Latest Odisha News

BREAKING NEWS

୫ ମାସ ତଳେ ଆଇପିଏଲ ନେଇ ଭବିଷ୍ୟବାଣୀ କରିଥିଲେ, ୬ରୁ ୫ ଠିକ୍….

ଆବୁଧାବି: ଆଇପିଏଲର ଫାଇନାଲ ମ୍ୟାଚ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ଏହା ପରେ ଚାମ୍ପିୟନ କିଏ ହେବ ଜଣାପଡିବ । ତେବେ ବର୍ତମାନ ସୋସିଆଲ ସାଇଟରେ ୪ ମାସ ତଳେ ଫଳାଫଳ ଭବିଷ୍ୟବାଣୀ କରିଥିବା ଜଣେ ବ୍ୟକ୍ତି ଏବେ ଚର୍ଚ୍ଚାରେ । ତାଙ୍କ ଟୁଇଟ ଏବେ…

ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ କଲା ଯାଜପୁର ପୋଲିସ

ଯାଜପୁର: ଯାଜପୁର ଜିଲ୍ଲା ଯାଜପୁର ରୋଡ ଥାନା ଅଞ୍ଚଳରେ ଆଉ ଏକ ବଡ ଧରଣର ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ୍ । ସ୍ଥାନୀୟ ବ୍ୟାସସରୋବର ନିକଟରେ ଡକାୟତ ମାନେ ଏକାଠି ହୋଇ ପୂର୍ବ ପ୍ରସ୍ତୁତି ସ୍ବରୂପ ଡକାୟତି ଯୋଜନା ଚଳାଇଥିବା ବେଳେ ଏହି ଡକାୟତ ମାନେ ପୋଲିସ୍ ହାତରେ ଧରାପଡିଛନ୍ତି ।…

ଡ୍ରେନରୁ ଉଦ୍ଧାର ହେଲା ଅଜଗର

ବ୍ରହ୍ମପୁର: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଫରେଷ୍ଟ ଡିଭିଜନ ଅଧୀନରେ ଥିବା ଚଣ୍ଡିପୁଟ ୟୁପି ସ୍କୁଲର ମୁଖ୍ୟ ଫାଟକ ସମ୍ମୁଖସ୍ଥ ଏକ ଡ୍ରେନରୁ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି। ଗତ ଦୁଇ ଦିନରୁ ସାପ ସେଠାରେ ରହିଥିଲା। ତେବେ ଏନେଇ ଗତ ନଭେମ୍ବର ୮ରେ ସ୍ଥାନୀୟ ଲୋକମାନେ ସ୍ନେକ…

ବିହାର ନିର୍ବାଚନ : ବିଜୟ ଉତ୍ସବ ପାଳନ ପାଇଁ ଲଡୁ ତିଆରି କରୁଛନ୍ତି ବିଜେପି କର୍ମକର୍ତା

ପାଟନା: ଆଉ କିଛି ଘଂଟା ପରେ ବିହାର ବିଧାନସଭା ନିର୍ବାଚନ ଫଳାଫଳର ପେଡି ଖୋଲିବ । ବିଭିନ୍ନ ଏକଜିଟ ପୋଲରେ ମହାଗଠବନ୍ଧନ ବିଜୟୀ ହେବ ବୋଲି ଭବିଷ୍ୟବାଣୀ କରାଯାଇଛି । ଏନଡିଏ ଏହା ଭୁଲ ହେବ ବୋଲି ଘୋଷଣା କରିଛି । ବିଜେପି କର୍ମକର୍ତାମାନେ ସୋମବାରଠାରୁ ବିଜୟ ଉତ୍ସବ ପାଳନ ନେଇ ଲଡୁ ପ୍ରସ୍ତୁତ…

ମୋବାଇଲରେ ହେବ ଜଳସେଚନ ସମସ୍ୟା ସମାଧାନ; ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଜଳସଂପଦ ବିଭାଗର ୪ଟି ଅନ୍‌ଲାଇନ ସେବାର ଶୁଭାରମ୍ଭ

ଭୁବନେଶ୍ୱର: ଜଳସଂପଦ ବିଭାଗର ୪ଟି ଅନ୍‌ଲାଇନ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୋବାଇଲ ଫୋନର ଫଟୋ ଓ ଭିଡିଓ ଜରିଆରେ ଚାଷୀ ଜଳସେଚନ ସମସ୍ୟା ସଂପର୍କରେ ସିଧାସଳଖ ଜଣାଇ ପାରିବେ ଜଳସଂପଦ ବିଭାଗକୁ। ସୂଚନା ଅନୁଯାୟୀ ଜଳସେଚନ ସମସ୍ୟା ପାଇଁ ଚାଷ କାମ ଛାଡି ଆଉ…

ତନିଷ୍କ ବିକୁଛି ଟେନସନ !

