Latest Odisha News

୨ୟ ପର୍ଯ୍ୟାୟ ନିର୍ବାଚନ: ଇଭିଏମ୍ ମେସିନ ଅଚଳ ଯୋଗୁଁ ଓଡିଶାର କିଛି କେନ୍ଦ୍ରରେ ଭୋଟଦାନ ବିଳମ୍ବ

ଭୁବନେଶ୍ୱର : ଓଡିଶାରେ ଗୁରୁବାର ଦିନ ୨ୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଓଡିଶାର କିଛି ବୁଥରେ ଇଭିଏମ୍ ମେସିନ୍ ଅଚଳ ହେବା ଯୋଗୁଁ ଭୋଟଦାନରେ ବିଳମ୍ବ ଘଟିଛି । ମିଳିଥିବା ଏକ ରିପୋର୍ଟ ଅନୁଯାୟୀ ବଲାଙ୍ଗିର ଜିଲ୍ଲାର ଲୋଇସିଙ୍ଗାସ୍ଥିତ କୁରୁଲା ଗ୍ରାମର ବୁଥ୍ ନଂ-୨୭୮,…

ଜାଣନ୍ତୁ, କେମିତି କଟିବ ଆଜି ଦିନ

ଆଜିର ରାଶି ଫଳ ତା ୧୮-୦୪-୨୦୧୯ ଗୁରୁବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅପ୍ରେଲ ମାସ ତା୧୮ ତାରିଖ ଗୁରୁବାର ମେଷ ୫ ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି ହସ୍ତା ନକ୍ଷତ୍ର କନ୍ୟା ଚନ୍ଦ୍ର ତୁଳା ଓ କୁମ୍ଭ…

ଭୁବନେଶ୍ୱରରେ ଅପରାଜିତାଙ୍କ ପ୍ରଚାର ବେଳେ ବିଜେପି କର୍ମୀଙ୍କୁ ଆକ୍ରମଣ

ଭୁବନେଶ୍ୱର: ଭୁବନେଶ୍ୱର ଉତ୍ତର ବିଧାନସଭା ଆସନରେ ବୁଧବାର ଦିନ ବିଜେପି ପ୍ରାର୍ଥୀ ଅପରାଜିତା ମହାନ୍ତିଙ୍କ ନିର୍ବାଚନ ପ୍ରଚାର ସମୟରେ କିଛି ଅଜଣା ଦୁର୍ବୃତ୍ତଙ୍କ ଆକ୍ରମଣରେ ୯ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି । ମିଳିଥିବା ସୂଚାନନୁଯାୟୀ, ଏହି ଆକ୍ରମଣରେ ଆହତ ହୋଇଥିବା ୯ ଜଣଙ୍କ ମଧ୍ୟରୁ…

ନିର୍ବାଚନ ଅଧିକାରୀଙ୍କ ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ନେଇ ଧର୍ମେନ୍ଦ୍ରଙ୍କ ବିରୋଧରେ ବିଜେଡ଼ିର କାର୍ଯ୍ୟାନୁଷ୍ଠାନ…

ଭୁବନେଶ୍ୱର: ସମ୍ବଲପୁରରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ କରି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଧବାର ଦିନ ବିଜେଡ଼ି ଦାବି କରିଛି । ଏନେଇ ବିଜେଡ଼ିର ଏକ ପ୍ରତିନିଧି ଦଳ…

ବିଜେଡ଼ି ଓଡ଼ିଶାରେ ଗଣତନ୍ତ୍ରକୁ ଧ୍ୱଂସ କରୁଛି: ଅମିତ ଶାହ

ଢେଙ୍କାନାଳ: ରାଜ୍ୟରେ ‘ବାବୁରାଜ’ ଚଳାଇ ନବୀନ ପଟ୍ଟନାୟକ ସରକାର ଓଡ଼ିଶାରେ ଗଣତନ୍ତ୍ରକୁ ଧ୍ୱଂସ କରୁଛି ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି । ଏଠାରେ ବିଜେପି ପକ୍ଷରୁ ଆୟୋଜିତ ‘ବିଜୟ ସଂକଳ୍ପ’ ସମାବେଶରେ ଯୋଗଦେବା ସହିତ ସଭାକୁ ସମ୍ବୋଧିତ କରି କହିଛନ୍ତି,…

