Latest Odisha News

BREAKING NEWS

[ଭିଡିଓ] ଘର ପୋଡିଲେ, ମହିଳାଙ୍କୁ ଘୋଷାଡି ମାରିଲେ !

ଖୋର୍ଦ୍ଧା: ଜମି ବିବାଦକୁ ନେଇ ତୁମୁଳକାଣ୍ଡ । ଖୋର୍ଦ୍ଧା ବୋଲଗଡ ବ୍ଲକ କଡବା ଗାଁରେ ଅମାନବୀୟ ଘଟଣା । ଜଣେ ମହିଳାଙ୍କୁ ନିର୍ଘାତ ମାଡ ମାରିବା ସହ ତାଙ୍କ ଘର ପୋଡିବା ଭଳି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ଅନ୍ୟପଟେ ସୋସିଆଲ୍ ମିଡିଆରେ ଏହି ଘଟଣାର ଭିଡିଓ ବି ଭାଇରାଲ୍ ହୋଇଛି ।…

କେମିତି ଅଛନ୍ତି ବଜରଙ୍ଗୀ ଭାଇଜାନର ମୁନ୍ନି ?

ମୁମ୍ବାଇ: ସଲମାନ ଖାନଙ୍କ ଫଲ୍ମ ବଜରଙ୍ଗୀ ଭାଇଜାନର ବହୁଚର୍ଚ୍ଚିତ ଚରିତ୍ର ମୁନ୍ନି ଓରଫ ହର୍ଷାଲି ମଲହୋତ୍ରା । ୨୦୧୫ରେ ଏହି ଶିଶୁ କଳାକାର ନିଜ ନଟଖଟି ଅନ୍ଦାଜରେ ଦର୍ଶକଙ୍କ ମନ ମୋହିବାରେ ସଫଳ ହୋଇଥିଲେ । ଫିଲ୍ମ ବଜରଙ୍ଗୀ ଭାଇଜାନ ରିିଲିଜ୍ ହେବାର ପାଖାପାଖି ୫ବର୍ଷ ହୋଇଥିଲାବେଳେ ଆସନ୍ତୁ…

ନୂଆ ଜର୍ସିରେ ନଜର ଆସିବେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ: ଫାଣ୍ଟାସି ଗେମ୍ ସହ ଜଡିତ କମ୍ପାନୀ ମୋବାଇଲ୍ ପ୍ରିମିୟର ଲିଗ୍ (ଏମପିଏଲ୍) ଟିମ୍ ଇଣ୍ଡିଆର ଅଫିସିଆଲ୍ କିଟ୍ ସ୍ପୋନସରସିପ ପାଇଛି। ଏନେଇ ମଙ୍ଗଳବାର ଦିନ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି। https://twitter.com/BCCI/status/1328571370326908928?s=19…

ନଭେମ୍ବର ୧୯ରୁ ବନ୍ଦ ହେବ ବଦ୍ରିନାଥ ଧାମ

ନୂଆଦିଲ୍ଲୀ: ନଭେମ୍ବର ୧୯ରୁ ବନ୍ଦ ହେବ ପ୍ରଭୁ ବଦ୍ରିନାଥଙ୍କ ଧାମ। ଏନେଇ ଲାଗି ରହିଛି ଶ୍ରଦ୍ଧାଳୁଙ୍କ ଦର୍ଶନ। ସୂଚନା ଅନୁଯାୟୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ସହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ବାବା ବଦ୍ରିନାଥଙ୍କୁ ଦର୍ଶନ କରିଛନ୍ତି ।…

ବିର୍ଜୁ ମହାରାଜଙ୍କ ସମେତ ବହୁ ବିଶିଷ୍ଟ କଳାକାରଙ୍କୁ ସରକାରୀ ଘର ଖାଲି କରିବାକୁ ନୋଟିସ ପଠାଇଲେ ସରକାର

ନୂଆଦିଲ୍ଲୀ: ପଦ୍ମଶ୍ରୀ ସମ୍ମାନିତ ଭାରତୀ ଶିବାଜୀ ଏବଂ ପଣ୍ଡିତ ବିର୍ଜୁ ମହାରାଜଙ୍କ ସମେତ ବହୁ ବିଶିଷ୍ଟ କଳାକାରଙ୍କୁ ଦିଆଯାଇଥିବା ସରକାରୀ ଘର ଖାଲି କରିବାକୁ ସରକାର ଏକ ନୋଟିସ ପଠାଇଛନ୍ତି। ଏଭଳି ପରିସ୍ଥିତିରେ ସୋମବାର ଦିନ କଳାକାରମାନେ କହିଛନ୍ତି ଯେ ସେମାନେ ସରକାରଙ୍କ ଏହି ନୋଟିସକୁ…

ସରିଲା ନିର୍ବନ୍ଧ, ଖୁବଶୀଘ୍ର ବିବାହ କରିବେ ଏହି ବିସ୍ଫୋରକ କ୍ରିକେଟର୍ !

