Latest Odisha News

BREAKING NEWS

ବ୍ୟବସାୟ କରିବାକୁ ଚାହୁଁଛନ୍ତି କି? ନିଅନ୍ତୁ ସରକାରଙ୍କ ଏହି ଯୋଜନାର ସୁଯୋଗ; ପାଇପାରିବେ ୧୦ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ: କରୋନା ମହାମାରୀ ହେତୁ ଚଳିତ ବର୍ଷ ଅନେକ ଲୋକ ନିଜ ଜୀବିକା ହରାଇଛନ୍ତି। ଆହୁରି ମଧ୍ୟ ଅନେକ ଲୋକ ବେରୋଜଗାର ହୋଇଛନ୍ତି। ସାମ୍ପ୍ରତିକ ସମୟରେ, ଲୋକଙ୍କ ଜୀବନ ଧୀରେ ଧୀରେ ଟ୍ରାକକୁ ଫେରି ଆସୁଛି। ଏହି ସମୟରେ, ଲୋକମାନେ ବର୍ତ୍ତମାନ ପୁନର୍ବାର କାମ ଆରମ୍ଭ କରିବାକୁ ଚାହୁଁଛନ୍ତି।…

ହସ୍ପିଟାଲରେ ଭର୍ତ୍ତି ହେଲେ ବିଧାୟକ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ପାଟନାର ବିଜେଡି ବିଧାୟକ ଜଗନ୍ନାଥ ନାଏକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ଅସୁସ୍ଥତାର କାରଣ ଜଣାପଡିନଥିବା ବେଳେ ନିକଟ ଅତୀତରେ ସରିଥିବା ବାଲେଶ୍ୱର ସଦର ବିଧାନସଭା ଉପ-ନିର୍ବାଚନରେ ସେ…

ଗଣଆନ୍ଦୋଳନର ମାର୍ଗଦର୍ଶନ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ବର୍ଷବର୍ଷ ଧରି ଅନେକ ଆନ୍ଦୋଳନ ସତ୍ୱେ କାହିଁକି ବିପ୍ଳବର ବ୍ୟର୍ଥତା, କାହିଁକି ଆନ୍ଦୋଳନଗୁଡିକର ମରୀଚିକା ଆଡକୁ ମହାଯାତ୍ରା, କାହିଁକି ଅନ୍ଧାରୀ ଶାସନକୁ ମୁକାବିଲା କରି ହେଉନି ? ଏଇସବୁ ପ୍ରଶ୍ନ ଏବେବି ମନରେ ଖେଳିବୁଲୁଛି । ଆନ୍ଦୋଳନ…

ହତ୍ୟା ମାମଲା ରୁଜୁ ପରେ ମାଲକାନଗିରି ଜିଲ୍ଲାପାଳଙ୍କ ବଦଳି

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ସୋମବାର ଦିନ ଓଡ଼ିଶା ସରକାର ଯୋଜନା ଓ ସଂଯୋଜନା ବିଭାଗର ଡେପୁଟି ସେକ୍ରେଟାରୀ ଭାବେ ବଦଳି କରିଛନ୍ତି। ଶ୍ରୀ ଅଗ୍ରୱାଲଙ୍କ ସ୍ଥାନରେ ମାଲକାନଗିରି ଜିଲ୍ଲାର ନୂଆ ଜିଲ୍ଲାପାଳ ହେଲେ ୨୦୧୪ ବ୍ୟାଚର ଆଇଏଏସ୍ ଅଫିସର ୟେଦୁଲା ବିଜୟ।…

ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ଅନୁଷ୍ଠିତ

ପୁରୀ: ଶ୍ରୀମନ୍ଦିରରେ ଆଜି ବଡ଼ଠାକୁରଙ୍କ ହରିହର ବେଶ ଅନୁଷ୍ଠିତ ହୋଇଯାଇଛି। ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯାଇଥିଲା। ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉ ଥିବାବେଳେ ଏହି ବେଶରେ ହରି (ବିଷ୍ଣୁ) ଓ ହର (ଶିବ)ଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହୋଇଥାଏ।…

ଡିଜିଟାଲ୍‌ ମଞ୍ଚରୁ ମାରୁତିକୁ ବଡ଼ ଫାଇଦା; ଅନ୍‌ଲାଇନ୍‌ରେ ବିକ୍ରି ହେଲା ୨ ଲକ୍ଷରୁ ଅଧିକ କାର୍‌

