Latest Odisha News

BREAKING NEWS

ଋଷିଆ ଆରମ୍ଭ କରିଛି ଦ୍ୱିତୀୟ କୋଭିଡ୍ -୧୯ ଟିକାର ପରବର୍ତ୍ତୀ ପଞ୍ଜୀକରଣ ପରୀକ୍ଷା

ମସ୍କୋ: କରୋନା ସଂକ୍ରମଣ ବିରୋଧରେ 'ଏପିଭାକୋରୋନା' ଟୀକାକରଣର ପରବର୍ତ୍ତୀ ପଞ୍ଜୀକରଣ ପରୀକ୍ଷା ଋଷିଆରେ ଆରମ୍ଭ ହୋଇଛି। ରିପୋର୍ଟ ଅନୁଯାୟୀ, ଗ୍ରାହକ ସୁରକ୍ଷା ଏବଂ କଲ୍ୟାଣ ବ୍ୟାପାର ପାଇଁ ଋଷିଆରେ ଫେଡେରାଲ୍ ସର୍ଭିସର ମୁଖ୍ୟ ଆନ୍ନା ପପୋଭା ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଅଗଷ୍ଟରେ…

ହାଇକୋର୍ଟରେ ଭୁବନେଶ୍ଵର ନାବାଳିକା ଗଣଦୁଷ୍କର୍ମ ମାମଲା ଶୁଣାଣି, ଭିଡିଓ କନ୍‌ଫରେନ୍ସିଂରେ ହାଜର ହେବେ ପୋଲିସ ଡିଜି

ଭୁବନେଶ୍ଵର: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାର ଆଜି ହାଇକୋର୍ଟରେ ଶୁଣାଣି ରହିଛି । ଭିଡିଓ କନ୍‌ଫରେନ୍ସିଂରେ ହାଜର ହେବେ ପୋଲିସ ଡିଜି ଅଭୟ । ଗତ ୯ ତାରିଖରେ ଶୁଣାଣି କରି ପୋଲିସ ଡିଜିଙ୍କୁ ବ୍ୟକ୍ତିଗତ ଭାବରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । କ୍ରାଇମବ୍ରାଞ୍ଚ ତଦନ୍ତରେ…

ପ୍ରେକ୍ଷାଳୟ‌ରେ ‘ସୁରଜ ପେ ମଙ୍ଗଳ ଭାରୀ’ର ଭରପୂର ମଜା ଉଠାଇଲେ ଅମୀର ଏବଂ ଝିଅ ଇରା

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣ ହେତୁ ସାରା ଦେଶରେ ପ୍ରେକ୍ଷାଳୟ ବନ୍ଦ ହେବାର ଆଠ ମାସ ପରେ ଏବେ ସାରା ଦେଶରେ ପ୍ରେକ୍ଷାଳୟ ଖୋଲିବାର ପ୍ରକ୍ରିୟା ଚାଲିଛି। ଏଭଳି ପରିସ୍ଥିତିରେ ନିକଟରେ ମହାରାଷ୍ଟ୍ର ଏବଂ ମୁମ୍ବାଇରେ ସିନେମା ମଧ୍ୟ ଖୋଲାଯାଇଥିଲା। ତେବେ ଏହା ଭିତରେ ମନୋଜ ବାଜପେୟୀ, ଫାତିମା…

ଦେଶରେ ୮୯ ଲକ୍ଷ କରୋନା ପଜିଟିଭ୍, ସୁସ୍ଥ ହେଲେଣି ୮୩ ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସୁସ୍ଥ ସଂଖ୍ୟା । ପ୍ରତିଦିନ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ଆରୋଗ୍ୟ ଲାଭ କରୁଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୩୮ ହଜାର ୬୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ସୁସ୍ଥ ହୋଇଛନ୍ତି ୪୪ ହଜାର ୪୪ ହଜାର ୭୩୯ ସଂକ୍ରମିତ । ଦେଶରେ ମୋଟ୍…

ପେଣ୍ଠ ସମୁଦ୍ରକୂଳରେ ୧୪୪ ଧାରା ଲାଗୁ, ପାଣିକୁ ଓହ୍ଲାଇଲେ ଜରିମାନା

କେନ୍ଦ୍ରାପଡ଼ା: ରାଜନଗର ଅନ୍ତର୍ଗତ ପେଣ୍ଠ ସମୁଦ୍ରରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ଏଣିକି ସମୁଦ୍ର ପାଣିକୁ ଓହ୍ଲାଇଲେ ଗଣିବା ଜରିମାନା । ନାଲି ପତାକା ଲଗାଇ ଲୋକଙ୍କୁ ଅବଗତ କରାଇବା ସହିତ ଆଜିଠାରୁ ୧୪୪ ଧାରା ଲାଗୁ କରିଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ । କିଛି ଦିନ…