ଅବସୋସ

ଅବସୋସ ଲାବଣ୍ୟ ନାୟକ ଧାନଉଁଷା ହାଣ୍ତି, ବାଉଁଶ ପତ୍ର, ଆମ୍ବ ବଗିଚା, ଖଜୁରୀ ବଣ, ବର ଓହଳ...! ଏଇସବୁ ଭିତରେ ଭାଗ୍ୟକୁ ଅଣ୍ତାଳୁଥିଲି ଦିନେ । କିନ୍ତୁ ମିଳିଲା ଯାହା ଫାଳେ କାନ୍ଥ ନଥିବା ଚାଳଘର, ବାଡ଼ି ଆଡେ ଖଣ୍ତିଆ କୁଅ, କଦଳୀବଣ, ଅପରାଜିତା ଫୁଲ, ଆଉ ତା ସାଥେ…

କ୍ରମାଗତ ୨ୟ ଦିନ ଲାଗି ଭୁବନେଶ୍ୱର ହେଲା ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର: କ୍ରମାଗତ ଭାବେ ଦ୍ୱିତୀୟ ଦିନ ଲାଗି ରାଜଧାନୀ ଭୁବନେଶ୍ୱର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଭାବେ ସାବ୍ୟସ୍ତ ହେବା ଫଳରେ ଜନ ଜୀବନ ପ୍ରଭାବିତ ହୋଇଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ବୁଧବାର ଦିନ ରାଜଧାନୀର ତାପମାତ୍ରା ସର୍ବାଧିକ ୪୧.୭…

ଆର୍ତ୍ତବଲ୍ଲଭ ମହାନ୍ତି

ଆର୍ତ୍ତବଲ୍ଲଭ ମହାନ୍ତି (୧୮୬୬-୧୯୬୩) କ୍ଷେତ୍ର: ଭାଷା-ସାହିତ୍ୟ (ଗବେଷଣା, ସଂପାଦନା) ଆଧୁନିକ ଓଡ଼ିଆ ସାହିତ୍ୟ ନିର୍ମାଣରେ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଯୋଗଦାନ ଅବିସ୍ମରଣୀୟ । ଏକାଧାରରେ ପ୍ରାବନ୍ଧିକ, ସାହିତ୍ୟ ସମାଲୋଚକ, ଅନୁବାଦକ ତଥା ସଂପାଦକ ଭାବେ ସେ ନିଜର ଦକ୍ଷତା ପ୍ରତିପାଦିତ…

‘ଚୁଲବୁଲ୍ ପାଣ୍ଡେ’ ଭୂମିକାରେ ବଡ଼ ପରଦାକୁ ଫେରୁଛନ୍ତି କମେଡ଼ି କିଙ୍ଗ୍ ପପୁପମ୍

ଭୁବନେଶ୍ୱର: ଓଲିଉଡ଼ର ଲୋକପ୍ରିୟ ହାସ୍ୟାଭିନେତା ପପୁ ପମପମ୍ ଦୀର୍ଘ ଏକବର୍ଷ ପରେ ପୁଣି ବଡ଼ ପରଦାକୁ ଫେରୁଛନ୍ତି । ପପୁ ପମମମଙ୍କୁ ଏଥର କିନ୍ତୁ ବଡ଼ ପରଦାରେ ଜଣେ ନିଷ୍ଠାପର ପୋଲିସ ଅଫିସର ଭାବେ ଦେଖିବାକୁ ମିଳିବ । କମେଡ଼ି କିଙ୍ଗ୍ ପପୁ ପମପମଙ୍କ ଅଭିନୀତ ଏହି ଓଡ଼ିଆ ସିନେମା ‘ମୁଁ ଚୁଲବୁଲ୍…

ଅନ୍ନପୂର୍ଣ୍ଣା ମହାରଣା

ଅନ୍ନପୂର୍ଣ୍ଣା ମହାରଣା (୧୯୧୭-୨୦୧୨) କ୍ଷେତ୍ର: ସମାଜସେବା ଭାରତୀୟ ମୁକ୍ତି ଆନ୍ଦୋଳନ କାଳର ଅନ୍ୟତମ ନିଷ୍ଠାପର ସମାଜସେବୀ ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ ଅନ୍ନପୂର୍ଣ୍ଣା ମହାରଣା । ୩ ନଭେମ୍ବର ୧୯୧୭ରେ ରମା ଦେବୀ ଓ ଗୋପବନ୍ଧୁ ଚୌଧୁରୀଙ୍କ ଦ୍ୱିତୀୟ ସନ୍ତାନ ଭାବେ ଜନ୍ମ ହୋଇଥିଲେ…