Latest Odisha News

ଖୁବଶୀଘ୍ର ଆସୁଛି ମାରୁତି ସୁଜୁକିର ନୂଆ ଶସ୍ତା ଇଲେକ୍ଟ୍ରିକ ଏସୟୁବି ‘ମାରୁତି ଫୁଟୁରୋ-ଇ’

ଭୁବନେଶ୍ୱର: ଦେଶର ସବୁଠୁ ବଡ଼ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକିର ଶେଷରେ ଆଗକୁ ଆସୁଥିବା ନିଜ ଇଲେକ୍ଟ୍ରିକ ଏସୟୁବିର ନା ଉପରୁ ପରଦା ହଟିଛି । ଆଗରୁ ଚର୍ଚ୍ଚା ହେଉଥିଲା କି ମାରୁତି ତାର ଏସ-ପ୍ରେସୋ କୁ ଇଲେକ୍ଟ୍ରିକ ଭର୍ସନ ଆଣିବବୋଲି । ହେଲେ ଶେଷରେ କମ୍ପାନୀ ଏହାର ନା 'ମାରୁତି…

ଡୋପ୍ ଟେଷ୍ଟରେ ବିଫଳ ହେଲେ ଷ୍ଟାର୍ ବକ୍ସର୍ ସୁମିତ୍ ସାଙ୍ଗୱାନ୍ !

ନୂଆଦିଲ୍ଲୀ: ଭାରତର ଯୁବ ବକ୍ସର ସୁମିତ ସାଙ୍ଗୱାନ ଡୋପ ଟେଷ୍ଟରେ ବିଫଳ ହୋଇଛି । ୯୧ କିଲୋଗ୍ରାମ ବିଭାଗର ଏହି ବକ୍ସର ଭାରତର ମାନ ତଳେ ପକାଇଛନ୍ତି । ଫଳରେ ସେ ଟୋକିଓ ଅଲିମ୍ପିକ୍ସରୁ ବାଦ୍ ପଡିଛନ୍ତି । ସୁମିତଙ୍କ ଶରୀରୁ ଶକ୍ତିବର୍ଦ୍ଧକ ଔଷଧର ମାତ୍ରା ମିଳିବା ପରେ ନ୍ୟାଶନାଲ ଆଂଟି ଡୋପିଂ…

ମାଷ୍ଟରସେଫ୍ ଟପ୍ ଟେନରେ ଓଡ଼ିଆ ପୁଅ ଅବିନାଶ

ଭୁବନେଶ୍ୱର: 'ଷ୍ଟାରପ୍ଲସ'ର ଲୋକପ୍ରିୟ ରୋଷେଇ ଭିତ୍ତିକ କାର୍ଯ୍ୟକ୍ରମ 'ମାଷ୍ଟରସେଫ ଇଣ୍ଡିଆ-୬'ର ଟପ ଟେନରେ ସ୍ଥାନ ପାଇଛନ୍ତି ଓଡିଆ ପୁଅ ଅବିନାଶ ନାୟକ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ଅବିନାଶଙ୍କ ଘର । ଅବିନାଶଙ୍କ ଏହି ସଫଳତା ପାଇଁ ତାଙ୍କୁ ସାରା ଓଡିଶାରୁ ଶୁଭେଚ୍ଛା ଓ…

ଆଜି ବିରୁଷ୍କାଙ୍କ ମ୍ୟାରେଜ୍ ଆନିଭର୍ସରୀ; ସୋସିଆଲ୍ ମିଡ଼ିଆରେ ସେୟାର୍ କଲେ ଫଟୋ !

ମୁମ୍ବାଇ: ଷ୍ଟାର୍ କ୍ରିକେଟର୍ ବିରାଟ କୋହଲି ଓ ବଲିଉଡ ଆକ୍ଟ୍ରେସ୍ ଅନୁଷ୍କା ଶର୍ମା ଦୁଇବର୍ଷ ତଳେ ଆଜିର ଦିନ (୧୧ ଡିସେମ୍ବର)ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । "To love another person is to see the face of God" -Victor Hugo The thing about love is that it's…

ଦୈନନ୍ଦିନ ଜୀବନରେ ଲାଗି ରହିଥିବା ସମସ୍ୟାକୁ ଦୂର କରିବା ନିମନ୍ତେ ଆପଣାନ୍ତୁ ଏହି ସରଳ ଉପାୟ !

ଭୁବନେଶ୍ୱର: ଦୈନନ୍ଦିନ ଜୀବନରେ କିଛି ନା କିଛି ସମସ୍ୟା ଲାଗି ରହିଥାଏ । ସେଥିମଧ୍ୟରୁ କିଛି ସମାଧାନ ହେଉଥିବା ବେଳେ ଆଉ କିଛିର ସମାଧାନ ଖୋଜି ପାଆନ୍ତି ନାହିଁ । ବାରମ୍ବାର ଚେଷ୍ଟା କରିବା ପରେ ମଧ୍ୟ କାର୍ଯ୍ୟରେ ସଫଳତା ମିଳିପାରି ନଥାଏ। ଆଶାନୁରୂପକ ସଞ୍ଚୟ ଓ ଅର୍ଥ ରୋଜଗାର ମଧ୍ୟ…

ଦେଖନ୍ତୁ ଭିଡ଼ିଓ: ଧରାପଡ଼ିଲା ପିଆଜ ଚୋର, ସୁନା ଛାଡ଼ି ଚୋରୀ କରିଥିଲା ପିଆଜବସ୍ତା !

