Latest Odisha News

BREAKING NEWS

କେଜ୍ରିୱାଲଙ୍କ ଟୁଇଟ ମିଥ୍ୟା ବୋଲି କହିଲା ସିଙ୍ଗାପୁର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏକ ଟୁଇଟର ଉତର ବୁଧବାର ସିଙ୍ଗାପୁର ପକ୍ଷରୁ ରଖାଯାଇଛି । ମଙ୍ଗଳବାର କେଜ୍ରିୱାଲ କହିଥିଲେ ସିଙ୍ଗାପୁରରେ କରୋନା ଭାଇରସର ନୂତନ ଷ୍ଟ୍ରେନ ମିଳିଛି ଏବଂ ଭାରତ ଏଥିପ୍ରତି ସତର୍କ ରହିବା ସହ ବିମାନ ସେବା ବାତିଲ କରିବା ପାଇଁ କହିଥିଲେ…

ହ୍ରଦ ତଳୁ ୭୧ ବର୍ଷ ତଳେ ହଜିଯାଇଥିବା ଗାଁର ମିଳିଲା ପରିଚୟ

ନୂଆଦିଲ୍ଲୀ: ବର୍ଷ ବର୍ଷ ଧରି ଏକ ଇଟାଲୀର ଏକ ହ୍ରଦ ତଳେ ବୁଡି ରହିଥିବା ଏକ ଗାଁର ଭଗ୍ନାବଶେଷ ୭୧ ବର୍ଷ ପରେ ପ୍ରଥମ ଥର ପାଇଁ ଆବିଷ୍କୃତ ହୋଇଛି। ରେସିୟା ହ୍ରଦ ହେଉଛି ଇଟାଲୀର ଦକ୍ଷିଣ ଟାଇରୋଲ୍‌ର ପଶ୍ଚିମ ଭାଗରେ ଥିବା ଏକ କୃତ୍ରିମ ହ୍ରଦ। ଏଠାରେ ୧୯୫୦ ମସିହାରେ ଏକ ଗାଁ ଗଢି ଉଠିଥିଲା।…

୨୦ ବର୍ଷ ପରେ ତେଲୁଗୁ ଫିଲ୍ମରେ ଅଭିନୟ କରିବେ ଶିଳ୍ପା !

ମୁମ୍ବାଇ: ଦୀର୍ଘ ୨୦ ବର୍ଷ ପରେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ତେଲୁଗୁ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ତ୍ରିବିକ୍ରମ ଶ୍ରୀନିବାସନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏସଏସଏମବି୨୮ରେ ତାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଫର କରାଯାଇଛି । ଏଥିରେ ସେ ଦକ୍ଷିଣ ଭାରତର…

ସୁସ୍ଥ ହେଉଛନ୍ତି ପ୍ରଦୀପ୍ତ ନାଏକ, କଥା କହିବା ଆରମ୍ଭ କଲେଣି

ଭୁବନେଶ୍ୱର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି । ଏବେ ସେ ଧୀରେ ଧୀରେ କଥା କହିବା ଆରମ୍ଭ କଲେଣି । ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍ସର ସୁପରିଟେଣ୍ଡେଣ୍ଟ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି । କରୋନା ସଂକ୍ରମିତ ହେବା ପରେ ଭୁବନେଶ୍ୱର ଏମ୍ସରେ…

ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ଦାବି

କଳାହାଣ୍ଡି: ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗରିବ ଆଦିବାସୀଙ୍କ ପାଇଁ ପିଇବା ପାଣିର ସୁବିଧା କରୁଛନ୍ତି । ହେଲେ କିଛି ଅଞ୍ଚଳ ଲୋକେ ଏଥିରୁ ବଞ୍ଚିତ ରହୁଛନ୍ତି । କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ରାମପୁର ବ୍ଲକ ଅନ୍ତର୍ଗତ ବିରମଳ…

ଗଲୱାନ ଘାଟି ଉପରେ ପୁଣି ଆଖି ପକାଇଲାଣି ଚୀନ, ନିଜ ସୀମାରେ ବଙ୍କର ତିଆରି କରୁଛି

ବେଜିଂ: ପ୍ରାୟ୧ ବର୍ଷ ପରେ ଚୀନ ପୁନର୍ବାର ଗଲୱାନ ଘାଟି ଉପରେ ଆଖି ପକାଇଛି । ରିପୋର୍ଟ ମୁତାବକ ଚୀନ ତାର ସୀମା ନିକଟରେ ସେନାଙ୍କ ସୁରକ୍ଷା ପାଇଁ ବଙ୍କର ପ୍ରସ୍ତୁତି କରୁଛି । କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଭାରତରେ ତାଣ୍ଡବ ରଚୁଥିବା ବେଳେ ଡ୍ରାଗନ ଏହାର ଫାଇଦା ଉଠାଇବା ଲକ୍ଷ୍ୟରେ ରହିଛି…