ନୂଆଦିଲ୍ଲୀ: ଦେଶର ବୃହତ୍ତମ କାର କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ (ଏମଏସଆଇ) ଅନଲାଇନରେ ଦୁଇ ଲକ୍ଷରୁ ଅଧିକ କାର ବିକ୍ରି କରିଛି। ସୋମବାର କମ୍ପାନୀ ପକ୍ଷରୁ ଏହି ସୂଚନା ଦିଆଯାଇଛି। କମ୍ପାନୀ ଦୁଇ ବର୍ଷ ପୂର୍ବେ ଏହାର ଅନଲାଇନ୍ ବିକ୍ରୟ ପ୍ଲାଟଫର୍ମ ଆରମ୍ଭ କରିଥିଲା। ଏହି ଡିଜିଟାଲ୍…

ହୀରାକୁଦରେ ଇକୋ ରିଟ୍ରିଟ; ଜଳକ୍ରୀଡାରୁ ରୋପୱେ ରାଇଡିଂର ମଜା ନେବେ ପର୍ଯ୍ୟଟକ

ସମ୍ବଲପୁର: ମହାମାରୀ ସମୟରେ ପର୍ଯ୍ୟଟକଙ୍କ ମୁହଁରେ ହସ ଖେଳାଇ ଦେଇଛି ସରକାରଙ୍କ ଇକୋ ରିଟ୍ରିଟର ଆୟୋଜନ। ଚଳିତ ବର୍ଷ ପ୍ରଥମଥର ପାଇଁ ରାଜ୍ୟର ୫ଟି ସ୍ଥାନରେ ଇକୋ ରିଟ୍ରିଟ ଆୟୋଜନ କରାଯାଉଛି। ଉକ୍ତ ୫ଟି ସ୍ଥାନ ମଧ୍ୟରେ ସାମିଲ ଅଛି ପଶ୍ଚିମ ଓଡିଶାର ସମ୍ବଲପୁର ଜିଲ୍ଲା। ପ୍ରାକୃତିକ…

ରାଜସ୍ଥାନରେ ‘ଷ୍ଟାଚ୍ୟୁ ଅଫ୍ ପିସ୍‌’ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଆଜି ଜୈନଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭ ସୁରିଶ୍ୱର ମହାରାଜଙ୍କ ୧୫୧ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜସ୍ଥାନର ପାଲି ଜିଲ୍ଲାରେ 'ଷ୍ଟାଚ୍ୟୁ ଅଫ୍ ପିସ୍‌' ଉନ୍ମୋଚନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ…

ପୁରୀରୁ ୧୦.୫ ଗ୍ରାମର ବ୍ରାଉନ ସୁଗାର ଜବତ

ପୁରୀ: ବ୍ରାଉନ ସୁଗାର ଜବତ କରିବାରେ ପୁରୀ ଜିଲ୍ଲା କାକଟପୁର ଥାନା ପୋଲିସକୁ ସଫଳତା ମିଳିଛି। ସୂଚନା ଅନୁଯାୟୀ ଓଳଙ୍ଗରା ଗାଁରୁ ଆସୁଥିବା ଏକ ବାଇକକୁ ଯାଞ୍ଚ ବେଳେ ୧୦.୫ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି। ଆହୁରି ମଧ୍ୟ ଏହି ଘଟଣାରେ ଓଳଙ୍ଗରା ଗାଁର ବେପାରୀ ପ୍ରଶାନ୍ତ ସ୍ୱାଇଁ…

ଆରମ୍ଭ ହେଲା ଏଲଏଲ୍ ଟେଷ୍ଟ

ଭୁବନେଶ୍ୱର: ଓଡିଶାରେ ଲର୍ଣ୍ଣସ୍ ଲାଇସେନ୍ସ (ଏଲଏଲ) ଟେଷ୍ଟ ପ୍ରକ୍ରିୟା ସୋମବାର ଠାରୁ ଆରମ୍ଭ ହୋଇଛି । ଯାହା କୋଭିଡ-୧୯ ମହାମାରୀ ଯୋଗୁଁ ବନ୍ଦ ରହିଥିଲା । ଏନେଇ ପରିବହନ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।…