Latest Odisha News

BREAKING NEWS

କରୋନାରେ କଏଦୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଝାରପଡା ସ୍ୱତନ୍ତ୍ର ଜେଲରେ ଥିବା ଜଣେ କଏଦୀ ରବିବାର ଦିନ କରୋନାରେ ପ୍ରାଣ ହରାଇଛନ୍ତି। କଟକସ୍ଥିତ ଏସସିବି ମେଡିକାଲରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏ ନେଇ ଡିଆଇଜି (ଜେଲ୍‌) ସୁଭାକାନ୍ତ ମିଶ୍ର ସୂଚନା ଦେଇଛନ୍ତି। ମୃତ କଏଦୀ ତ୍ରିପତୀ ମହାନ୍ତି ମଧୁମେହ ଏବଂ…

ସିନେ ଓଡ଼ିଶା: ଭିତୀହୀନ ନିରପେକ୍ଷ ଭାବେ

ଭାଗ-୨ ପଚାଶ ଦଶକର ଆରମ୍ଭରେ ଓଡ଼ିଶାରେ ଚଳଚ୍ଚିତ୍ର ପତ୍ରିକା ପ୍ରକାଶନର ଯେଉଁ ପରମ୍ପରା ଆରମ୍ଭ ହେଲା ତାହାର ବୈଶିଷ୍ଟ୍ୟ ଥିଲା ମନୋରଞ୍ଜନ ଜଗତ ସହ ବୃହତ ପାଠକ ବର୍ଗକୁ ଯୋଡ଼ିବା । ସେ ସମୟରେ ଏତକ କରିପାରିବା କିଛି କମ୍ ଦୁଃସାହସିକ ବ୍ୟାପାର ନ ଥିଲା । ସେତେବେଳକୁ ମାତ୍ର ତିନିଟି ଓଡ଼ିଆ…

ଭେଟେରାନ୍‌ ବଲିଉଡ୍‌ ଆକ୍ଟର କେ.ଡି ଚନ୍ଦ୍ରନ୍‌ଙ୍କ ପରଲୋକ

ନୂଆଦିଲ୍ଲୀ: ଲୋକପ୍ରିୟ ଅଭିନେତ୍ରୀ ସୁଧା ଚନ୍ଦ୍ରନଙ୍କ ପିତା ତଥା ବଲିଉଡ୍‌ର ଭେଟେରାନ୍‌ ଆକ୍ଟର କେ.ଡି ଚନ୍ଦ୍ରନଙ୍କ ଆଜି ସକାଳେ ଦେହାନ୍ତ ହୋଇଛି। ହୃଦଘାତରେ ପୀଡିତ ହେବା ପରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି।ମୃତ୍ୟୁ ବେଳକୁ ତାଙ୍କୁ ୮୬ ବୟସ ହୋଇଥିଲା। ଅଭିନେତା କେ.ଡି ଚନ୍ଦ୍ରନ…

କରୋନାରେ ଆଖି ବୁଜିଲେ ଆଉ ଜଣେ ସାମ୍ବାଦିକ, ଦ୍ୱିତୀୟ ଲହରରେ ଗଲାଣି ୨୫ ଯୋଦ୍ଧାଙ୍କ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଥମୁ ନଥିବା ବେଳେ ସମ୍ମୁଖ ଯୋଦ୍ଧା ପ୍ରାଣ ହରାଉଛନ୍ତି । ଆଜି ଗୋଟିଏ ଦିନରେ କରୋନାରେ ଆଖି ବୁଜିଛନ୍ତି ତିନି ତିନି ଜଣ ସାମ୍ବାଦିକ । ଗଞ୍ଜାମ ଜିଲ୍ଲାରୁ ଆଉ ଜଣେ ସାମ୍ବାଦିକ କରୋନାରେ ପ୍ରାଣ ହରାଇଛନ୍ତି । ଗୋଟିଏ ଦିନରେ ଯାଜପୁର ବଡ଼ଚଣାରେ ଏକାମ୍ର…

ଦିଲ୍ଲୀରେ ଲକଡାଉନ୍ ଆଉ ସପ୍ତାହେ ବଢ଼ିଲା, ୨୪ ଯାଏ ବଳବତ୍ତର

ନୂଆଦିଲ୍ଲୀ: ଲକଡାଉନ୍ ସଫଳ ହୋଇଛି । ରାଜଧାନୀ ଦିଲ୍ଲୀରେ କାବୁ ପାଉଚି କରୋନା । ଦୈନିକ ସଂକ୍ରମଣ ଖସୁଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଆଉ ସପ୍ତାହେ ଲକଡାଉନ୍ ଅବଧି ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ । ଲକଡାଉନ୍ ବୃଦ୍ଧି ନେଇ ସେ ଆଜି ଘୋଷଣା କରିଛନ୍ତି । ଫଳରେ…

