ପୁରୀରେ ଟିକାକରଣ ଲାଗି ଅନଲାଇନ୍ ସ୍ଲଟ୍ ବୁକିଂ ଆରମ୍ଭ
ପୁରୀ: ପୁରୀ ସହରରେ ୧୮ରୁ ୪୪ ବୟସ ବର୍ଗଙ୍କ ଟିକାକରଣ ପାଇଁ ଅନଲାଇନ୍ ସ୍ଲଟ୍ ବୁକିଂ ବୁଧବାର ସକାଳ ୧୦ ଟାରୁ ଆରମ୍ଭ ହୋଇଛି।
“ପୁରୀ ସହରରେ ୧୮ରୁ ୪୪ ବୟସ ବର୍ଗରେ ଆସନ୍ତାକାଲି ଟିକାକରଣ ପାଇଁ ଅନଲାଇନ୍ ବୁକିଂ ଆଜି ସକାଳ ୧୦ ଟାରୁ କରିପାରିବେ।