ଘାଟି ତଳକୁ ଖସିଲା ଗାଡି; ୪ ମୃତ, ୪ ଗୁରୁତର
ମଥୁରା: ଉତ୍ତର ପ୍ରଦେଶର ମଥୁରାରେ ଘଟିଛି ଏକ ହୃଦୟ ବିଦାରକ ସଡକ ଦୁର୍ଘଟଣା । ଘଟି ତଳକୁ କାର ଖସି ଗୋଟିଏ ପରିବାରର ୪ ଜଣ ପ୍ରାଣ ହରାଇଛନ୍ତି।
ମିଳିଥିବା ସୂଚନାନୁସାରେ, ମଥୁରା ଶେରଗଡ ଅଞ୍ଚଳର ପୁଲିଆରେ ଏକ କାର୍ ଘାଟି ତଳକୁ ଖସି ପଡିଥିଲା । ଏହି କାର ଭିତରେ ଗୋଟିଏ ପରିବାରର ୮ ଜଣ ଥିଲେ।…