Latest Odisha News

BREAKING NEWS

ରାହୁଲ ରିଟର୍ଣ୍ଣସ୍

ଭୁବନେଶ୍ୱର:  ପୁଣି ଭାରତୀୟ ଦଳ ସହିତ ଯୋଡି ହୋଇଛନ୍ତି ପୂର୍ବତନ କ୍ୟାପଟେନ ରାହୁଲ ଦ୍ରାବିଡ । ଦୀର୍ଘ ୭ବର୍ଷ ପରେ ଟିମ୍ ର କୋଚ ଭାବେ ଫେରିଛନ୍ତି । ଆସନ୍ତା ଜୁଲାଇରେ ଟିମ୍ ଶ୍ରୀଲଙ୍କା ଗସ୍ତ କରୁଥିବା ବେଳେ ଦ୍ଵିତୀୟ ଥର ପାଇଁ ରାହୁଲ ସିନିୟର୍ ଦଳରେ ଯୋଗଦାନ କରୁଛନ୍ତି । ତେବେ ଜୁଲାଇ ୫ରେ…

ମହଙ୍ଗା ପଡ଼ିଲା ଲାଞ୍ଚ

ମାଲକାନିଗିରି:ଫସିଗଲେ ଡାକ୍ତର ବାବୁ । ମହଙ୍ଗା ପଡ଼ିଲା ଲାଞ୍ଚ । ମାଲକାନିଗିରି ସରକାରୀ ଡାକ୍ତରଖାନାରେ ଲାଞ୍ଚ ମାଗି ହଟ ହଟା ହୋଇଛନ୍ତି ଡ଼ାକ୍ତର ଆଉ କର୍ମଚାରୀ । ରୋଗୀଙ୍କୁ ଲାଞ୍ଚ ମାଗିବା ଘଟଣା ପ୍ରସାରଣ ପରେ ନିଆଯାଇଛି କାର୍ଯ୍ୟନୁଷ୍ଠାନ। ଚାକିରୀରୁ ନିଲମ୍ବିତ ହୋଇଛନ୍ତି ଦୁଇ ଜଣ…

ସମ୍ଭାବ୍ୟ ବାତ୍ୟା ‘ୟସ୍’ ପାଇଁ ୭୪ଟି ଟ୍ରେନ୍ ବାତିଲ୍ କଲା ପୂର୍ବତଟ ରେଳପଥ

ଭୁବନେଶ୍ୱର: ବଙ୍ଗୋପସାଗରରେ ବାତ୍ୟା ଆସୁଛି । ୨୬ରେ ଛୁଇଁପାରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ । ସମ୍ଭାବ୍ୟ ବାତ୍ୟା ନେଇ ପାଣିପାଗ ବିଭାଗର ଏଭଳି ଆକଳନ ପରେ ପଦକ୍ଷେପ ନେଇଛି ପୂର୍ବତଟ ରେଳପଥ । ବାତ୍ୟାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ମୋଟ ୭୪ଟି ଟ୍ରେନକୁ ବାତିଲ୍ କରାଯାଇଛି । ଏହି…

ଡିଆରଡିଓର ଆଉ ଏକ ସଫଳତା, ଆଂଟିବଡି ପରୀକ୍ଷା ପାଇଁ ପ୍ରସ୍ତୁତ କଲା କିଟ

ନୂଆଦିଲ୍ଲୀ: ଡିଆରଡିଓକୁ ଶୁକ୍ରବାର ଆଉ ଏକ ବଡ ସଫଳତା ହାସଲ କରିଛି । ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହରୀ ତାଣ୍ଡବ ରଚୁଥିବା ବେଳେ ଏହି କିଟ ବେଶ୍ କାର୍ଯ୍ୟକାରୀ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି । ଏହି କିଟର ନାମ ଡିପକୋଭନ ଏବଂ ଏହା ଜୁନରେ ମାର୍କେଟରେ ଉପଲବ୍ଧ ହେବ । ଅଳ୍ପ ସମୟ…

AIIMS ଡାକ୍ତରଙ୍କ ଦାବି, ବ୍ଲାକ୍ ଫଙ୍ଗସ୍ ପାଇଁ ଦାୟୀ ଇଣ୍ଡଷ୍ଟ୍ରିଆଲ୍ ଅମ୍ଲଜାନ୍

ନୂଆଦିଲ୍ଲୀ: କରୋନା ସଂକଟ ଭିତରେ ଦେଶରେ ଆଉ ଏକ ନୂଆ ବିପଦ ବ୍ଲାକ୍ ଫଙ୍ଗସ ବାଇ ମ୍ୟୁକରମାଇକୋସିସ୍ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । କିଛି ରାଜ୍ୟ ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କରିଥିବା ବେଳେ ଆଉ କିଛି ରାଜ୍ୟ ନୋଟିଫାଏଡ୍ ଡିଜିଜି ଅନ୍ତର୍ଭୁକ୍ତ କରିଛନ୍ତି । ତେବେ କାହିଁକି ବ୍ୟାପୁଛି…