ଭୁବନେଶ୍ୱର: ବିସ୍ପୋରକ ୱେଷ୍ଟଇଣ୍ଡିଜ୍ କ୍ରିକେଟର୍ ନିକୋଲାସ ପୁରନ୍ । ନିକଟରେ ଏହି କ୍ରିକେଟର ଆଇପିଏଲରେ ଧୁଆଁଧାର ବ୍ୟାଟିଂ ଜରିଆରେ ବୋଲରଙ୍କ ମୁଣ୍ଡ ନୁଆଁଇଥିଲେ । ହେଲେ ଆଜି ଏହି କ୍ରିକେଟର ଜଣକ ନିଜ ପ୍ରେମିକା ଆଗରେ ମୁଣ୍ଡ ମୁଆଁଛନ୍ତି । ଦୀର୍ଘ ବର୍ଷର ପ୍ରେମିକା କ୍ୟାଥରିନା…

ଆଗାମୀ ଆର୍ଥିକ ଯୋଜନା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌

ୱାଶିଂଟନ୍: ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ କରୋନା ମହାମାରୀର ପ୍ରଭାବରୁ ଦେଶକୁ ଉଦ୍ଧାର କରିବା ପାଇଁ ତାଙ୍କର ଅର୍ଥନୈତିକ ଯୋଜନା ପ୍ରକାଶ କରିଛନ୍ତି। ସ୍ୱଚ୍ଛ ଉର୍ଜା, ନିଯୁକ୍ତି ସୃଷ୍ଟି ଏବଂ ନୂତନ ପ୍ରଯୁକ୍ତିବିଦ୍ୟାରେ ବିନିଯୋଗ ଉପରେ ବାଇଡେନ୍‌ ଅଧିକ ଗୁରୁତ୍ୱ ଦେବେ।…

ପିଲାବେଳେ ରାମାୟଣ ଓ ମହାଭାରତ ଶୁଣୁଥିଲେ ବାରାକ୍ ଓବାମା

ୱାଶିଂଟନ୍: ଇଣ୍ଡୋନେସିଆରେ ରହୁଥିବା ବେଳେ ପିଲାଦିନେ ହିନ୍ଦୁ ମହାକାବ୍ୟ ରାମାୟଣ ଏବଂ ମହାଭାରତର କାହାଣୀ ଶୁଣୁଥିଲେ ବୋଲି କହିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା। ତେଣୁ ତାଙ୍କ ମନ ଭିତରରେ ଭାରତ ପାଇଁ ସର୍ବଦା ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। 'ଏ ପ୍ରୋମିଜଡ୍…

ଦିଲ୍ଲୀକୁ ଫେରିବ ଲକଡାଉନ୍ ! କଟକଣା ଲାଗୁ ପାଇଁ କେନ୍ଦ୍ରକୁ କେଜ୍ରିଓ୍ୱାଲଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ପୁଣି ଦିଲ୍ଲାରେ କାୟା ମେଲାଇଚି କରୋନା । ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ମୁକାବିଲା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ ପୁଣି ଥରେ ଲକଡାଉନ୍ ଲାଗୁ ପାଇଁ କେନ୍ଦ୍ରର ଅନୁମତି ଲୋଡିଛନ୍ତି । ଦିଲ୍ଲୀର ସବୁ ଅଞ୍ଚଳରେ ନୁହେଁ । ଅଧିକ ସଂକ୍ରମିତ…

ମହଙ୍ଗା ପଡିଲା କିଡନୀ ବିକି ଆଇଫୋନ୍ କିଣିବା !

ଭୁବନେଶ୍ୱର: ଆଇଫୋନ୍ କିଣିବା ଅନେକଙ୍କ ପାଇଁ ସମ୍ଭବ କିମ୍ବା ଆବଶ୍ୟକ ପଡିନଥାଏ । ଅତ୍ୟାବଶ୍ୟକ କାମ ନୁହେଁ ବରଂ କିଛି ଲୋକ ଷ୍ଟାଟସ୍ ମେଣ୍ଟେନ କରିବାକୁ ଏହି ଫୋନ୍ କିଣିଥାନ୍ତି । ତେବେ ଖାସ୍ କରି ଦାମୀ ଆଇଫୋନ କିଣିବାକୁ ନେଇ କିଡନୀ ବିକିବା ଭଳି ଉପହାସ୍ ଅନେକଙ୍କ ମୁହଁରେ ଶଣିବାକୁ ଥାଏ ।…