ମୁମ୍ବାଇ:ଟାଟା ଗ୍ରୁପର ଜୁଏଲାରୀ ବ୍ରାଣ୍ଡ ତନିଷ୍କ ବିଜ୍ଞାପନ ମାଧ୍ୟମରେ ବିବାଦକୁ ଡାକି ଆଣୁଛି । ଦୀପାବଳୀ ଅବସରରେ ନିକଟରେ ଏକ ବିଜ୍ଞାପନ ପ୍ରସାରିତ ହୋଇଛ । ଏହାର ବିଷୟବସ୍ତୁ ନେଇ କମ୍ପାନୀକୁ ସମାଲୋଚନାର ସାମ୍ନା ହେବାକୁ ପଡିଛି । ବିଜ୍ଞାପନରେ ମଡେଲ ସାୟାନୀ ଗୁପ୍ତା ବାଣ ଫୁଟାଇବା ବଦଳରେ…

ପ୍ରଥମ ଟେଷ୍ଟ ପରେ କୋହଲି ସ୍ୱଦେଶ ଫେରିବେ, ରୋହିତ ଅଷ୍ଟ୍ରେଲିଆ ଗସ୍ତରେ ଯିବେ

ମୁମ୍ବାଇ: ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ପରେ ସ୍ୱଦେଶ ଫେରିବେ । ଏହାର କାରଣ ହେଲା ପତ୍ନୀ ଅନୁଷ୍କା ସେ ସମୟରେ ସେମାନଙ୍କ ପ୍ରଥମ ସନ୍ତାନକୁ ଜନ୍ମ ଦେବେ । କୋହଲି ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ତାଙ୍କ ସହିତ ରହିବେ । ସେହିପରି…

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ; ଆଜି ୭୦ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୭୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୨୦ ଜଣ…

ଆସନ୍ତୁ ଜାଣିବା ଚୀନ, ରୁଷିଆ କାହିଁକିି ଆମେରିକା ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇ ନାହାନ୍ତି

ନ୍ୟୁୟର୍କ:ଆମେରିକା ନିର୍ବାଚନ ସରିଯାଇଛି । ଜୋ ବାଇଡେନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଆସନ୍ତୁ ଜାଣିବା କାହିଁକି ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଚୀନ, ରୁଷିଆ ଓ ମେକ୍ସିକୋ ଏବେ ବି ଆମେରିକା ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇ ନାହାନ୍ତି । ଚୀନ ସୋମବାର ସ୍ପଷ୍ଟ କରିଛି ଯେ…

ଶେହ୍‌ନାଜ୍‌ଙ୍କ ସହ ମସ୍ତି ମୁଡ୍‌ରେ ସିଦ୍ଧାର୍ଥ

ନୂଆଦିଲ୍ଲୀ: ଟେଲିଭିଜନର ଲୋକପ୍ରିୟ ଚେହେରା ମଧ୍ୟରୁ ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଅନ୍ୟତମ। ଆଗରୁ ଯେତିକି ପ୍ରଶଂସକଙ୍କୁ ସେ ନିଜ ଅଭିନୟ ବଳରେ ସାଉଁଟିପାରିଥିଲେ ବିଗ୍‌ବସ୍‌ ସିଜିନ୍‌-୧୩ ଜିତିଲା ପରେ ସିଦ୍ଧାର୍ଥଙ୍କ ପ୍ରଶଂସକଙ୍କ ସଂଖ୍ୟା ଆହୁରି ବଢିଯାଇଛି। ନିଜର ଆକର୍ଷଣୀୟ ଫଟୋ ହେଉ…