ସିଜଫାୟର ନେଇ ରାଜି ହେଲେ ଇସ୍ରାଏଲ-ହମାସ, ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ

ତେଲ ଅଭିଭ: ୧୨ ଦିନ ପରେ ଇସ୍ରାଏଲ ଏବଂ ହମାସ ସିଜଫାୟାର ପାଇଁ ରାଜି ହୋଇଛନ୍ତି । ମିଳିତ ଜାତିସଂଘ ସମେତ ଅନେକ ଦେଶ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଆମେରିକା ଚାପ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନେହୁ ସାମରିକ କାର୍ଯ୍ୟକୁ ବନ୍ଦ କରିବା ପାଇଁ କହିଥିଲେ । ଆମ ଉପରେ…

ଶନିବାର ଏହି ୨ ଜିଲ୍ଲାରେ ବନ୍ଦ ରହିବ କୋଭିଡ୍ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ଟିକାକରଣ ଜାରି ରହିଛି । ଆଜି ରାଜ୍ୟର ୩୯୪ଟି କେନ୍ଦ୍ରରେ ୪୯ ହଜାର ୫୫୦ ଡୋଜ୍ ଟିକା ଦିଆଯାଇଛି । ଏଥିସହ ରାଜ୍ୟରେ ମୋଟ ୬୯ ଲକ୍ଷ ୧୯ ହଜାର ୯୮୬ ଡୋଜ୍ ଟିକାକରଣ ହୋଇଛି । ଅନ୍ୟପଟେ ଆସନ୍ତାକାଲି ରାଜ୍ୟର ୨ଗୋଟି ଜିଲ୍ଲା କେନ୍ଦୁଝର ଓ ସୋନପୁରରେ ଟିକାକରଣ ହେବ ନାହିଁ ।…

ଟୁଲକିଟ ମାମଲା: ମେନିପ୍ୟୁଲେଟଡ ଟ୍ୟାଗ ହଟାଇବାକୁ ଟ୍ୱିଟରକୁ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଟୁଲକିଟ ମାମଲାରେ ଟ୍ୱିଟରର ପଦକ୍ଷେପ ନେଇ କେନ୍ଦ୍ର ସରକାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଘଟଣାର ତଦନ୍ତ ଚାଲିଥିବା ବେଳେ ବିଜେପି ନେତାଙ୍କ ଟ୍ୱିଟକୁ ଟ୍ୱିଟର ମେନିପ୍ୟୁଲେଟଡ ମିଡିଆ ଭାବେ ବ୍ୟବହାର କରିଛି । ଯାହାକୁ ତୁରନ୍ତ ହଟାଇବା ପାଇଁ ସରକାର ଟ୍ୱିଟରକୁ କହିଛନ୍ତି । ତଦନ୍ତ…

ନୟାଗଡ଼ରୁ ପୁଣି ବ୍ରାଉନସୁଗାର ଜବତ, ୨ ଗିରଫ

ନୟାଗଡ଼: ଜ଼ିଲ୍ଲାରେ ଦିନକୁ ଦିନ ବ୍ରାଉନ ସୁଗାର ବେପାର ବୃଦ୍ଧି ପାଇବାରେ ଲାଗିଛି । ଆଜି ପୋଲିସ ନୟାଗଡ ଷ୍ଟେସନରୁ ଦୁଇ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି । ଗିରଫ ୨ ଜଣ ହେଲେ ସିଦ୍ଧାନ୍ତ ନାୟକ ଓ ପ୍ରକାଶ ନାୟକ । ଏମାନେ ଖୋର୍ଦ୍ଧାର ବୋଲି ଜଣାପଡିଛି । ଏମାନଙ୍କ ଠାରୁ ୪ଗ୍ରାମ…

ପୁରୀରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜ ପରିସରରେ କୋଭିଡ୍ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଉଦଘାଟନ କରିଛନ୍ତି । ଏହି ହସ୍ପିଟାଲରେ ୧୫୦ ଶଯ୍ୟା ରହିଛି । ଏହି ହସ୍ପିଟାଲକୁ ଭୁବନେଶ୍ୱରର ସମ୍ ହସ୍ପିଟାଲ୍ ପରିଚାଳନା କରିବ । ହସ୍ପିଟାଲରେ ୯୦ଟି ସାଧାରଣ…