ବାଣ ଫୁଟାଇବା ବେଳେ ପୋଡି ହୋଇ ରୀତା ବହୁଗୁଣାଙ୍କ ନାତୁଣୀ ମୃତ
ପ୍ରୟାଗରାଜ: ଦୀପାବଳି ଅବସରରେ ବିଜେପି ନେତ୍ରୀ ରୀତା ବହୁଗୁଣାଙ୍କ ଘରେ ଶୋକବର ବାତାବରଣ ଖେଳିଯାଇଛି । ବହୁଗୁଣାଙ୍କ ନାତୁଣୀ ଛାତ ଉପରେ ସାଙ୍ଗମାନଙ୍କ ସହ ବାଣ ଫୁଟାଉଥିବା ବେଳେ ଗୁରୁତର ଭାବେ ପୋଡି ହୋଇ ଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ବଂଚାଇବା…