ମୁମ୍ବାଇ: ଏବେ ସାରା ଦେଶରେ ପିଆଜ ଦର ହୁହୁ ହୋଇ ବଢି ଚାଲିଥିବା ବେଳେ ରୋଷେଇ ଘରୁ ପିଆଜ ଏକପ୍ରକାର ଉଭାନ୍ ହୋଇଯାଇଛି କହିଲେ ଚଳେ । ପିଆଜର ଭାଉ ବୃଦ୍ଧି ହୋଇ ଏବେ କିଲୋଗ୍ରାମ ପ୍ରତି ୧୭୦ ଟଙ୍କାରେ ବିକ୍ରି ହେଉଛି । କୌତୁହଳର ବିଷୟ ହେଉଛି ଯେ, ମୁମ୍ବାଇରେ ଚୋରମାନେ ସୁନା ଛାଡ଼ି ପିଆଜବସ୍ତା…

ବାଲେଶ୍ୱର ଡ୍ରଗ୍ସ ମାଫିଆଙ୍କ ଘରୁ ଜବତ ହେଲା ୩୧ ଲକ୍ଷ ଟଙ୍କାର ବ୍ରାଉନସୁଗାର !

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସଦର ପୋଲିସ ଥାନା ଅନ୍ତର୍ଗତ ଶାସନବାଦ ଗ୍ରାମରେ ଥିବା ଡ୍ରଗ୍ସ ମାଫିଆ ମୁନା ଖାନ ଓରଫ ମୀର୍ ରାହତ୍ ଅଲ୍ଲୀଙ୍କ ଘରୁ ପ୍ରାୟ ୩୧ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଅବକାରୀ ବିଭାଗ ପକ୍ଷରୁ ଜବତ କରାଯାଇଛି । ବାଲେଶ୍ୱରର ଏହି କୁଖ୍ୟାତ ଡ୍ରଗ୍ସ ମାଫିଆଙ୍କ ଘରୁ…

ଆଜି ଭାରତ-ୱେଷ୍ଟଇଣ୍ଡିଜ ନିର୍ଣ୍ଣାୟକ ଟି-୨୦; ବିଜୟ ଲକ୍ଷ୍ୟରେ ଉଭୟ ବିରାଟ ଓ ପୋଲାର୍ଡ଼ !

ମୁମ୍ବାଇ: ଆଜି ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଛି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ନିର୍ଣ୍ଣାୟକ ତଥା ଚୂଡ଼ାନ୍ତ ଟି-ଟ୍ୱେଣ୍ଟି ମ୍ୟାଚ୍ । ଏହି ମ୍ୟାଚରେ ବିଜୟୀ ଦଳ ହିଁ ଶୃଙ୍ଖଳା ହାସଲ କରିପାରିବ । ତେଣୁ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବେ ଦୁଇ ଦଳର କପ୍ତାନ ବିରାଟ କୋହଲୀ…

ମାର୍ଗଶୀର ପୂର୍ଣ୍ଣିମାର ମହିମା; ପୂଜା ଓ ବ୍ରତରେ ମିଳିଥାଏ ପୂଣ୍ୟଫଳ…

ମାର୍ଗଶୀର ମାସକୁ ଅତି ପବିତ୍ର, ଏବଂ ଶ୍ରେଷ୍ଠ ବୋଲି କୁହାଯାଏ । ପୂରାଣରେ ଏଇ ମାସର ପୂର୍ଣ୍ଣିମାକୁ ମଧ୍ୟ ମହତ୍ୱପୂର୍ଣ୍ଣ ଏବଂ ଫଳଦାୟୀ ବୋଲି କୁହାଯାଇଛି । ଏଇ ପୂର୍ଣ୍ଣିମାରେ ସ୍ନାନ, ଦାନ ଏବଂ ଭଗବାନ ବିଷ୍ଣୁଙ୍କୁ ପୂଜା କରିବାର ବିଧାନ ରହିଛି । ଏଇ ପୂର୍ଣ୍ଣିମାରେ ସ୍ନାନ ଏବଂ ଦାନର ସେତିକି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୧-୧୨-୨୦୧୯ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା ୧୧ ରିଖ ବୁଧବାର ବିଛା ୨୫ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ଭୁକ୍ତ ପୂର୍ଣ୍ଣିମା ତିଥି ମୃଗଶିରା ନକ୍ଷତ୍ର…