୍ସ ଏଥର କନ୍ୟା ସନ୍ତାନର ବାପା ହୋଇଛନ୍ତି । ସେ ଏହି ଖବର ସୋସିଆଲ ସାଇଟରେ ଶେୟାର କରିବା ସହ ପତ୍ନୀ ଡ୍ୟାନିୟଲ ଓ ଝିଅ…

ହାଜତ ମୃତ୍ୟୁ ପ୍ରତିବାଦରେ ଭୁବନେଶ୍ୱରରେ ବିଜେପିର ବିକ୍ଷୋଭ, ପୋଲିସ ସହ ଧସ୍ତାଧସ୍ତି

ଭୁବନେଶ୍ୱର: ପୁରୀ ଓ ବୀରମିତ୍ରପୁରରେ ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ଅଭିଯୋଗରେ ଭୁବନେଶ୍ୱରରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ । ଏତିକିବେଳେ ପୋଲିସ ସହ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ହାଜତ ମୃତ୍ୟୁ ଅଭିଯୋଗକୁ ନେଇ ବିଜେପି କର୍ମୀ ଓ ମହିଳା ମୋର୍ଚ୍ଚ ପକ୍ଷରୁ ବିକ୍ଷୋଭ…

ବନ୍ଦ ହେବନି ବ୍ରହ୍ମପୁର ଶୀତଳାପଲ୍ଲୀରେ ଥିବା ଟାଟା କୋଭିଡ୍ ହସ୍ପିଟାଲ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟକ୍ଷମ ଟାଟା କୋଭିଡ୍ ହସ୍ପିଟାଲରେ ବନ୍ଦ ହେବନି । କରୋନାର ଦ୍ୱିତୀୟ ଲହରି ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପୂର୍ବ ନିଷ୍ପତ୍ତି ବଦଳାଇଛି । ବ୍ରହ୍ମପୁର ଶୀତଳାପଲ୍ଲୀରେ ଥିବା ଟାଟା କୋଭିଡ୍ ହସ୍ପିଟାଲରେ 55 ଆଇସିୟୁ ବେଡ୍ ସହ ରୋଗୀ ଚିକିତ୍ସା…

ଚୀନର ଧମକ, ହଂକଂ ପଟେ ବାହାରିଲେ ଆଖି ତାଡିଦେବୁ !

ବେଜିଂ: ଚୀନ ପୁଣି ବାହାସ୍ପୋଟ ମାରିଛି । ହଂକଂ ଘଟଣାରେ ଯେଉଁ ଦେଶ ମୁଣ୍ଡ ପୂରାଇବ ତାର ଆଖି ଫୁଟାଇଦେବୁ ବୋଲି ଧମକ ଦେଇଛି । ଚୀନ ଦ୍ୱାରା ଜାରି କରାଇଥିବା ନୂତନ ନିୟମକୁ ବିଭିନ୍ନ ମହଲରେ ବିରୋଧ କରାଯାଉଛି । ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, କାନାଡାକୁ ନେଇ ଗଠିତ ଫାଇଭ…

ମୃତ୍ୟୁର ୪ ମାସ ପରେ ଆସିଲା ବିିଇଓଙ୍କ ବଦଳି ଅର୍ଡର

ଭୁବନେଶ୍ୱର: ମୃତ୍ୟୁକୁ ପୂରିଲାଣି ୪ ମାସ । କିନ୍ତୁ ଏବେ ଆସୁଛି ବଦଳି ନିର୍ଦ୍ଦେଶ । ଏଭଳି ଘଟଣା ଘଟିଛି କୋରାପୁଟ ବୋରିଗୁମ୍ମା ବିଇଓଙ୍କ କ୍ଷେତ୍ରରେ । ଗତ ଅଗଷ୍ଟ ମାସରେ ବିଇଓ କୃଷ୍ଣ ଚନ୍ଦ୍ର ନାୟକଙ୍କ କୋଭିଡରେ ଚିକିତ୍ସାଧୀନ ଅବସ୍ଥାରେ ବିଶାଖାପାଟଣାରେ ମୃତ୍ୟୁ ହୋଇଥିଲା । କିନ୍ତୁ ସ୍କୁଲ…

ସ୍ୱାମୀ ସାଜିଲା ସୈତାନ: ସ୍ତ୍ରୀକୁ କୁରାଢ଼ିରେ ହାଣି ହତ୍ୟା

ବାରିପଦା: ପତ୍ନୀ ହନ୍ତା । ସ୍ତ୍ରୀକୁ କୁରାଢିରେ ଅତି ନିର୍ମମ ଭାବରେ ହାଣି ହତ୍ୟା କରିଛି ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ପଳାଶବଧା ଗାଁରେ । ମୃତକଙ୍କ ନାଁ ମଞ୍ଜଦୋରୀ ମହାନ୍ତ । ହତ୍ୟାକାମୀ ସ୍ୱାମୀ ଶିବପ୍ରସାଦ ମହାନ୍ତକୁ ଗିରଫ କରି…