କରୋନା ଆକ୍ରାନ୍ତଙ୍କ ମୃତ୍ୟୁକୁ ନେଇ କୋଭିଡ୍ ହସ୍ପିଟାଲରେ ଭଙ୍ଗାରୁଜା, ୨ ଅଟକ

ନବରଙ୍ଗପୁର: କରୋନା ଆକ୍ରାନ୍ତଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଲା କୋଭିଡ୍ ହସ୍ପିଟାଲ୍ । ନବରଙ୍ଗପୁର ଜିଲ୍ଲା କୋଭିଡ୍ ହସ୍ପିଟାଲରେ ଶନିବାର ସେକ୍ ରେହମାନା ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ସେ କରୋନାରେ ସଂକ୍ରମିତ ହୋଇ କିଛିଦିନ ହେଲା ଚିକିତ୍ସତି…

ପାନ୍ନା ଟାଇଗର୍‌ ରିଜର୍ଭ; ୧୦ ଦିନରେ ୪ ବାଘ ମୃତ

ଭୋପାଳ: ମଧ୍ୟପ୍ରଦେଶର ପାନ୍ନା ଟାଇଗର ରିଜର୍ଭରେ ଗୋଟିଏ ରେଡିଓ କୋଲାରେଡ୍‌ ଟାଇଗର୍‌ର ମୃତଦେହ ମିଳିଥିବା ରବିବାର ଦିନ ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହାକୁ ମିଶାଇ ୧୦ ଦିନ ମଧ୍ୟରେ ରାଜ୍ୟରୁ ଏହା ହେଉଛି ଚତୁର୍ଥ ବାଘ ମୃତ୍ୟୁ। ଅଧିକାରୀ କହିଛନ୍ତି ଯେ ଭୋପାଳଠାରୁ…

ଭୁବନେଶ୍ୱରରେ ହୋଟେଲରେ ଅସ୍ଥାୟୀ କୋଭିଡ୍ ସେଣ୍ଟର ପାଇଁ ବିଏମସିର ଯୋଜନା

ଭୁବନେଶ୍ୱର: ରାଜ୍ୟରେ ଅଧିକ ସଂକ୍ରମିତ ଜିଲ୍ଲା ଖୋର୍ଦ୍ଧା । ଭୁବନେଶ୍ୱରରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଏଭଳି ସ୍ଥିତିରେ ରାଜଧାନୀରେ ଥିବା ବିଭିନ୍ନ କୋଭିଡ୍ ହସ୍ପିଟାଲରେ ବେଡ୍ ବି ଭର୍ତ୍ତି ହୋଇ ଗଲାଣି । ଆଗକୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବେଡ୍ ସଂଖ୍ୟା ହବଢ଼ାଇବାକୁ…

ବିଶେଷଜ୍ଞଙ୍କ ମତରେ ଓଡ଼ିଶାରେ ସପ୍ତାହେ ୧୦-୧୨ ହଜାର ରହିବ ଦୈନିକ ସଂକ୍ରମଣ

ଭୁବନେଶ୍ୱର: ଆସନ୍ତା ସପ୍ତାହେ ଯାଏ ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦-୧୨ ହଜାର ରହିବ । ବର୍ତ୍ତମାନ କରୋନା ପ୍ଲାଟ୍ୟୁ ସ୍ଥିତିରେ ରହିଛି । ପଜିଟିଭ୍ ହାର କୋଡିଏ ପ୍ରତିଶତ ରହୁଛି । ଟେଷ୍ଟ ଅଧିକ କିମ୍ବା କମ୍ କଲେ ବି ପଜିଟିଭିଟି ରେଟ୍ ୨୦ ପ୍ରତିଶତ ରହୁଛି । ପଜିଟିଭ୍ ହାର ହ୍ରାସ…

କବି ପାଇଁ ପ୍ରେମ ଏକ ମଧୁର ଯନ୍ତ୍ରଣା ଓ ମଧୁର ମୃତ୍ୟୁ : ଫନୀ ମହାନ୍ତି

ଓଡ଼ିଆ ସାହିତ୍ୟ ଜଗତର ଜଣେ ପ୍ରବୀଣ ଶିଳ୍ପୀ ଡ. ଫନୀ ମହାନ୍ତି । ତାଙ୍କର ପ୍ରତ୍ୟେକ ସୃଷ୍ଟିରେ ଥାଏ ଜୀବନ ଦର୍ଶନର ନିଖୁଣ ଛାପ । ମାନଚିତ୍ର , ମାୟା ଦର୍ପଣ, ଅହଲ୍ୟା, ବିଷାଦଯୋଗ , ପ୍ରିୟତମା, ମୃଗୟା, ସୁନୟନା, ବଂଶୀ ବାଦକ , ଚିତ୍ରନାରୀ, ଚିତ୍ର ପ୍ରତିମା, ଦ୍ଵିତୀୟ ଈଶ୍ୱର,…