Latest Odisha News

ଇଣ୍ଟରନେଟ୍‌ରେ ଭାଇରାଲ୍ ଟିମ୍ ଇଣ୍ଡିଆର ନୂଆ ଜର୍ସି !

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ କ୍ରିକେଟ୍ ମହା-ମୁକାବିଲା । ଏଥିପାଇଁ ନିକଟରେ ଅଷ୍ଟ୍ରେଲିଆ ଦଳ ଟି୨୦ ଓ ଦିନିକିଆ ମ୍ୟାଚ୍ ପାଇଁ ନୂଆ ଜର୍ସି ଉନ୍ମୋଚନ କରିଥିଲା । ଆଉ ଏବେ ଶୁଣିବାକୁ ମିଳିଛି ଟିମ୍ ଇଣ୍ଡିଆ ବି କୁଆଡେ ଦିନିକିଆ ଓ ଟି୨୦ରେ ନୂଆ ତଥା ପାରମ୍ପରିକ ଜର୍ସି ପରିଧାନ…

ଡ୍ରଗ୍ସ ଲିଙ୍କ: ଏନ୍‌ସିବିରେ ହାଜର ହେବେ ଅର୍ଜୁନ ରାମପାଲ

ମୁମ୍ବାଇ: ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ଛନ୍ଦି ହୋଇଛନ୍ତି ଅଭିନେତା ଅର୍ଜୁନ ରାମପାଲ । ବଲିଉଡ ଓ ଡ୍ରଗ୍ସ ଲିଙ୍କର ତଦନ୍ତ କରୁଥିବା ଏନସିବି ସୋମବାର ଅର୍ଜୁନ ରାମପାଲଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଓ ଅଫିସରେ ରେଡ୍ କରିବା ପରେ ତାଙ୍କ ଡ୍ରାଇଭରକୁ ଗିରଫ କରିଥିଲା। ଆଉ ଏବେ ଅର୍ଜୁନ…

ଅଙ୍ଗାରଗାଁରେ ‘ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ’ ଆୟୋଜିତ

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ କାର୍ଯ୍ୟାଳୟରେ 'ମୋ ଗାଁରେ ତହସିଲ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତହସିଲଦାର ଅବନୀ କୁମାର ସାହୁ, ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ, ସୁପରଭାଇଜର ବିଶ୍ୱନାଥ ବେହେରା ପ୍ରମୁଖ ଯୋଗ ଦେଇ…

ଦେଶରେ ସୁଧୁରୁଛି ଆର୍ଥିକ ସ୍ଥିତି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଦେଶରେ ସୁଧୁରୁଛି ଆର୍ଥିକ ସ୍ଥିତି । ଆଥିକ ଅବସ୍ଥାରେ ଦ୍ରୁତଗତିରେ ସୁଧାର ଆସୁଛି । ଆତ୍ମନିର୍ଭର ଭାରତ-୩.୦ ଘୋଷଣା କରି ଏଭଳି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦେଶର ଅର୍ଥନୀତିକୁ ସୁଦୃଢ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା…

ମାଲକାନଗିରିରୁ ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଅଣ୍ଡରାପାଲି ନିକଟ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି। ମାଲକାନଗିରି ଏସପି ଋଷିକେଶ ଖିଲାରିଙ୍କ ସୂଚନା ଅନୁଯାୟୀ, ଉକ୍ତ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ନେଇ ଖବର ମିଳିବା ପରେ ବିଏସ୍‌ଏଫ୍‌, ଡିଭିଏଫ, ଏସଓଜି…

ବଡ ଘୋଷଣା, ନୂଆ କର୍ମଚାରୀଙ୍କ ଇପିଏଫ୍ ଭରିବ କେନ୍ଦ୍ର

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଆତ୍ମନିର୍ଭର ଭାରତ ୩.୦ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦେଶରେ ଆର୍ଥିକ ଅଭିବୃଦ୍ଧିକୁ ସୁଦୃଢ଼ କରିବା ସହ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ନିମନ୍ତେ ଏହି ଘୋଷଣା କରାଯାଇଛି । ମୁଖ୍ୟତଃ ସଂଗଠିତ କ୍ଷେତ୍ରରେ ଅଧିକ…

