ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ; ୧୩ରୁ ଅଧିକ ମୃତ
ମୁମ୍ବାଇ: ମହାରାଷ୍ଟ୍ର ଗଡଚିରୋଲି ଜିଲ୍ଲାରେ ପୋଲିସ ଓ ନକ୍ସଲ ପନ୍ଥିଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୧୩ରୁ ଅଧିକ ମାଓବାଦୀ ପ୍ରାଣ ହରାଇଛନ୍ତି।
ସୂଚନା ଅନୁଯାୟୀ, ଆଜି ଛତିଶଗଡ଼ କୁ ଲାଗିଥିବା ଏଟାପାଲ୍ଲୀ ଜଙ୍ଗଲରେ ମାଓବାଦୀ ମାନେ କେମ୍ପ କରି ରହିଥିବାର ଗୁଇନ୍ଦା ସୂଚନା…