‘ଦି ଫ୍ୟାମିଲି ମ୍ୟାନ୍ ୨’ ଟ୍ରେଲର୍‌ ରିଲିଜ

ମୁମ୍ବାଇ: ମନୋଜ ବାଜପେୟୀଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବହୁ ପ୍ରତିକ୍ଷୀତ ମନୋଜ ବାଜପେୟୀଙ୍କ ୱେବ୍‌ ସିରିଜ୍‌ 'ଦି ଫ୍ୟାମିଲି ମ୍ୟାନ୍ ୨' ଟ୍ରେଲର୍‌ ଆଜି ରିଲିଜ ହୋଇଛି। ଏହାକୁ ନେଇ ଦର୍ଶକ ବେଶ୍‌ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଆସନ୍ତା ଜୁନ୍ ୪ ରେ ଆମାଜନ ପ୍ରାଇମ ଭିଡିଓରେ…

ତାଉ’ତେ ଗଲା, ଆସିବ ୟଶ୍: ଆଉ ଏକ ବାତ୍ୟା ଆଶଙ୍କା, ବଙ୍ଗୋପସାଗର ଉପକୂଳରେ ଲ୍ୟାଣ୍ଡଫଲ୍ !

ନୂଆଦିଲ୍ଲୀ: ଗୋଟିଏ ଗଲା, ଆଉ ଗୋଟିଏ ଆସୁଛି । ଆରବ ସାଗର ପରେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଏହା ଧୀରେ ଧୀରେ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ବର୍ତ୍ତମାନର ମଡେଲକୁ ଦେଖି ବିଭିନ୍ନ ପାଣିପାଗ ସଂସ୍ଥା ବାତ୍ୟା ପୂର୍ବନୁମାନ କରୁଛନ୍ତି । ବର୍ତ୍ତମାନ ସମୁଦ୍ର ଭିତରେ…

ବିଶ୍ୱ ଜନ ସଂଖ୍ୟା ତୁଳନାରେ ୬ଗୁଣ ଅଧିକ ପକ୍ଷୀ ବାସ କରୁଛନ୍ତି !

ନୂଆଦିଲ୍ଲୀ: ବିଶ୍ୱ ଜନସଂଖ୍ୟାର ୬ଗୁଣା ଅଧିକ ପକ୍ଷୀ ବାସ କରୁଛନ୍ତି । ପାଖାପାଖି ବିଭିନ୍ନ ପ୍ରଜାତିର ୫୦୦୦ କୋଟି ପକ୍ଷୀ ଏହି ଧରାପୃଷ୍ଠରେ ବାସ କରୁଛନ୍ତି । ନ୍ୟୁ ସାଉଥ ୱେଲ୍ସ ୟୁନିଭରସିଟିର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ସର୍ଭେରେ ଏହି ତଥ୍ୟ ସମ୍ମୁଖକୁ ଆସିଛି । ତେବେ…

ରୁଷିଆ-ଚୀନ ମଧ୍ୟରେ ସବୁଠାରୁ ବଡ ପରମାଣୁ ଚୁକ୍ତି

ବେଜିଂ: ରୁଷିଆ ଏବଂ ଚୀନ ମଧ୍ୟରେ ସମ୍ପର୍କ ନୀବିଡ ହେବାରେ ଲାଗିଛି । ଉଭୟ ଦେଶ ମଧ୍ୟରେ ସବୁଠାରୁ ବଡ ପରମାଣୁ ଚୁକ୍ତି ଏହାର ଜ୍ୱଳନ୍ତ ଉଦାହରଣ । ଆମେରିକା ଏବଂ ୟୁରୋପୀୟ ୟୁନିୟନ ସହ ଭାରତର ସମ୍ପର୍କ ବୃଦ୍ଧି ପାଉଥିବା ବେଳେ ରୁଷିଆ ଚୀନର ନିକଟତର ହେଉଛି । ଉଭୟ ଦେଶର କମ୍ପାନୀ ମିଳିତ ଭାବେ…