ମହଙ୍ଗା ପଡିଲା ମିଛ ମାମଲା, ୫ ଲକ୍ଷ ଗଣିବେ ଥାନା ଅଧିକାରୀ

ଭୁବନେଶ୍ୱର: ମହଙ୍ଗା ପଡିଲା ମିଛ ମାମଲା । ଜୀବିତ ନାବାଳକଙ୍କୁ ହତ୍ୟା କରାଯାଇଥିବା ଦର୍ଶାଇ ୨ ଜଣଙ୍କୁ ଜେଲ୍ ପଠାଇଥିବା ମାମଲାରେ ପୋଲିସକୁ ମହଙ୍ଗା ପଡିଛି । ଏହି ମାମଲାରେ ଏବେ ଥାନା ଅଧିକାରୀଙ୍କୁ ୫ ଲକ୍ଷ ଟଙ୍କା ଦେବାକୁ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି ।…

ଓଡ଼ିଶାରେ ଲର୍ଣ୍ଣର ଲାଇସେନ୍ସ ଟେଷ୍ଟ ଲାଗି ସ୍ଲଟ୍ ବୁକିଂ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶାରେ ଲର୍ଣ୍ଣର ଲାଇସେନ୍ସ (ଏଲଏଲ) ପରୀକ୍ଷା ପାଇଁ ସ୍ଲଟ୍ ବୁକିଂ ଗୁରୁବାର ସକାଳ ୧୧ଟାରୁ ଆରମ୍ଭ ହୋଇଛି। ଯାହା କୋଭିଡ-୧୯ ମହାମାରୀ କାରଣରୁ ବନ୍ଦ ରହିଥିଲା। ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଟ୍ବିଟ୍ କରାଯାଇଛି।…

ପାଇଲଟ୍ ପାଲଟିଲେ ଫାଷ୍ଟଫୁଡ୍ ଦୋକାନୀ !

ଭୁବନେଶ୍ୱର: ପରିଚୟ ଅଜରିନ୍ ମୋହମ୍ମଦ ଜୱାୱି । ପେଶା ପାଇଲଟ୍ ତଥା ଫ୍ଲାଇଟ୍ ଇନ୍‌ଷ୍ଟ୍ରକ୍ଟର୍ । ହେଲେ ଏବେ ରାସ୍ତାକଡରେ ବିକୁଛନ୍ତି ନୁଡୁଲ୍ସ । ସୋସିଆଲ୍ ମିଡିଆରେ ଏହି ପାଇଲଟ୍‌ଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଜଣେ ଫ୍ଲାଇଟ୍ ପାଇଲଟ୍ ନୁଡୁଲ୍ସ ବିକିବା ଘଟଣା ଯେତିକି ଭାଇରାଲ୍ ହୋଇଛି,…

ବ୍ରିଜ ଉପରେ ଦୁଇ ଭାଗ ହୋଇଗଲା ମାଲବାହୀ ଟ୍ରେନ୍

କୋରାପୁଟ: ମଝିରୁ ଅଲଗା ହୋଇଗଲା ଚଳନ୍ତା ମାଲବାହୀ ଟ୍ରେନ୍ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଷ୍ଟେସନରୁ କିଛି କିଲୋମିଟର ଦୂରରେ ମାଲବାହୀ ଟ୍ରେନ୍ ଦୁଇ ଭାଗ ହୋଇଗଲା । ଟ୍ରେନର ପଛ ଭାଗ ବ୍ରିଜ୍ ଉପରେ ରହିଯାଇଥିଲା । ଗାର୍ଡଙ୍କଠାରୁ ସୂଚନା ପାଇ ସଙ୍ଗେ ସଙ୍ଗେ ଟ୍ରେନ୍କୁ ଅଟକାଇଥିଲେ ଲୋକୋ…