ଦୀର୍ଘଦିନ ଧରି କାଶ ହେଉଛି କି? ଏହା କ’ଣ ହୋଇପାରେ ଜାଣନ୍ତୁ…
ଭୁବନେଶ୍ୱର: ଡାକ୍ତରଙ୍କ ମତରେ, କାଶ କୌଣସି ରୋଗ ନୁହେଁ । ଶରୀରରେ କୌଣସି ରୋଗ ହେଲେ ଏହା ତାର ସଂକେତ ହୋଇଥାଏ । ତେଣୁ କାଶକୁ ଅଣଦେଖା କରିବା ଆଦୋୖ ଉଚିତ ନୁହେଁ । କାରଣ କାଶ ଯୋଗୁ ଫୁସ୍ଫୁସ, ଶ୍ୱାସନଳୀ ଏବଂ ଗଳାରେ ସଂକ୍ରମଣ ହୋଇଥାଏ।
କୌଣସି ଏକ ରୋଗ ପୂର୍ବରୁ କାଶ ପ୍ରଥମେ ସଂକେତ…