ଦୁଇଟି ଟ୍ରକ ମଧ୍ୟରେ ଧକ୍କାରୁ ୯ ଜଣଙ୍କର ମୃତ୍ୟୁ, ୧୭ ଆହତ

ଭଦୋଦରା: ଗୁଜରାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇଟି ଟ୍ରକ ମଧ୍ୟରେ ଧକ୍କା ହେବାରୁ ୯ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ୧୭ ଜଣ । ଭଦୋଦରାରେ ଓ୍ୱାଘଡିଆ କ୍ରସିଂ ହାଇଓ୍ୱେରେ ଆଜି ସକାଳୁ ସକାଳୁ ଏହି ଦୁର୍ଘଟଣା ଘଟିଛି । ଆହତ ୧୭ ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପାଇଁ…

ଭୁବନେଶ୍ୱର ସମେତ ରାଜ୍ୟର କିଛି ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ଘନ କୁହୁଡି ଦେଖିବାକୁ ମିଳିଛି ।  ସକାଳୁ ସକାଳୁ କୁହୁଡିର ବଳୟ ଦେଖିବାକୁ ମିଳିଥିଲା । କୁହୁଡ଼ିର ପରିମାଣ ଏତେ ଅଧିକ ଥିଲା ଯେ, କିଛି ବାଟ ଯାଏ ରାସ୍ତାଘାଟ ଦିଶୁ ନଥିଲା । ଫଳରେ ରାଜଧାନୀରେ ରାସ୍ତାରେ ଗାଡ଼ି ଚଳାଇବାରେ ଅସୁବିଧା ହୋଇଥିଲା ।…

ନାଇଟ ପାଟ୍ରୋଲିଂ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ, ଦୁଇ ଗିରଫ

କୋରାପୁଟ: ପୋଲିସର ନାଇଟ ପାଟ୍ରୋଲିଂ ବେଳେ ଧରାପଡ଼ିଲା ଗଞ୍ଜେଇ ଗାଡ଼ି । କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୋଲିସକୁ ମିଳିଛି ସଫଳତା । ଏକ ଗଞ୍ଜେଇ ଭର୍ତ୍ତି ଟ୍ରକ ସହ ରାୟପୁର ଅଞ୍ଚଳର ୨ ଜଣକୁ ଗିରଫ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ୩୦ ଲକ୍ଷରୁ ଅଧିକ ଟଙ୍କା ହେବ । ଆନ୍ଧ୍ରପ୍ରଦେଶ ସୀମାନ୍ତ…

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ, ୫ଟି ସ୍ଥାନରେ ରେଡ୍

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ । ତାଳଚେର ଆର୍‌ଡି ବିଭାଗର ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କ ଘରେ ସକାଳୁ ସକାଳୁ ଭିଜିଲାନ୍ସ ଚଢ଼ାଉ ହୋଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଅ ଅଭିଯୋଗରେ ଏକକାଳୀନନ ୫ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ ।…

୧୨ ଗ୍ରାମ ବ୍ରାଉନସୁଗାର ଜବତ ସହ ୪ ଜଣଙ୍କୁ ଗିରଫ କଲା ନିମାପଡା ପୋଲିସ

ପୁରୀ: ପୁରୀ ଜିଲ୍ଲା ନିମାପଡା ଥାନା ପୋଲିସ ନିଶା ବ୍ୟବସାୟ ଅଭିଯୋଗରେ ଚାରିଜଣ ଯୁବକଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଏହାସହ ସେମାନଙ୍କ ଠାରୁ ପାଖାପାଖି ୧୨ ଗ୍ରାମର ବ୍ରାଉନ ସୁଗାର ମଧ୍ୟ ଜବତ ହୋଇଥିବା ଜଣାପଡିଛି। ଗିରଫ ଯୁବକ ମାନେ ହେଉଛନ୍ତି ସ୍ଥାନୀୟ ଅନ୍ଧିଆ ଶାସନର ମାଧବାନନ୍ଦ…